‘ଓଜନ କମାଅ, ମୋଟା ଅଙ୍କ ନିଅ…’, କମ୍ପାନୀ ଦେଉଛି ଏମିତି ଅଫର!
ବେଜିଂ: ଚାଇନାର ଏକ କମ୍ପାନୀ ତାର କର୍ମଚାରୀମାନଙ୍କୁ ଓଜନ ହ୍ରାସ କରିବାକୁ ଉତ୍ସାହିତ କରିବା ପାଇଁ ଏକ ଚ୍ୟାଲେଞ୍ଜ ଆୟୋଜନ କରିଛି। ଏହି ଚ୍ୟାଲେଞ୍ଜରେ, ଓଜନ ହ୍ରାସ କରିଥିବା ଜଣେ କର୍ମଚାରୀ ୨,୮୦୦ ଡଲାର (ପ୍ରାୟ ୨.୫ ଲକ୍ଷ ଟଙ୍କା) ପାଇଲେ।…
ଭାଇଜାଗ୍ ଗ୍ଲାସ୍ ବ୍ରିଜ୍ ଚମତ୍କାର, ହେଲେ ମୁଁ ସେଠାକୁ ଯିବି ନାହିଁ, କାହିଁକି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା…
ସୋସିଆଲ ମିଡିଆରେ ଆକର୍ଷଣୀୟ ତଥା ମଜାଳିଆ ପୋଷ୍ଟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଏବେ ପୁଣି ଥରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏଥର ମହିନ୍ଦ୍ରା…
ଡିଜିଟାଲ ସାକ୍ଷରତା ପ୍ରୋତ୍ସାହିତ କରିବାକୁ ଆହ୍ବାନ
ଭୁବନେଶ୍ୱର,୮ା୯(ସୁଚିସ୍ମିତା ସାହୁ): ଦେଶ ତଥା ରାଜ୍ୟର ଆର୍ଥିକ ପ୍ରଗତି ସହିତ ସାମାଜିକ ବିକାଶ ଏବଂ ବ୍ୟକ୍ତିଗତ ଉନ୍ନତି ପାଇଁ ଶିକ୍ଷା ଅତ୍ୟନ୍ତ ଜରୁରୀ। ଶିକ୍ଷା କେବଳ ଜଣେ ବ୍ୟକ୍ତିର ମୌଳିକ ଅଧିକାର ନୁହେଁ, ସମାଜରୁ ଦାରିଦ୍ର୍ୟ ଓ ଅସମାନତା ଦୂର କରିବାରେ…
ପ୍ରେମିକାଙ୍କ ଫୋନ ବ୍ୟସ୍ତ ଆସିବାରୁ ସାରା ଗାଁର ବିଜୁଳି କାଟିଦେଲେ ଯୁବକ, Video ଭାଇରାଲ ପରେ…
ବର୍ତ୍ତମାନ ସମୟରେ ଯୋଗାଯୋଗ କରିବାର ବଡ଼ ମାଧ୍ୟମ ପାଲଟିଛି ଟେଲିଫୋନ। ଏଣୁ ପ୍ରେମିକ ପ୍ରେମିକାମାନେ ସହଜରେ ପରସ୍ପର ସହ କଥା ହୋଇ ପାରୁଛନ୍ତି। ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ପ୍ରେମିକାଙ୍କ ଉପରେ…
ରାସ୍ତା ମଝିରେ ଭୋଜପୁରୀ ଗୀତରେ ଶାଢ଼ି ପିନ୍ଧି ଏମିତି ଡ୍ୟାନ୍ସ କଲେ ମହିଳା, ଅଟକିଗଲା ବସ୍, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ଅନେକ କିଛି କରନ୍ତି। କିଛି ଲୋକ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରନ୍ତି ତ ଆଉ କିଏ ଡ୍ୟାନ୍ସ କରନ୍ତି। କିଛି ଲୋକ ରାସ୍ତା ମଝିରେ ଗୀତ ବି ଗାଇଥାନ୍ତି। ଯଦିଓ ସମସ୍ତେ ଭାଇରାଲ…
ସ୍ବାମୀଙ୍କୁ ମୃତ ଭାବି କରିଦେଇଥିଲେ ଅନ୍ତିମ ସଂସ୍କାର, ହଠାତ୍ ଆସି ଘରେ ହାଜର: ପୂରା ଘଟଣା କରିଦେବ ଆଶ୍ଚର୍ଯ୍ୟ
ଗୁରୁଗ୍ରାମ,୬।୯: ହରିୟାଣାର ଗୁରୁଗ୍ରାମରେ ଏକ ଅଜବ ଘଟଣା ଘଟିଛି। ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ମୃତ ବୋଲି ବିବେଚନା କରାଯାଇଥିଲା ଏବଂ ତାଙ୍କ ପରିବାର ତାଙ୍କ ମୃତଦେହକୁ ଦାହ କରିଥିଲେ। ଅନ୍ତିମ ସଂସ୍କାର ପରେ ହଠାତ୍ ପରଦିନ ସେ ତାଙ୍କ ଘରକୁ…
ପରିବେଶର ରକ୍ଷକ ଶାଗୁଣା
ପ୍ରତିବର୍ଷ ସେପ୍ଟେମ୍ବର ପ୍ରଥମ ଶନିବାରକୁ ‘ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ’ ଭାବରେ ପାଳନ କରାଯାଇ ଆସୁଛି। ୨୦୦୬ ମସିହାରେ ଦକ୍ଷିଣ ଆଫ୍ରିକାର ଏନ୍ଡେଞ୍ଜର୍ଡ ଓ୍ବାଇଲ୍ଡ ଲାଇଫ୍ ଟ୍ରଷ୍ଟ ଓ ଇଂଲଣ୍ଡର ହକ୍ କଞ୍ଜରଭାନ୍ସି ଟ୍ରଷ୍ଟ ମିଳିତଭାବେ ଶାଗୁଣାଙ୍କ ସଂରକ୍ଷଣ ସକାଶେ ଅନ୍ତର୍ଜାତୀୟ…
ନୂଆ GST ପରେ କେତେ ଶସ୍ତା ହେଲା Splender ଏବଂ Activaର ଦାମ? ଜାଣନ୍ତୁ…
ନୂଆଦିଲ୍ଲୀ,୫।୯: ନୂଆ ଜିଏସ୍ଟି ନେଇ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଶସ୍ତା ହୋଇଛି ଦୁଇ ଚକିଆ ଯାନ। ଏମିତିରେ ଯଦି ଆପଣଙ୍କର Splender କିମ୍ବା Activa କିଣିବାର ଯୋଜନା ଅଛି ତେବେ ଆଜିର ଖବରଟି ଆପଣଙ୍କ ପାଇଁ। ଆସନ୍ତୁ ଜାଣିବା ଯେ…
ସପ୍ତାହରେ ୪ ଦିନ କାମ କଲେ ମିଳିବ ୩ ଦିନ ଛୁଟି! ଜାଣନ୍ତୁ କେଉଁଠି କାହଁକି ଏମିତି ନିୟମ ଲାଗୁ ହୋଇଛି, ଆପଣ ବି ପାଇବେ ଫାଇଦା
ସିଓଲ: ସମ୍ପୂର୍ଣ୍ଣ ସପ୍ତାହ କାମ କରିବା ପରେ, ଯେକୌଣସି କର୍ମଚାରୀଙ୍କ ପାଇଁ ଏକ ଦିନ ଛୁଟି ଖୁବ୍ ଆରାମଦାୟକ ହୋଇଥାଏ। ଅଧିକାଂଶ ଲୋକ ଶୁକ୍ରବାର ପରେ ଶନିବାର ଏବଂ ରବିବାରକୁ ଅପେକ୍ଷା କରନ୍ତି, ଯାହା ଦ୍ୱାରା ସେମାନେ ଦୁଇ ଦିନ ବିଶ୍ରାମ…
ଜଣେ ମହିଳାଙ୍କ ୧୫ ସ୍ବାମୀ… ସମସ୍ତେ ପଞ୍ଜାବରୁ ଯାଇ ଇଂଲଣ୍ଡ ପହଞ୍ଚିଲେ: ଆଉ ତା’ପରେ ଆସିଲା ଟ୍ବିଷ୍ଟ୍
ଚଣ୍ଡିଗଡ,୫।୯: ପଞ୍ଜାବରୁ ଏକ ଠକେଇ ଘଟଣା ସାମ୍ନାକୁ ଆସିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାରେ ଜଣେ ବ୍ୟକ୍ତି ଇଂଲଣ୍ଡ ଯିବା ପାଇଁ ଭିଜା ଆପ୍ଲାଏ କରିବାକୁ ଯାଇଥିଲେ। କାରଣ ତାଙ୍କ ସ୍ତ୍ରୀ ଇଂଲଣ୍ଡରେ ରୁହନ୍ତି। କିନ୍ତୁ ତାଙ୍କର ଭିଜା ହୋଇ…
ଗୋଟିଏ ଦିନରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ଅମ୍ବାନୀ ପରିବାର, ଜାଣିଲେ ଉଡ଼ିଯିବ ହୋସ୍
ଯେତେବେଳେ ଦେଶର ସବୁଠାରୁ ଧନୀ ଏବଂ ପ୍ରସିଦ୍ଧ ପରିବାର ବିଷୟରେ ଆଲୋଚନା ହୁଏ ସେତେବେଳେ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରଙ୍କ ନାଁ ପ୍ରଥମରେ ଆସେ। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ପରିବାରର ଜୀବନଶୈଳୀ, ରାଜକୀୟ ଚଳଣି ଏବଂ…
ଗୁରୁ ଦିବସ: ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଚିନ୍ତାଧାରା ଜୀବନରେ ଆଣେ ପରିବର୍ତ୍ତନ
ନୂଆଦିଲ୍ଲୀ: ପ୍ରତିବର୍ଷ ସେପ୍ଟେମ୍ବର ୫ରେ ଭାରତରେ ଶିକ୍ଷକ ଦିବସ ବା ଗୁରୁ ଦିବସ ପାଳନ କରାଯାଏ। ଏହି ଦିନ ଦେଶର ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ହୋଇଥିଲା। ଡକ୍ଟର ରାଧାକୃଷ୍ଣନ ଜଣେ ମହାନ ଦାର୍ଶନିକ, ଶିକ୍ଷକ, ଲେଖକ ଏବଂ ରାଜନେତା…
Archives


