ଘର ଭଡା ପାଇଁ ଇଣ୍ଟରଭ୍ୟୁ! ପ୍ରଶ୍ନ UPSC ଠୁ ବି କଠିନ
ବେଙ୍ଗାଲୁର,୮।୧୧: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର…
ସ୍ବାସ୍ଥ୍ୟ ଚିକିତ୍ସାରେ ରେଡିଓଲୋଜି
ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ, ଯାହା ଆଧୁନିକ ସ୍ବାସ୍ଥ୍ୟସେବାରେ ମେଡିକାଲ ଇମେଜିଙ୍ଗର ଭୂମିକାକୁ ପ୍ରୋତ୍ସାହିତ କରିଥାଏ। ଏହି ଦିବସ ପ୍ରତିବର୍ଷ ନଭେମ୍ବର ୮ରେ ପାଳନ କରାଯାଇଥାଏ ଏବଂ ଏକ୍ସ-ରେ ଆବିଷ୍କାର ବାର୍ଷିକୀ ସହିତ ପାଳନ କରାଯାଇଥାଏ। ୟୁରୋପୀୟ…
୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ
ବେଜିଂ: ଚାଇନାରେ ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ। କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି। ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା ଦେଖିବାକୁ ମିଳିଛି। ତେବେ ଏପରି ଜଣେ ଯୁବତୀ, ଯିଏ…
ପିଲାବେଳେ ପିଉଥିଲେ ୪୦ ସିଗାରେଟ
ଜାକର୍ତ୍ତା: ସିଗାରେଟ ପିଇବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ବର୍ତ୍ତମାନ ସମୟରେ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ହାତରେ ସିଗାରେଟ ଦେଖିବାକୁ ମିଳୁଛି। ହେଲେ କେବେ ଛୁଆଙ୍କ ହାତରେ ସିଗାରେଟ ଥିବା ଦେଖିଛନ୍ତି? ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି।…
୧୪ ହଜାର ଫୁଟ ଉପରେ ଜଣାପଡ଼ିଲା ବିମାନର ନାହିଁ ୨ ଝରକା, ତାପରେ ଏପରି ହେଲା…
ଲଣ୍ଡନ,୭।୧୧ : ଲଣ୍ଡନର ଷ୍ଟାନଷ୍ଟେଡ ବିମାନବନ୍ଦରରୁ ଏକ ବିମାନ ଦୁଇଟି ଝରକା ବିନା ଫ୍ଲୋରିଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ କର୍ମଚାରୀମାନେ ବିମାନରେ ଏହି ସମସ୍ୟା ଜାଣିବା ପରେ ଏହାକୁ ସସେକ୍ସ ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନଟି ନଅ ଜଣ…
ପ୍ରେମରୁ କଳି: ପ୍ରେମିକାଙ୍କୁ ଗୁଳିକଲେ ପ୍ରେମିକ, ମତ୍ୟୁ ପୂର୍ବରୁ ରେକର୍ଡ କଲେ ଭିଡିଓ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ତେବେ ସେଥିରୁ କେତେକ ଭିଡିଓ ଆଶ୍ଚର୍ଯ୍ୟକର ମନେ ହେଲାବେଳେ କିଛି ଭିଡିଓ ଖରାପ ପ୍ରଭାବ ପକାଉଛି। ଲଭ୍ ଧୋକା ଆଜିର ସମୟରେ ଟ୍ରେଣ୍ଡରେ ପରିଣତ ହୋଇଯାଇଛି। ର୍ଗଲଫ୍ରେଣ୍ଡ…
ମଦ ନିଶାରେ ବିଷଧର ସାପକୁ କାମୁଡିବା ପାଇଁ ଚ୍ୟାଲେଞ୍ଜ୍ ଦେଲେ ଯୁବକ: ଆଉ ତା’ପରେ…ଦେଖନ୍ତୁ ଭିଡିଓ
ମଦ ନିଶାରେ ଅନେକ ଥର ଲୋକମାନେ ଏପରି ଅଜବ କାର୍ଯ୍ୟ କରନ୍ତି, ଯାହା ଚେତନା ପାଇବା ପରେ ସେମାନେ ଅନୁତାପ କରନ୍ତି। ଏବେ ଉତ୍ତରପ୍ରଦେଶର ଦେଓରିଆ ଜିଲାରୁ ଏକ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଦେଓରିଆର ଜଣେ ବ୍ୟକ୍ତି ମଦ…
କର୍କଟକୁ ହରାଇବା
କର୍କଟଠାରୁ ନ ହାରି ଏହାକୁ ହରାଇବା ନେଇ ଲୋକଙ୍କ ମଧ୍ୟରେ ବିଶେଷ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୭ରେ ସର୍ବଭାରତୀୟ ସ୍ତରରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରିସଂଖ୍ୟାନ ଅନୁଯାୟୀ, କର୍କଟ…
ଅସହାୟଙ୍କ ପାଇଁ ତିଆରିକଲେ ୯୯ ଘର
ଅଟାୱା: କାନାଡାର ଜଣେ ବ୍ୟକ୍ତି ଏପରି ଏକ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ସବୁଆଡୁ ଶୁଭେଚ୍ଛା ମିଳୁଛି। ଯେଉଁମାନଙ୍କ ରହିବାକୁ ଘର ନାହିଁ, ସେ ସେମାନଙ୍କ ପାଇଁ ଘର ତିଆରି କରିଥିବା ଜଣାପଡ଼ିଛି। ମାର୍ସେଲ ଲେବ୍ରୁନ୍ ନିଜର ଏକ ସଫ୍ଟୱେର କମ୍ପାନୀକୁ ଲକ୍ଷାଧିକ…
ସ୍ତ୍ରୀ ଡ୍ରାଇଭର,ସ୍ବାମୀ କଣ୍ଡକ୍ଟର
ଲକ୍ଷ୍ନୌ,୭।୧୧: ଉତ୍ତରପ୍ରଦେଶ ପରିବହନ ନିଗମରେ କାର୍ଯ୍ୟ କରୁଥିବା ଏକ ସ୍ବାମୀ-ସ୍ତ୍ରୀ ଯୋଡି ଏବେ ଚର୍ଚ୍ଚାରେ ଅଛନ୍ତି। ଉତ୍ତରପ୍ରଦେଶ ପରିବହନ ନିଗମର ଲୋନି ଡିପୋର ରୋଡୱେ ବସ୍ରେ ସ୍ବାମୀ ଓ ସ୍ତ୍ରୀଙ୍କୁ ପୋଷ୍ଟ କରାଯାଇଛି। କୌତୁହଳର ବିଷୟ ହେଉଛି ସ୍ତ୍ରୀଙ୍କ ହାତରେ ରୋଡୱେ…
୮ ଫୁଟ ଲମ୍ବର ଜୁକିନି, ଦେଖିଲେ ହେବେ…
ଅଟାୱା: କାନାଡା ଓଣ୍ଟାରିଓର ଜଣେ ମାଳୀ ନିକଟରେ ତାଙ୍କ ବଗିଚାରେ ୮ ଫୁଟ, ୪.୭୯ ଇଞ୍ଜର ଜୁକିନି (ଆମେରିକା, ଅଷ୍ଟ୍ରେଲିଆ ଅଞ୍ଚଳରେ ହେଉଥିବା ସବୁଜ ଛଚିନ୍ଦ୍ରା ପରି ପରିବା) ସଂଗ୍ରହ କରିଛନ୍ତି। ସେ ମାଳୀ ହେଲେ, ହେନେରି ଡି’ ଆଞ୍ଜେଲା। ହେନେରି…
ମାତ୍ର ୧୫ ମିନିଟ୍ ପାଇଁ ଖର୍ଚ୍ଚ କରିଦେଲେ ୪ କୋଟି, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…
ୱାଶିଂଟନ: ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଲୋକପ୍ରିୟ। ସେମାନଙ୍କୁ ଦେଖିବାକୁ, ତାଙ୍କ ସହ ଟିକେ କଥା ହେବାକୁ ତାଙ୍କ ପ୍ରଂଶସକ ବେଶ୍ ଆଗ୍ରହୀ ଥାନ୍ତି। ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି, କ୍ରିଷ୍ଟେନ୍ ଷ୍ଟେୱାର୍ଟ। ହଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟେନ୍ଙ୍କୁ…
Archives


