ରାସ୍ତା ସଫେଇର ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ କରିବେ ପ୍ରଶଂସା
ସମଗ୍ର ବିଶ୍ୱରେ ଦେଶୀ ଯୋଗାଡ଼ର ଅଭାବ ନାହିଁ। ଯାହା ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଏବେ ସେମିତି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ସଫା କରିବା ପାଇଁ ଅନନ୍ୟ କୌଶଳ ବ୍ୟବହାର…
ଟ୍ରେନ୍ ପ୍ଲାଟଫର୍ମରେ ସ୍ବାମୀଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ ସ୍ତ୍ରୀ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ
ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ସାଧାରଣ କଥା। କିନ୍ତୁ ଆଜିକାଲି ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ସ୍ବାମୀ-ସ୍ତ୍ରୀ ପରସ୍ପରକୁ କଡ଼ା ଟକ୍କର ଦେଉଥିବାର ନଜର ଆସିଛନ୍ତି। ଏହି ଘଟଣା ଏକ ରେଳ ଷ୍ଟେଶନରେ ଘଟିଛି। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ,…
‘ମେଶିନ ଗନ’ ଭଳି ସ୍ବର ଏହି ପକ୍ଷୀର, କୁହାଯାଏ ସ୍ବର୍ଗର ପକ୍ଷୀ
ବ୍ଲାକ ସିକ୍ଲେବିଲ ହେଉଛି ସ୍ବର୍ଗଙ୍କ ପକ୍ଷୀଙ୍କ ପରିବାରର ପକ୍ଷୀ, ଯାହାକି ଏହି ପ୍ରଜାତିର ଦ୍ୱିତୀୟ ବୃହତ୍ତମ ପକ୍ଷୀ। ପୁରୁଷ ପକ୍ଷୀର ଦୈର୍ଘ୍ୟ ପ୍ରାୟ ୧୧୦ସେଣ୍ଟିମିଟର ପର୍ଯ୍ୟନ୍ତ ଥିବାବେଳେ ମହିଳା ପକ୍ଷୀର ଦୈର୍ଘ୍ୟ ପୁରୁଷ ପକ୍ଷୀର ଦୈର୍ଘ୍ୟ ଅର୍ଥାତ୍ ୫୫ ସେଣ୍ଟିମିଟର ହୋଇପାରେ।…
ଭବିଷ୍ୟବାଣୀ, ୨୦୨୪ରେ ବି ମିଳିବ ନାହିଁ ଶାନ୍ତି, ଆସିପାରେ ବଡ ଖୁସି ଖବର!
ସୋଫିଆ: ଗତ ୩-୪ ବର୍ଷ ମଧ୍ୟରେ ବିଶ୍ୱ ବହୁତ କିଛି ଦେଖିଛି ଏବଂ ବହୁ ବିପରିତ ପରିସ୍ଥିତିର ସାମ୍ନା କରିଛି। କରୋନା ନାମକ ମହାମାରୀ ସମଗ୍ର ବିଶ୍ୱକୁ ଥରାଇ ଦେଇଥିବାବେଳେ ଏହା ଅନେକ ଦେଶର ଅର୍ଥନୈତିକ ଏବଂ ବିଶ୍ୱ ପରିସ୍ଥିତି ଉପରେ…
ରାସ୍ତା ନିର୍ମାଣ ହେବାର କିଛି ମିନିଟ୍ ନ ହେଉଣୁ ଚୋରାଇ ନେଇଗଲେ ଗ୍ରାମବାସୀ; ଦୁଇ ଘଣ୍ଟା ପରେ ଠିକାଦାର ଫେରିବା ପରେ ଉଡିଗଲା ହୋସ…
ସାଧାରଣତଃ ଚୋରିକୁ ନେଇ ଚକିତ କଲାଭଳି ଘଟଣା ଶୁଣିବାକୁ ନଚେତ ଦେଖିବାକୁ ମିଳିଥାଏ। କାରଣ ସବୁଥିରେ ଚୋର ବେଶ ଚତୁରତାର ସହ ଚୋରି କରିଥାଏ। ଏବେ ସେଭଳି ଏକ ଘଟଣାକ୍ରମରେ ଗ୍ରାମବାସୀମାନେ ପୁରା ରାସ୍ତାକୁ ଚୋରି କରି ନେଇଯାଇଥିବା ଘଟଣା ସାମ୍ନାକୁ…
ଅନ୍ଲାଇନ୍ରେ ଯୁବକ ଅର୍ଡର କରିଥିଲେ ମିଲ୍କଶେକ୍: ଆସିଲା ଏମିତି କିଛି, ଉଡିଗଲା ହୋଶ୍
ଆଜିକାଲି ମାର୍କେଟ୍ ଯିବା ପରିବର୍ତ୍ତେ ଲୋକେ ଘରେ ବସି ଅନଲାଇନ୍ରେ ଜିନିଷ ଅର୍ଡର କରିବାକୁ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି। ବେଳେବେଳେ ଅନ୍ଲାଇନ୍ରେ ଜିତିଷ ଭଲ ପଡୁଥିବାବେଳେ ଆଉ କେତେକ ସମୟରେ ଖରାପ ପଡିଥାଏ। ନିକଟରେ ଅନ୍ଲାଇନ୍ ଅର୍ଡର କରି ଫସିଯାଇଛନ୍ତି…
ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଆସି କୁଲର୍ ଭିତରେ ଲୁଚିଗଲେ ଯୁବକ, ତା’ପରେ ଘଟିଲା ଏମିତି
ଆଜିକାଲି ପ୍ରେମ ପାଇଁ ଯୁବତୀଯୁବକ କିଛି ବି କରିବାକୁ ପଛାଉନାହାନ୍ତି। ନିକଟରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଇ ହଟହଟା ହୋଇଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ମଧ୍ୟରାତ୍ରିରେ ନିଜ ଗର୍ଲଫ୍ରେଣ୍ଡଙ୍କୁ…
ପଢ଼ନ୍ତୁ ‘ତେଲମରା ଉପାଖ୍ୟାନ’
ତେଲମରା ଅର୍ଥାତ୍ ଚାମଚାଗିରି ବଡ଼ ବିଚିତ୍ର କିସମର ବେମାର। ଏହି ଦୁରାରୋଗ୍ୟ ବେମାରରେ ଅଳ୍ପ ଅଧିକେ ସମସ୍ତେ ଆକ୍ରାନ୍ତ। ରୋଗ କ୍ରନିକ ହେଲେ ଆରୋଗ୍ୟ ହେବାଟା ମୁସ୍କିଲ। ଏମାନେ ନିଜ ମହାନ୍ ଭ୍ରମର ଦୁର୍ଲଭ ଉପଲବ୍ଧି ପାଇଁ ଏକ ବିଶେଷ ପ୍ରକାରର…
ଶୀତ ଦିନ ଆଉ ଆସିବ ନାହିଁ, ଡିସେମ୍ବରରେ ବି ହେବ ପ୍ରବଳ ତାତି, ଚେତାବନୀ ଜାରି କଲେ ବୈଜ୍ଞାନିକ…
ନୂଆଦିଲ୍ଲୀ,୫।୧୧ : କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି। କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ପୁନର୍ବାର ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି, ଯାହା ଅତ୍ୟନ୍ତ ଭୟାନକ ଅଟେ।…
ଛାଡ଼ପତ୍ର ପାର୍ଟିରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ
ବ୍ରାସିଲିଆ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ, ଭରସାରେ ବନ୍ଧା ହୋଇଥାଏ। ଯଦି ସେଥିରେ ଟିକେ କିଛି ଆଞ୍ଚ୍ ଆସିଲା ତେବେ ସେ ସମ୍ପର୍କ ଭାଙ୍ଗିଯାଏ। ଏହାପରେ ବିବାହରେ ଛାଡ଼ପତ୍ର ଦିଆଯାଇଥାଏ। ଭାରତୀୟ ପରମ୍ପରାରେ ଏହା ଏକ କଷ୍ଟଦାୟକ। ହେଲେ ଏବେ ଏହା ସାଧାରଣ…
ଭୟଙ୍କର ଦୃଶ୍ୟ: ବିଶାଳ ଆନାକୋଣ୍ଡା ଉପରେ ଚଢ଼ିବାକୁ ଯାଉଛି ଏହି ଜୀବ, ଭିଡିଓ ଦେଖିଲେ…
ଅନେକ ପ୍ରାଣୀଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କିଛି ଭିଡିଓ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ସିଂହ ଶିକାରର ଭିଡିଓ ହେଉ କିମ୍ବା କିଛି ବିପଜ୍ଜନକ ସାମୁଦ୍ରକ ପ୍ରାଣୀ। ଏହି ଭିଡିଓଗୁଡ଼ିକ ଅନେକ ସମୟରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ…
କ୍ଷୀର ପିଇବା ବୟସରେ ସିଗାରେଟ୍ ଟାଣି ଧୂଆଁ ଛାଡୁଛନ୍ତି ଏହି କୁନି ଶିଶୁ
ସିଗାରେଟ୍ ଟାଣିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏ କଥା ସିଗାରେଟ୍ ପ୍ୟାକେଟ୍ରେ ମଧ୍ୟ ଲେଖାଯାଇଛି। ଲୋକମାନେ ଏହାକୁ ଦେଖି ମଧ୍ୟ ଅଣଦେଖା କରନ୍ତି। ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସିଗାରେଟ୍ ଟାଣୁଥିବାର ଦେଖିଥିବେ ନିଶ୍ଚିତ। ମାତ୍ର ଏକ…
Archives


