ଫୁରସତ

ହାତ ନ ଥିବା ପ୍ରଥମ ଏସୀୟ ଡ୍ରାଇଭିଂ ଲାଇସେନ୍ସଧାରୀ

ଥିରୁଭାନନ୍ତପୁରମ୍‌: ସ୍ବପ୍ନ ସାକାର କରିବାକୁ ଲୋକେ ବହୁ ପ୍ରକାରର କଷ୍ଟ କରିଥାନ୍ତି। ଚାରି ଚକିଆ ଯାନ ଚଳାଇ କାମ କରିବାକୁ ସ୍ବପ୍ନ ରଖିଥିବା ଜଣେ ଭିନ୍ନକ୍ଷମ ୬ ବର୍ଷର ପରିଶ୍ରମ ପରେ ଏବେ ସେ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛନ୍ତି।…

ମହେଞ୍ଜୋଦାରୋରୁ ତମ୍ବାମୁଦ୍ରା ଠାବ

ଇସ୍‌ଲାମାବାଦ୍‌:ପାକିସ୍ତାନରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ୨ହଜାର ବର୍ଷ ପୁରୁଣା ଏକ ଜିନିଷ ଠାବ କରିଛନ୍ତି। ପାକିସ୍ତାନ ଅନ୍ତର୍ଗତ ମହେଞ୍ଜୋଦାରୋ ଅଞ୍ଚଳରେ ଥିବା ଐତିହାସିକ ସ୍ଥଳରେ ନିର୍ମିତ ଏକ ବୌଦ୍ଧ ମନ୍ଦିରର ଅଂଶବିଶେଷରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ତମ୍ବାମୁଦ୍ରା ପାଇଛନ୍ତି; ଯାହା କୁଷାଣ ସାମ୍ରାଜ୍ୟ ସମୟର ବୋଲି…

Shaddi.comରେ ଚାଲିଥିଲା ଯୁବକ-ଯୁବତୀଙ୍କ ପ୍ରେମଭରା ବାର୍ତ୍ତାଳାପ; ସିଇଓ ଅନୁପମଙ୍କୁ କହିବାକୁ ପଡିଲା, ମୋ ବ୍ୟବସାୟ ବନ୍ଦ କରିବ ନା କ’ଣ…

ନୂଆଦିଲ୍ଲୀ,୫।୧୨: ଜୀବନସାଥୀ ଖୋଜିବା ପାଇଁ ଲୋକପ୍ରିୟ ଡେଟିଂ ଆପ shaadi.comରେ ନିକଟରେ ଏକ ମଜାଦାର ଘଟଣା ଘଟିଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ସାଇଟର ଇନଷ୍ଟାଗ୍ରାମ ପୋଷ୍ଟର କମେଣ୍ଟ ସେକ୍ସନରେ ଦୁଇ ଯୁବକ-ଯୁବତୀଙ୍କ ମଧ୍ୟରେ ଏପରି କିଛି ବାର୍ତ୍ତାଳାପ…

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଗୁଡିକରେ ପୁନିତ ଲୋକଙ୍କୁ ହସାଇବା…

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସ୍ବେଚ୍ଛାସେବୀ ସଂଗଠନ ଏବଂ…

ବିଶ୍ୱର ସବୁଠୁ ବୟସ୍କ କଇଁଛ

ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ ଏକ କଇଁଛ ବିଶ୍ୱର ସବୁଠୁ ବୟସ୍କ କଇଁଛ ଭାବେ ଜଣାଶୁଣା। ଏହି କଇଁଛ ଆଟ୍‌ଲାଣ୍ଟିକ୍‌…

ବିବାହରେ ରୁଟି ଶେକୁଛନ୍ତି ଅତିଥି

ପୂର୍ବରୁ  ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଠାରୁ ଆରମ୍ଭ କରି ମେହେନ୍ଦୀ ହଳଦୀ  ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଲୋକେ ବିବାହରେ ପାଣି…

ଷ୍ଟେଜ୍‌ ଉରେ କନ୍ୟାଙ୍କୁ ଧରି ଏମିତି ବୁଲାଇଲେ ବର, ଶେଷରେ ଯାହା ଘଟିଲା ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି। ଏହି ସମରେ ବର, କନ୍ୟା ବିବାହର ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ହସିହସି ଗଡିଯିବେ। ବର ଷ୍ଟେଜ୍‌ ଉପରେ କନ୍ୟାଙ୍କୁ ଧରି କ୍ୟାମେରା ଆଗରେ…

ପ୍ଲାଟ୍‌ଫର୍ମରେ ଏମିତି ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେବାର ଇଚ୍ଛା ଲୋକଙ୍କୁ ଏମିତି କାର୍ଯ୍ୟ କରିବାକୁ ବାଧ୍ୟ କରୁଛି, ଯାହା ପୂର୍ବରୁ କେବେ ଦେଖି ନ ଥିବେ। ଆଜିକାଲି ଲୋକମାନେ ଯେଉଁଠାରେ ସୁଯୋଗ ପାଉଛନ୍ତି ସେଠାରେ ଡ୍ୟାନ୍ସ କରୁଛନ୍ତି। ଘରେ, ବାଲକୋନିରେ, ଟେରାସରେ, ରାସ୍ତାରେ, ସ୍କୁଲ-କଲେଜରେ।…

୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ ପିଢିକୁ ଚାଲିଆସୁଛି। ରାଜସ୍ଥାନର ଏମିତି ଏକ ଦୋକାନ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ…

୭୦ ବର୍ଷରେ ମା’ ହେଲେ ମହିଳା: କୌଣସି ‘ଚମତ୍କାର’ଠାରୁ କମ୍‌ ନୁହେଁ କାହାଣୀ

ଉଗାଣ୍ଡାରେ ଏକ ଚମତ୍କାର ଘଟଣା ଘଟିଛି। ଏଠାରେ ଜଣେ ୭୦ବର୍ଷୀୟା ମହିଳା ସେଠାରେ ଯମଜ ଶିଶୁ ଜନ୍ମ ଦେଇଛନ୍ତି। ଏହି ମହିଳାଙ୍କ ନାମ ସାଫିନା ନାମୁକାଓ୍ବାୟା ବୋଲି କୁହାଯାଉଛି। ସେ ରାଜଧାନୀ କାମ୍ପାଲାର ଏକ ଡାକ୍ତରଖାନାରେ ଏକ ଝିଅ ଏବଂ ପୁଅ…

ଗଛ ଲଗାଇ କିପରି ମାତ୍ର ୧୨ ବର୍ଷରେ ହେବେ କୋଟିପତି, ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୨ : ଗାଁ ହେଉ କିମ୍ବା ସହର ହେଉ, ଏପରି ଏକ ବ୍ୟବସାୟିକ ଚିନ୍ତାଧାରା ଅଛି ଯାହା ଜଣଙକ୍କୁ ମାତ୍ର ୧୨ ବର୍ଷରେ କୋଟିପତି କରିଦେବ। ଏହି ବ୍ୟବସାୟରେ ପ୍ରଥମେ କେବଳ ୧ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri