୪୨ବର୍ଷ ପରେ ଠିକଣାରେ ପହଞ୍ଚିଲା ଚିଠି, ରହସ୍ୟ ହୋଇଗଲେ ପ୍ରେରକ
ଡିଜିଟାଲ ମେସେଜ ଯୁଗରେ ଆମେ ପହଞ୍ଚି ସାରିଛୁ। କିନ୍ତୁ ସମୟ ଏପରି ଥିଲା ଯେଉଁଠି ଚିଠିର ବହୁଳ ବ୍ୟବହାର ହେଉଥିଲା। ଚିଠିଟିଏ ପାଇବା ପାଇଁ ଲୋକମାନେ ଦୀର୍ଘଦିନ ଧରି ଅପେକ୍ଷା କରି ରହୁଥିଲେ। ଆଉ ସେପଟୁ ପ୍ରତି ଉତ୍ତର ପାଇବା ପାଇଁ…
ମୁଣ୍ଡରେ ପାଣି ଗ୍ଲାସ୍ ରଖି ଏମିତି ଚାଲୁଛି କୁକୁର, ଭିଡିଓ ଦେଖିଲେ…
ନିକଟରେ ରଣବୀର କପୁର ଏବଂ ବବି ଦେଓଲଙ୍କ ଫିଲ୍ମ ‘ଆନିମଲ’ର ଏକ ସିନ୍ ରିଲିଜ ହୋଇଥିଲା। ଯେଉଁଥିରେ ଗୋଟିଏ ସିନ୍ରେ ବବି ଦେଓଲ ମୁଣ୍ଡରେ ଏକ ଗ୍ଲାସ ରଖି ନାଚୁଥିବା ନଜର ଆସିଥିଲେ। ଏହି ଦୃଶ୍ୟ ଲୋକଙ୍କୁ ଏତେ ପାଗଳ କରିଦେଇଥିଲା…
ଘର ରୋଷେୟାଙ୍କ ଦୁଖ ଦେଖିପାରିଲେନି କୁନିପୁଅ, ଟୁର୍ନାମେଣ୍ଟ ଜିତିଥିବା ଟଙ୍କାରେ କିଣିଦେଲେ ମୋବାଇଲ ଫୋନ
କଥାରେ ଅଛି ‘ବଚ୍ଚେ ମନ କି ସଚ୍ଚେ’। ମାଟିରେ ହାଣ୍ଡି-ମାଠିଆ ଗଢିବା ସମୟରେ କୁମ୍ଭାର ଚିକିଟା ମାଟିର ବ୍ୟବହାର କରିଥାଏ। ହାଣ୍ଡି-ମାଠିଆର ଗଢିବାବେଳେ ଯେପରି କିଛି ଭୁଲ ନ ହୁଏ ସେଥିପାଇଁ ତାକୁ ଧ୍ୟାନର ସହ ଗଢିଥାଏ। ସେହିପରି ଶିଶୁଟିର ଦୁର୍ଗୁଣ-ସୁଗୁଣ…
ବିବାହ ସମୟରେ ପିନ୍ଧି ପାରିବେନି ଲେହେଙ୍ଗା
ଚଣ୍ଡିଗଡ଼: ମହାରାଷ୍ଟ୍ରର ନାନ୍ଦେଡ ନଗରର ଶ୍ରୀ ହଜୁର ସାହିବରେ ବିବାହ ସମୟରେ ପିନ୍ଧାଯାଇଥିବା ପୋଷାକ ଉପରେ କଡା ନିୟମ ଲାଗୁ କରାଯାଇଛି। ବର ଏବଂ କନ୍ୟାମାନେ ଗୁରୁଦ୍ୱାରରେ ବିବାହ ସମୟରେ ଭାରୀ ବା ଓଜନିଆ ଲେହେଙ୍ଗା ପିନ୍ଧି ପାରିବେ ନାହିଁ। ସେ…
ଚଳିତ ବର୍ଷ ସ୍ବିଗିରୁ ଏତେ ଟଙ୍କାର ଖାଦ୍ୟ ଅର୍ଡର କରିଛନ୍ତି ବ୍ୟକ୍ତି ଯେଉଁଥିରେ ହୋଇଥାନ୍ତା ଏକ ଘର, ଅର୍ଡର ମୂଲ୍ୟ ଜାଣିଲେ…
ଭାରତୀୟମାନେ ଖାଦ୍ୟପେୟରେ କୌଣସି ବୁଝାମଣା କରନ୍ତି ନାହିଁ। ପରିସ୍ଥିତି ଯାହାବି ହେଉ ସେମାନେ ଖାଇବା କଥା ଖାଇବେ। ପେଟ ଭର୍ତ୍ତିକରି ଖାଇବା ପରେ ବି ସେମାନଙ୍କ ଖାଦ୍ୟରେ ଲୋଭ ଥାଏ । ତେବେ ସେ ଯାହା ହେଉ ଖାଦ୍ୟ ଅର୍ଡର କରିବାର…
ଘୋଡ଼ା ଚଢି ମଣ୍ଡପରେ ପହଞ୍ଚିଲେ କନ୍ୟା, ଲୋକେ କହିଲେ ବଦଳିଗଲାଣି ଯୁଗ, ଭିଡିଓ ଭାଇରାଲ
ବର୍ତ୍ତମାନ ବିବାହ ଋତୁ ଚାଲିଛି। ଲୋକମାନେ ସେମାନଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ କୌଣସି ବାଟକୁ ଛାଡି ନାହାଁନ୍ତି। ବିବାହ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି। ସମ୍ପ୍ରତି ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି…
ପୂର୍ବ ପାକିସ୍ତାନ ହୋଇଥିଲା ବାଂଲାଦେଶ
୧୯୭୧ ପାକିସ୍ତାନ ସହିତ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଦେଶକୁ ରକ୍ଷା କରି ବଳିଦାନ ଦେଇଥିବା ସମସ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ।…
କୀଟନାଶକ ସ୍ପ୍ରେରେ ଜଳିଗଲେ ବୃଦ୍ଧ
ଟୋକିଓ,୧୫।୧୨: ଘରେ କୌଣସି କୀଟପତଙ୍ଗ ଦେଖିଲେ ଆପଣ ଇନସେକ୍ଟସାଇଡ ବା କୀଟନାଶକ ବ୍ୟବହାର କରୁଥିବେ। ତେବେ କୀଟନାଶକ ବ୍ୟବହାର କରି କୀଟପତଙ୍ଗ ମରିବା ବଦଳରେ ମଣିଷ ପୋଡିଯିବା କଥା କହିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏପରି ଘଟଣା ଘଟିଛି ଜାପାନରେ। ଜାପାନରେ ଜଣେ…
ଉଡୁଥିବା ସମୟରେ ହଠାତ୍ ମଝି ଆକାଶରେ ଅଟିକଗଲା ପ୍ଲେନ୍….
ଯଦି ଆକାଶରେ ଉଡୁଥିବା ବିମାନଟି ହଠାତ୍ ବନ୍ଦ ହୋଇଯାଏ, ତେବେ ଯେକେହି ନର୍ଭସ ହେବା ସ୍ବଭାବିକ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାନ ଫ୍ରାନ୍ସିସ୍କୋର ଏହି ଭିଡିଓ ପ୍ରାୟ…
ମୁମ୍ବାଇ ଲୋକାଲ ଟ୍ରେନର ଭାଇରାଲ ହେଲା ଭିଡିଓ, ଟ୍ରେନର ଗେଟ୍ ପାଖରେ ମୋବାଇଲ ଝୁଲାଇ ଶୁଣିଲେ ଗୀତ…
ମୁମ୍ବାଇ ଲୋକାଲ ଟ୍ରେନକୁ ଦେଶର ଆର୍ଥିକ ଟ୍ରେନ ଭାବରେ ମଧ୍ୟ ବୁଝାଯାଏ। ଅଫିସ ଟାଇମ ହୋଇଗଲେ ଟ୍ରେନରେ ଖଚାଖଚ ଭିଡ ହୋଇଯାଏ। ଯେଉଁଥିରେ ପଶିବା ଅସମ୍ଭବ ହୋଇପଡେ। ଠିକ୍ ସମୟରେ ଟ୍ରେନରେ ଆସି ନ ପହଞ୍ଚିଲେ ଟ୍ରେନ ଛାଡିଦେବାର ସମ୍ଭାବନା ମଧ୍ୟ…
ଆଖିପିଛୁଳାକେ ପଲଟିଗଲା ବାଜି, ଶିକାର କରିବାକୁ ଆସି ପଡିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ବନ୍ୟପ୍ରାଣୀଙ୍କ ଭିଡିଓ ଅନ୍ୟତମ। ଜଙ୍ଗଲରେ ସବୁ ସମୟରେ ସତର୍କ ରହିବାକୁ ପଡ଼ିଥାଏ କାରଣ ଏଠାରେ ପାଦେପାଦେ ବିପଦ ଥାଏ। ଦକ୍ଷିଣ ଆଫ୍ରିକାର ଏକ ଜାତୀୟ ଉଦ୍ୟାନର ଏକ…
ଶାରୀରିକ ସମ୍ପର୍କ ପାଇଁ ସବୁବେଳେ ରହିବାକୁ ହେବ ପ୍ରସ୍ତୁତ,କମ୍ପାନୀର ସିଇଓ ଦେଲେ ଏପରି କଣ୍ଟ୍ରାକ୍ଟ ପେପର
ସାନ ଫ୍ରାନସିସ୍କୋ,୧୫।୧୨: ଚାକିରିରେ ନିଯୁକ୍ତି ମିଳି ସାରିବା ପରେ କମ୍ପାନୀ ଦ୍ୱାରା ଏକ କଣ୍ଟ୍ରାକ୍ଟ ବା ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିଥାଏ। ଯେଉଁଥିରେ କମ୍ପାନୀର କିଛି ଟର୍ମସ ଆଣ୍ଡ କଣ୍ଡିସନ(ନିୟମ କାନୁନ) ରହିଥାଏ। ନିକଟରେ ଏକ କମ୍ପାନୀର କଣ୍ଟ୍ରାକ୍ଟ ପେପର ଭାଇରାଲ…
Archives


