ଜୋର ଜବରଦସ୍ତି ବିବାହ କରି ପାରିବି ନାହିଁ କହି ମଣ୍ଡପରୁ ବରକୁ ଘୋଷାଡି ଆଣିଲେ କନ୍ୟା, ଦେଖନ୍ତୁ ଭିଡିଓ
କୁହାଯାଏ ଯେ ଯୋଡି ଉପରବାଲା ତିଆରି କରିଥାଆନ୍ତି। କିନ୍ତୁ ଯଦି ବର ଏବଂ କନ୍ୟା ଏକମତ ନ ନୁହଁନ୍ତି ତେବେ ବିବାହ କଦାପି ସମ୍ଭବ ନୁହେଁ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି...
ହୋଟେଲରେ ହେୟାର ଡ୍ରାୟର ବ୍ୟବହାର କରିବା ପରେ ମହିଳାଙ୍କ ଆକାଉଣ୍ଟରୁ କଟିଗଲା ୭୮ ହଜାର ଟଙ୍କା, ଜାଣନ୍ତୁ ପୂରା ଘଟଣା …
ମହଙ୍ଗା ପଡିଲା ହେୟାର ଡ୍ରାୟର ବ୍ୟବହାର କରିବା। ହୋଟେଲ ଭିତରେ ହେୟାର ଡ୍ରାୟର ପାଇଁ ଅଷ୍ଟ୍ରେଲିଆର ଜଣେ ମହିଳାଙ୍କୁ ୧୪୦୦ ଅଷ୍ଟ୍ରେଲୀୟ ଡଲାର (ପାଖାପାଖି ୭୮,୧୩୦ହଜାର) ଦେବାକୁ ପଡିଛି। ହଁ, କେଲି ନାମକ ଜଣେ ମହିଳାଙ୍କ ସହ ଏହି ଘଟଣା...
ଭଗ୍ନ ଜାହାଜ ଖଣ୍ଡରୁ ମିଳିଲା କଳାସୁନା
ରୋମ୍: ଇଟାଲିର ସମୁଦ୍ର ତଳେ ୪ ହଜାର ବର୍ଷ ପୁରୁଣା ଏକ ଜାହାଜର ଭଗ୍ନଅଂଶରୁ ଏକ ମୂଲ୍ୟବାନ ପଥରଖଣ୍ଡ ମିଳିଛି, ଯାହାକୁ କଳାସୁନା ବୋଲି କୁହାଯାଉଛି। ଏହା ଅବ୍ସିଡିଆନର ଏକ ଖଣ୍ଡ । ଯାହା ବାଇଗଣି-କଳାରଙ୍ଗର ଜ୍ୱାଳାମୁଖୀର ଏକ କାଚ।...
ଚଳନ୍ତା ଟ୍ରେନ୍ରେ ଏପରି ଅଜବ କାର୍ଯ୍ୟକଲେ ଯୁବକ, ହଠାତ୍ ମୁଣ୍ଡ ଉଠାଇ ଚାହିଁଲେ ଯାତ୍ରୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ରିଲ୍ କରି ଭାଇରାଲ ହେବା ନିଶାରେ ଆଜିର ଯୁବପିଢ଼ି, ଏ ନେଇ ସେ...
ଅନ୍ଲାଇନ୍ରୁ ଅର୍ଡର କରିଥିଲେ ଖାଦ୍ୟ ପ୍ୟାକେଟ୍ ଖୋଲି ଯାହା ଦେଖିଲେ, ଭୟରେ ଦେହ ଶୀତେଇ ଉଠିଲା
ବର୍ତ୍ତମାନ ସମୟରେ ଅନ୍ଲାଇନ୍ରୁ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ପ୍ରାୟ ସମସ୍ତେ ଏପରି କରୁଛନ୍ତି। ମାତ୍ର ଏଥିରୁ ବେଳେ ବେଳେ ଯେଉଁ ପ୍ରକାର ସବୁ ଜିନିଷ ବାହାରେ ତାହା ଆଶ୍ଚର୍ଯ୍ୟ କରିପକାଏ। ତେବେ ଖାଦ୍ୟ...
ଦେଖୁ ଦେଖୁ ସ୍କୁଟି ଧରି ଆକାଶରେ ଉଡ଼ିଗଲେ ଏହି ବ୍ୟକ୍ତି: ଲୋକେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆର ପ୍ରସିଦ୍ଧ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରୟାସ କରନ୍ତି। କିଛି ଲୋକ ବଡ଼ କୀର୍ତ୍ତିମାନ କରି ପ୍ରସିଦ୍ଧ ହୁଅନ୍ତି। ଏପରି ଜଣେ ବ୍ୟକ୍ତି ତାଙ୍କ ଦକ୍ଷତା ହେତୁ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆକାଶରେ...
ଟଏଲେଟରେ ଅଧିକ କୁନ୍ଥାଇଲେ ରହିଛି ମୃତ୍ୟୁ ଆଶଙ୍କା ! ସଙ୍କଟରେ ବହୁ ଲୋକ…
ମୁମ୍ବାଇ : ସମ୍ପ୍ରତି ହୃଦଘାତର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିରେ ବହୁ ସଂଖ୍ୟକ ଯୁବବର୍ଗ ଜୀବନ ହରାଉଛନ୍ତି। ହୃଦଘାତର ଅନେକ କାରଣ ଥାଇପାରେ, କୋଷ୍ଠକାଠିନ୍ୟ ମଧ୍ୟ ସେଥିମଧ୍ୟରୁ ଗୋଟିଏ। କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା, ଯାହା ଦ୍ରୁତ...
ବିମାନବନ୍ଦରରେ ଧଳାଭାଲୁର ଅଦ୍ଭୁତ କାର୍ଯ୍ୟ ଦେଖି ହସିହସି ଗଡ଼ିଲେ ଲୋକେ, ଦେଖନ୍ତୁ ଭିଡିଓ…
ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି। ଏଥିରୁ କିଛି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିବା ସହ ଦେଖିବା ପରେ ହସି ହସି ବେଦମ୍ ବି ହୋଇଯାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ...
ଏବେ ମିଳିବ ଜୋତା ମାଡ, ପୋଲିସ ଅଧିକାରୀଙ୍କୁ ଧମକ ଦେଲେ ଆଇନଜୀବୀ, ଭିଡିଓ ଭାଇରାଲ…
ଲକ୍ଷ୍ନୌ,୧୮।୧୨ : ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ଆଇନଜୀବୀ ପୋଲିସ କର୍ମଚାରୀଙ୍କୁ ଜୋତା ମାଡ କରିବାକୁ ଧମକ ଦେଇଥିବାର ଦେଖିବାକୁ ମିଳୁଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଗେଟ ନଂ ୧ରେ ଏହି...
ଶାଶୁଙ୍କ ଉପରେ ଗୁଳି ଚାଳନା କରୁଥିବା ଗୁଣ୍ଡାଙ୍କୁ ଗୋଡାଇ ପିଟି ଘରେ ବନ୍ଦ କଲେ ବୋହୂ, ପୋଲିସ କଲା ଗିରଫ…
ପାଟନା,୧୮।୧୨ : ବିହାରର ଜଣେ ବୋହୂଙ୍କ ସାହସ ଯୋଗୁ ତାଙ୍କ ବୃଦ୍ଧା ଶାଶୁଙ୍କ ଜୀବନ ବଞ୍ଚତ୍ ପାରିଛି। ବୋହୂ ଶାଶୁଙ୍କ ଉପରେ ଗୁଳି ଚାଳନା କରୁଥିବା ଦୁଇ ଗୁଣ୍ଡାଙ୍କ ସହ ଲଢିବା ସହ ସେମାନଙ୍କୁ ଗୋଡ଼ାଇ ଧରିଥିଲେ। ଗୁଣ୍ଡାଙ୍କୁ ଘରକୁ...
ସଂଖ୍ୟାଲଘୁଙ୍କ ସୁରକ୍ଷା ଅପରିହାର୍ଯ୍ୟ
ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ଏବଂ ଭାଇଚାରା ଦ୍ୱାରା ଦେଶର ଏକତା ବୃଦ୍ଧି ହୋଇଥାଏ। ଏହା ଦ୍ୱାରା ଦେଶର ବିକାଶ ଧାରା ଜାରିରହିବା ସହିତ ବହୁବିଧ କ୍ଷେତ୍ରରେ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରତିପାଦିତ ହୋଇପାରିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ...
ରୋଷେଇ ଘରେ ସୁଇମିଂର ମଜା ନେଉଛି କୁନି ଝିଅ, ଭିଡିଓ ଦେଖିଲେ…
ଆପଣ ନିଶ୍ଚୟ ବଡ଼ବଡ଼ ଘରେ କିମ୍ବା କିଛି ସୋସାଇଟିରେ ସୁଇମିଂ ପୁଲ୍ ଦେଖିଥିବେ। କିନ୍ତୁ ଆପଣ କେବେ କେବେ ନିଜ ପିଲା ନିଜ ରୋଷେଇ ଘରେ ଗାଧୋଇବାକୁ ଉପଭୋଗ କରୁଥିବା ଦେଖିଛନ୍ତି କି? କେବଳ ଏତିକି ନୁହେଁ, ଆପଣ କାହାର...
Archives


