ସ୍ତ୍ରୀଙ୍କ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ …
ସ୍ତ୍ରୀଙ୍କ ସାଙ୍ଗରେ ଝଗଡ଼ା କରି ଗୋଟିଏ କି ଦୁଇଟି ନୁହେଁ ଭାଙ୍ଗିଦେଲେ କୋଡ଼ିଏ କୋଡ଼ିଏଟି କାର। ଏଭଳି ଏକ ଘଟଣା ଘଟିଛି ଚେନ୍ନାଇରେ। ନିକଟରେ ଏହି ଘଟଣା ଘଟିଥିବା ବେଳେ ଗ୍ୟାରେଜ ନିକଟ ପାର୍କିଂ ଏରିଆରେ ଲାଗିଥିବା ସିସିଟିଭିରୁ ଏହା...
ପ୍ରି-ଓ୍ବେଡିଂ ଫଟୋଶୁଟ କରୁଥିଲେ ଭାବି ସ୍ତ୍ରୀ-ସ୍ବାମୀ, ଆସିଲା ସାପ: ଆଉ ତା’ପରେ ଘଟିଲା..ଦେଖନ୍ତୁ ଭିଡ଼ିଓ
ଆଜିକାଲି ପ୍ରି-ଓ୍ବେଡିଂ ଫଟୋଶୁଟ ସାଧାରଣ କଥା ହୋଇଗଲାଣି। ବିବାହ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଶୈଳୀରେ ଫଟୋଶୁଟ୍ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଭାବି ସ୍ତ୍ରୀ-ସ୍ବାମୀ। ଏଥିପାଇଁ କେହି କେହି ଖୋଲା ସ୍ଥାନକୁ, କେହି ଜଣେ ମନ୍ଦିରକୁ, କେହି କେହି...
ଟ୍ରେନ୍ରେ ବସିବାକୁ ମିଳିଲାନି ଜାଗା, ଯୁବକ ଆପଣାଇଲେ ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ…
ଏସି କୋଚ୍ କିମ୍ବା ଟ୍ରେନର ସ୍ଲିପର କୋଚ୍ରେ ଯାତ୍ରା କରିବା ସହଜ, କିନ୍ତୁ ସାଧାରଣ କୋଚ୍ରେ ଯାତ୍ରା କରିବା ବହୁତ କଷ୍ଟ। ଜେନେରାଲ କୋଚ୍ର ଯାତ୍ରା ଏକ ଅଭିଜ୍ଞତାଠାରୁ କମ୍ ନୁହେଁ। ଏଠାରୁ ହିଁ ଲୋକମାନେ ଭିଡ଼କୁ ସାମ୍ନା କରୁଥିବା...
ଅକ୍ଟୋପସ୍ ସହ ମଜା କରୁଥିଲେ ଯୁବକ, ଏମିତି ପାଇଲେ ପାନେ, ଭିଡିଓ ଦେଖିଲେ…
ଭଗବାନ ଦୁନିଆରେ ଅନେକ ପ୍ରକାରର ଜୀବ ସୃଷ୍ଟି କରିଛନ୍ତି। ଏହା ସତ ଯେ, ସବୁ ପ୍ରାଣୀଙ୍କଠାରୁ ମଣିଷକୁ ବୁଦ୍ଧିମାନ କରି ପଠାଇଛନ୍ତି। ଏହି କାରଣରୁ ମଣିଷ ଆଜି ବାକି ସବୁ ଜିନିଷ ଉପରେ ନିଜର ଉପସ୍ଥିତି ଜାହିର କରୁଛି। କିନ୍ତୁ...
ଛାଡ଼ପତ୍ର ଚାହୁଁଛ ତ ଶୁଆ ଫେରାଇଦିଅ: ଦମ୍ପତିଙ୍କ ଛାଡ଼ପତ୍ରର ଅଜବ କାରଣ
ପୁଣେ,୨୨।୧୨: ଶୁଆ ପାଇଁ ଛାଡପତ୍ର। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁଣେରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ଆଫ୍ରିକୀୟ ଧୂସର ଶୁଆକୁ ଫେରାଇବାକୁ ଦାବି କରିଥିଲେ। ବିବାହ...
ଭାରତର ଏଭଳି ମନ୍ଦିର ଯେଉଁଠି ପୁରୁଷଙ୍କୁ ଯିବା ମନା; କେବଳ ମହିଳାଙ୍କୁ ମିଳେ ଏଣ୍ଟ୍ରି
ଭାରତର କିଛି ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି। ସେହିଭଳି ଏଭଳି କିଛି ମନ୍ଦିର ରହିଛି, ଯେଉଁଠି ପୁରୁଷଙ୍କୁ ଯିବାକୁ ଅନୁମତି ନାହିଁ ନଚେତ ଏକ ସ୍ବତନ୍ତ୍ର ସମୟରେ ତାଙ୍କ ପାଇଁ ଦ୍ୱାର ଖୋଲାଥାଏ। ଆଶ୍ଚର୍ଯ୍ୟ ଲାଗିଲେ ହେଁ...
ବିବାହ ଭୋଜିରେ ପନିର୍କୁ ନେଇ ଖଣ୍ଡଯୁଦ୍ଧ: ମଣ୍ଡପରେ ଉଡ଼ିଲା ଚେୟାର, ଟେବୁଲ, ଭିଡିଓ ଦେଖିଲେ…
ଘରେ ଯେତେ ପନିର ଖାଆନ୍ତୁନା କାହିଁକି ବଡ଼ ରେଷ୍ଟୁରାଣ୍ଟକୁ ଯାଇ ପନିର ଡିସ୍ ଅର୍ଡର କଲେ ମଧ୍ୟ ବିବାହରେ ପନିର ଖାଇବାର ଆନନ୍ଦ କିଛି ଅଲଗା ଥାଏ। ଏହି କାରଣରୁ ଆପଣ ଦେଖିବେ ଧନୀ ଲୋକମାନେ ମଧ୍ୟ ବିବାହ ସମୟରେ...
କେବେ ହେବ ମୃତ୍ୟୁ, ଆଗୁଆ କହିବ ଏଆଇ ଟୁଲ୍ସ…
ଓ୍ବାଶିଂଟନ,୨୧।୧୨ : ଅଧିକାଂଶ ଲୋକ ଜାଣିବାକୁ ଚାହାନ୍ତି ସେମାନେ ଆଉ କେତେ ଦିନ ବଞ୍ଚିବେ। ତେବେ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ (ଏଆଇ ଟୁଲ) ବିକଶିତ କରାଯାଇଛି। ଏହା ଦ୍ୱାରା ଜଣଙ୍କର କେବେ ମୃତ୍ୟୁ...
ଚାକିରି ଛାଡିବା ପୂର୍ବରୁ କମ୍ପାନୀର ସବୁ କମ୍ପ୍ୟୁଟରର ଇମେଲ-ପାସଓ୍ବାର୍ଡ ବଦଳାଇଦେଲେ ଯୁବତୀ
ଚାକିରି କ୍ଷେତ୍ରରେ ଅଧିକାଂଶ ଲୋକ ନିଜ ମାଲିକ କିମ୍ବା ଟିମ୍ ସଦସ୍ୟଙ୍କ ଉପରେ କିଛି କଥାକୁ ନେଇ ଖପ୍ପା ରହିଥାନ୍ତି। ଏହାକୁ ନେଇ ବହୁଜଣ ଚାକିରି ମଧ୍ୟ ଛାଡିଦେଇଥାନ୍ତି। ଆଉ କିଛିଙ୍କର ପ୍ରତିଦିନ କିଛି କିଛି କଥାକୁ ନେଇ ବଚସା...
ଯୁବତୀଙ୍କ ବାଇକ୍ ଷ୍ଟଣ୍ଟ୍ ଦେଖିଲେ ଘୂରିଯିବ ପୁଅଙ୍କ ମଥା, ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ…
ଲୋକମାନେ ଭାବନ୍ତି ଯେ, କେବଳ ପୁଅମାନେ ହିଁ ବାଇକ୍ ଚଳାଇ ପାରିବେ। ସୋସିଆଲ ମିଡିଆ ଏବଂ ଫିଲ୍ମରେ ସମାନ କଥା ଦେଖିବାକୁ ମିଳିଥାଏ। ଯେଉଁଥିପାଇଁ ଏହି ଚିନ୍ତାଧାରା ବହୁ ପରିମାଣରେ ଯଥାର୍ଥ ଅଟେ। ଆପଣ ନିଶ୍ଚିତ ଭାବରେ ପ୍ରାୟତଃ ଯୁବକମାନଙ୍କୁ...
ନିର୍ବନ୍ଧ ଇଭେଣ୍ଟରେ କଲେ ସ୍ବର୍ଗ ଥିମ, ଶୂନ୍ୟରେ ଦେବଦୂତ ଭଳି ଓହଳିଲେ ମହିଳା
ବିବାହ କିମ୍ବା ନିର୍ବନ୍ଧ ଇଭେଣ୍ଟକୁ ଗ୍ରାଣ୍ଡ ସେଲିବ୍ରେଶନ କରିବାକୁ ଆଜିର ଯୁବପିଢି ନୂଆ ନୂଆ ରାସ୍ତା ଆପଣାଉଛନ୍ତି। ବିବାହରେ ଏଥର ବିଭିନ୍ନ ପ୍ରକାର ଥିମ ରଖାଯିବା ସହ କପୁଲଙ୍କ ଗ୍ରାଣ୍ଡ ଏଣ୍ଟ୍ରି ମଧ୍ୟ କରାଯାଉଛି। ସେଲିବେଶ୍ରନକୁ ୟୁନିକ କରିବାକୁ ଲୋକେ...
ପାଣିରେ ଭାସିବା ପରିବର୍ତ୍ତେ ପବନରେ ଉଡୁଛି ଡଙ୍ଗା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଡଙ୍ଗା ପାଣିରେ ଭାସିବା ପରିବର୍ତ୍ତେ ଆକାଶରେ ଉଡୁଥିବା ଦେଖିବାକୁ ମିଳିଛି।...
Archives


