ଫୁରସତ

ଶରୀରର ଓଜନ କମ୍‌ କରିବାର ଅଭିନବ ପ୍ରୟାସ

ଶରୀରର ଓଜନ କମ୍‌ କରିବାକୁ କିଏ କେତେ ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ହେଲେ ଲଣ୍ଡନରେ ରହୁଥିବା ଏଲେକ୍ସ ବୋଗାତିରିଓ୍ବ ନିଜ ଶରୀରର ଓଜନ କମ୍‌ କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରନ୍ତି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ…

ଏମିତି ଗାଁ ଯେଉଁଠି ଖେଳନା ନୁହେଁ ସାପ ସହିତ ଖେଳନ୍ତି ଛୋଟପିଲା….

ସାଧାରଣତଃ ସାପକୁ ସଭିଏଁ ଭୟ କରିଥାନ୍ତି। ତେବେ ଛୋଟପିଲା ଖେଳନାରେ ନ ଖେଳି ସାପ ସହିତ ଖେଳିବା ଶୁଣିଲେ ଯେ କେହି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଉତ୍ତରପ୍ରଦେଶ କାନପୁର ଅଞ୍ଚଳରେ ରହିଛି ଏକ ଗାଁ। ଏଠାରେ ସାପୁଆ କେଳା ସମ୍ପ୍ରଦାୟ ବାସ…

ରବିବାର ଆପଣାନ୍ତୁ ଏହି ଉପାୟ, ରହିବନି ଧନର ଅଭାବ

ସୁଖଶାନ୍ତିରେ ରହିବା ପାଇଁ ଆମେ କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥାଉ। ଏହା ସତ୍ତ୍ୱେ ହାତରେ ଟଙ୍କାଟିଏ ରହେ ନାହିଁ। ତେବେ ରବିବାର ଏମିତି କିଛି ଉପାୟ ଆପଣାନ୍ତୁ ଯାହାଦ୍ୱାରା ଧନର ଅଭାବ ରହିବ ନାହିଁ। ସୂର୍ଯ୍ୟଦେବତାଙ୍କୁ ଯଶ ଏବଂ…

ଖୋଲିଲା ଦେଶର ପ୍ରଥମ ଡାଏନୋସର ପାର୍କ

ଗୁଜରାଟର ଖେଡ଼ା ଜିଲାରେ ପ୍ରଥମଥର ପାଇଁ ଖୋଲାଯାଇଛି ଦେଶର ପ୍ରଥମ ତଥା ବିଶ୍ୱର ତୃତୀୟ ଡାଏନୋସର ପାର୍କ। ରୟାଲି ଗାଁରେ ଥିବା ଏହି ପାର୍କଟି ୧୨୮ ଏକର ପରିମିତ ଜାଗାରେ ତିଆରି କରାଯାଇଛି। ଏହି ପାର୍କ ଶନିବାର ଖୋଲାଯାଇଛି। ଏଠାରେ ଡାଏନୋସରର…

ଅପରାଧୀଙ୍କୁ ଧରିବ ଡ୍ରଗ୍‌ସ ପରୁଫ୍ୟୁମ୍‌

ଡ୍ରଗ୍‌ସ କାରବାର ରୋକିବା ପାଇଁ ନେଦରଲାଣ୍ଡ ପୋଲିସ ଏକ ଭିନ୍ନ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଖୁବ୍‌ଶୀଘ୍ର ପୋଲିସ ସ୍ଥାନୀୟ ଲୋକଙ୍କୁ ଡ୍ରଗ୍‌ସ ପରଫ୍ୟୁମ୍‌ ଦେବ। ଏମଡିଏମ୍‌ ଅର୍ଥାତ୍‌ ଏହି ଡ୍ରଗ୍‌ସର ନାମ ‘ଏକ୍ସଟେସୀ’ ରଖାଯାଇଛି। ପୋଲିସ କହିବା ଅନୁଯାୟୀ, ଯେଉଁ…

ନଛିପୁର: ଜାବୁଡି ଧରି ରଖିଛି ଓଡ଼ିଶାର ସଂସ୍କୃତି, ପରମ୍ପରାକୁ; ଗାଁର ବଡ଼ ପର୍ବ ରଜ

ରଜ ଆଗରୁ ଆସୁଥିଲା, ଏବେବି ଆସୁଛି। ହେଲେ ଆଗଭଳି ଆଉ ସେଥିରେ ନାହିଁ ମଉଜ। କାହା ଘରୁ ଆସୁନି ପୋଡ଼ ପିଠାର ମହକ କି ଗାଁ ଦାଣ୍ଡ ଆଉ ଦୁଲୁକୁନି ପୁଚି, କବାଡ଼ି ଖେଳରେ । କାରଣ ଆଧୁନିକତାର ଛାପରେ ଏବେ…

ବ୍ୟକ୍ତିତ୍ୱ: ମ୍ୟାନ୍‌ ବୁକର ଆଓ୍ବାର୍ଡ ବିଜେତା ଅରବିନ୍ଦ ଆଡ଼ିଗା

‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର ସାମାଜିକ ଅର୍ଥନୀତିକୁ ବେଶ୍‌ ମାର୍ମିକ ଢଙ୍ଗରେ ଉପସ୍ଥାପନ କରି ନିଜକୁ ବୁକ୍‌ର ତାଲିକାରେ ସାମିଲ୍‌…

ପର୍ଯ୍ୟଟନ: ମହାରାଷ୍ଟ୍ରର’ମାଣିକଗଡ଼ ଦୁର୍ଗ’; କେବେ ଓ କେମିତି ଯିବେ..

ମହାରାଷ୍ଟ୍ରସ୍ଥିତ ମାଣିକଗଡ଼ ଦୁର୍ଗ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଏବେ ବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ଖାସ୍‌କରି ଏଠାରେ ନୂଆକରି ନିର୍ମିତ ହୋଇଥିବା କାଠର ଦୁଇଟି ପାଗୋଡା ଏକ ନିଆରା ଅନୁଭୂତି ଦେଉଛି… ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ମହାରାଷ୍ଟ୍ରର ଭିନ୍ନ…

ଗ୍ରୀସ୍‌ରେ ଭିଡିଓଗେମ୍‌ ଖେଳିଲେ ପଡିବ ଜୋରିମାନା

ଆଜିକାଲି ପିଲାଙ୍କ ପାଇଁ ଭିଡିଓଗେମ୍‌ ପାଲଟିଛି ସାଥୀ। ଘଣ୍ଟା ଘଣ୍ଟା ସେମାନେ ଏଇଥିରେ ବିତାଉଛନ୍ତି। କେବଳ ପିଲା ନୁହନ୍ତି ବଡ଼ମାନେ ବି ଏହାର ମାୟାରେ ପଡି ଯାଉଛନ୍ତି। ହେଲେ ଜାଣନ୍ତି କି ଏମିତି ଏକ ସ୍ଥାନ ଅଛି, ଯେଉଁଠି ଭିଡିଓ ଗେମ୍‌…

ଏଇ ବ୍ୟାକ୍‌ପ୍ୟାକ୍‌ରେ ରହିଯିବେ ମଣିଷ

ସ୍କୁଲ, କଲେଜ ହେଉକି ଅଫିସ୍‌ କି ଆଉଟିଂ ଏବେ ସବୁବେଳେ ଆବଶ୍ୟକ ପଡୁଛି ବ୍ୟାକ୍‌ପ୍ୟାକ୍‌। ନେବାକୁ ସୁବିଧା ହେଉଥିବାରୁ ଏହା ସମସ୍ତଙ୍କର ପ୍ରିୟ। ତେବେ ଜାପାନର ଡିଜାଇନ୍‌ ଷ୍ଟୁଡିଓ ସିଡବ୍ଲ୍ୟୁଏଫ୍‌ ତିଆରି କରିଛି ଏମିତି ଏକ ବ୍ୟାକ୍‌ପ୍ୟାକ୍‌ ଯାହାକୁ କ୍ୟାରି କରିବା…

ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ। ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି। କିଛି ନା କିଛି ଉପହାର ଆଣି ଆସନ୍ତି। ଆଉ ତାହାକୁ ଦେଇ ସେମାନେ ବରକନ୍ୟାଙ୍କ ଆଗାମୀ ଭବିଷ୍ୟତର…

ଡ୍ରୋନ୍‌ ଲାଗିଥିବା ଛତା: ମୁଣ୍ଡ ଯୁଆଡ଼େ ଛତା ଯିବ ସିଆଡ଼େ

ଖରା, ବର୍ଷାର ଭରସା ଛତା। ହେଲେ ବେଶି ସମୟ ଏହାକୁ ଧରିଲେ ହାତ କାଟିଥାଏ। ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଆସିଯାଇଛି ଏମିତି ଏକ ଛତା ଯାହାକୁ ଧରିବାକୁ ପଡ଼ିବ ନାହିଁ। ଆଉ ଆପଣଙ୍କ ମୁଣ୍ଡ ଯେଉଁଠି ରହିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri