ଫୁରସତ

ଏଠି ପ୍ରତିବର୍ଷ ମହିଳାଙ୍କ ପାଇଁ ଆୟୋଜିତ ହୁଏ ହର୍ସ ରେସ୍‌

ବ୍ରିଟେନରେ ଏମିତି ଏକ ହର୍ସ ରେସ୍‌ ବା ଘୋଡା ଦୌଡ ଆୟୋଜନ କରାଯାଇଥାଏ ଯେଉଁଥିରେ କେବଳ ମହିଳାମାନେ ହିଁ ଭାଗ ନେଇଥାଆନ୍ତି। ଏଥିରେ ଟେଲିଭିଜନ୍‌ ଆଙ୍କର, ଫ୍ୟାଶନ୍‌ ଏକ୍ସପର୍ଟ, ମଡେଲ, ଛାତ୍ରୀ ତଥା ଗୃହିଣୀ ସମସ୍ତେ ଭାଗ ନେବାର ସୁବିଧା ଥାଏ।…

ପର୍ସ ଚୋରି ରୋକିବ ୱାଲେଟ୍‌ ବଟ୍‌

ଅଧିକାଂଶ ସମୟରେ ପର୍ସ ଚୋରି ଘଟଣା ଶୁଣିବାକୁ ମିଳିଥାଏ। ଯେତେ ସତର୍କତାର ସହ ରଖିଲେ ମଧ୍ୟ ବସ୍‌ କିମ୍ବା ଟ୍ରେନ୍‌ରେ ଯାତ୍ରା କଲାବେଳେ ପକେଟ୍‌ମାର୍‌ ହୋଇଯାଏ। ଏଭଳି ସ୍ଥିତିରେ ମୁଣ୍ଡ ଆଉଁଶି ଘରକୁ ଫେରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥାଏ।…

ସୋସିଆଲ ମିଡିଆରେ ଅଧିକ ସେଲ୍‌ଫି ପୋଷ୍ଟ କରୁଥିବା କପଲ୍‌ ସେମାନଙ୍କ ସମ୍ପର୍କକୁ ନେଇ ଥାନ୍ତି ଅସୁରକ୍ଷିତ

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ମଧ୍ୟରେ ସୋସିଆଲ ମିଡିଆ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ପ୍ରତ୍ୟେକ ବ୍ୟବହାରକାରୀ ସେମାନଙ୍କର ଦୈନନ୍ଦିନ ଗତିବିଧି ବିଷୟରେ ଏଥିରେ ଜଣାଇଥାନ୍ତି। ଖୁସି ହେଉ ଅବା ଦୁଃଖ, ସେସବୁ ବିଷୟରେ ଜଣାଇବା…

ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ ମନେପକାଇଛି। ଡା.ମୁଥୁଲକ୍ଷ୍ମୀ କେବଳ ଜଣେ ବିଧାୟକ ନ ଥିଲେ ସେ ଜଣେ ଶିକ୍ଷକ, ସମାଜ…

ଶୀଘ୍ର ତରଳୁଛି ପାଣି ତଳେ ଥିବା ଗ୍ଲାସିୟର

ଗ୍ରୀନ୍‌ଲାଣ୍ଡ,ଆଲାସ୍କା ଓ ଆଣ୍ଟାର୍କଟିକାରେ ଭାସମାନ ବିରାଟକାୟ ଗ୍ଲାସିୟର ଏବେ ଦ୍ରୁ୍ରୁତ ଗତିରେ ତରଳିବାରେ ଲାଗିଛି । ଏହା ଫଳରେ ସମୁଦ୍ର ପତ୍ତନ ବି ବୃଦ୍ଧି ପାଇବ ବୋଲି ର୍ୟୁଟଗର୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆଶଙ୍କା ପ୍ରକଟ କରିଛନ୍ତି । ଏସମ୍ପର୍କିତ ତଥ୍ୟ ସାଇନ୍ସ…

୧୫୦ ବର୍ଷର ବରଗଛ ତଳେ ତାପମାତ୍ରା ୬ ଡିଗ୍ରୀ କମ୍‌ ରହୁଛି

ଗୋପାଳଗଞ୍ଜ(ବିହାର): ଏହା ଜଙ୍ଗଲ ନୁହେଁ, ୧୫୦ ବର୍ଷର ଏକ ବରଗଛ। ଏହି ଗଛର ୨୦୦ ଶାଖା ରହିଛି ଓ ୨୫୦୦ ବର୍ଗମିଟର ଜମିକୁ ଏହାର ଶାଖା ଢାଙ୍କିରଖିଛି । ବିହାରର ଗୋପାଳଗଞ୍ଜ ମୁଖ୍ୟାଳୟଠାରୁ ୫୨ କିଲୋମିଟର ଦୂର ବୈକୁଣ୍ଠପୁର ବ୍ଲକ୍‌ ରାଜାପଟ୍ଟୀ…

ଜୀବନକାଳ ମଧ୍ୟରେ ୨ କିଲୋ ଲିପ୍‌ଷ୍ଟିକ ଲଗାନ୍ତି ମହିଳା

ନାରୀ ସର୍ବଦା ରହସ୍ୟମୟୀ। ଆଉ ନାରୀର ଏହି ରହସ୍ୟ ବିଷୟରେ ଅନେକଙ୍କୁ ହୁଏତ କିଛି କଥା ଜଣା ନ ଥିବ। ଅନେକ ଗୁଣରେ ନାରୀ ପୁରୁଷଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। କିଛି ଗବେଷଣା ଭିତ୍ତିକ ତଥ୍ୟ ମହିଳାମାନଙ୍କ ଉପରେ ଏମିତି କିଛି କଥା…

ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର ବାସ୍ତୁ ଦୋଷରୁ ମଧ୍ୟ ଏପରି ବାରମ୍ବାର ଅସଫଳତାର ସାମ୍ନା କରିବାକୁ ପଡ଼ିଥାଏ। ଯଦି ଘରେ…

ଆଇନା କହିବ କେତେ ସୁନ୍ଦର

ସୁନ୍ଦର ଦେଖାଯିବାକୁୂ କିଏ ନ ଚାହେଁ। କିନ୍ତୁ ସମସ୍ତେ ନିଜ ସୁନ୍ଦରତାକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ନୁହନ୍ତି। ଯଦି ଏଭଳି ଭାବନା ଆପଣଙ୍କର ବି ଥାଏ, ତେବେ ଚିନ୍ତିତ ହେବାର ଆଦୌ ଆବଶ୍ୟକତା ନାହଁି। ଏକ ଆମେରିକା କମ୍ପାନୀ ଏଭଳି…

କାଉଡି ଯାତ୍ରାରେ ଗୋଲ୍ଡେନ୍‌ ବାବା

ମିରଟ: ଶିବଭକ୍ତମାନେ ଭଗବାନ ଶିକଙ୍କୁୁ ଜଳଲାଗି କରିବା ପାଇଁ କାଉଡି ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରରେ ସାମିଲ ହୋଇଥିବା ଗୋଲ୍ଡେନ ବାବା ଏବେ ଉତ୍ତରପ୍ରଦେଶ କାହଁିକି ସାରା ଭାରତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁଧୀର ମକରରୁ ବାବା ପାଲଟିଥିବା ଗୋଲ୍ଡେନ…

ଟିନି ଏୟାରଫ୍ରିଜ୍‌

ସ୍ବିଡେନ୍‌ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍‌ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍‌ ମଧ୍ୟରୁ ଏହାର ଚାହିଦା ଏବେ ଶିଖରରେ। ଏହି ପୋର୍ଟେବଲ ଏୟାର କୁଲିଂ ବକ୍ସ ପୂରା…

ମହିଳା ଓ ପୁରୁଷଙ୍କ ମଧ୍ୟରେ କିଏ ଅଧିକ ସୁସ୍ଥ ଓ ସୁଖୀ…

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସୁସ୍ଥ ଓ ଖୁସିରେ ରହିଥାଆନ୍ତିା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ ୨ ହଜାର ମହିଳା ଏବଂ ପୁରୁଷଙ୍କୁ ସାମିଲ୍‌ କରାଯାଇଥିଲା। ଜଣାପଡିଥିଲା ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri