ଏମିତି ଏକ ଆଇସ୍କ୍ରିମ୍, ଯାହା ୧ ଘଣ୍ଟା ପର୍ଯ୍ୟନ୍ତ ତରଳିବ ନାହିଁ
ଗରମ ଦାଉରୁ ରକ୍ଷା ପାଇବାକୁ ଯଦି ହାତରେ ଗୋଟିଏ ଆଇସ୍କ୍ରିମ୍ ଧରାଇ ଦିଆଯାଏ, ତେବେ ମନକୁ ଟିକିଏ ଶାନ୍ତି ମିଳିଯାଏ। କିନ୍ତୁ ଚିନ୍ତା କେବଳ ଏତିକି ଥାଏ, ଆଇସ୍କ୍ରିମ୍ ଖୁବ୍ ଶୀଘ୍ର ତରଳିଯିବ। ବେଶୀ ସମୟ ଏହାର ମଜା ଉଠାଇବା ଅସମ୍ଭବ…
ଗୋଟିଏ ପଥର ବଦଳାଇଦେଲା ଜୀବନ
ଫିଲିପାଇନ୍ସର ଜଣେ ମତ୍ସ୍ୟଜୀବୀଙ୍କ ଜୀବନ ରାତାରାତି ବଦଳିଯାଇଛି। ଗୋଟିଏ ଝଟ୍କାରେ ସେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ କୋଟିପତି କରିବାରେ ତାଙ୍କୁ ଏକ ପଥର ସାହାଯ୍ୟ କରିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ପ୍ରଥମେ ୩୪ କିଲୋର…
ଯେଉଁ ମନ୍ଦିରରେ ଲଙ୍କାରେ କରାଯାଏ ଅଭିଷେକ
ତାମିଲନାଡୁର ସବୁଠାରୁ ବଡ ଜିଲା ବିଲୁପୁରମରେ ବିଶ୍ୱ ପ୍ରସିଦ୍ଧ ଅରୋବିଲେ ଇଣ୍ଟରନ୍ୟାଶନାଶନାଲ ଟାଉନ୍ସିପ୍ ନିକଟରେ ଥିବା ଗାଁ ଇଧ୍ୱାଂଚବାଡିରେ ରହିଛି ବର୍ନା ମୁଥୁ ମରିୟମ୍ମମ ମନ୍ଦିର। ଏହା ବିଶ୍ୱ ପ୍ରସିଦ୍ଧ ମନ୍ଦିର କହିଲେ କିଛି ଭୁଲ୍ ହେବ ନାହିଁ। ତେବେ ଏଠାରେ…
ଗାଡ଼ିରେ ନୁହେଁ, ଉଡ଼ିଉଡ଼ି ଅଫିସ ଯାଇଥାନ୍ତି ଏହି ବ୍ୟକ୍ତି
ସାଧାରଣତଃ ଲୋକେ ଅଫିସକୁ ଗାଡ଼ିମୋଟରରେ ଯାଇଥାନ୍ତି। କିନ୍ତୁ ଜଣେ ଲୋକ ପ୍ରତିଦିନ ଉଡ଼ିଉଡ଼ି ଅଫିସ ଯାଇଥାନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଇଂଲଣ୍ଡର ଟମ୍-ପ୍ରାଇନୋ-ବ୍ରୁନ୍ ପ୍ରତିଦିନ ଉଡ଼ି କରି ଅଫିସ ଯାଇଥାନ୍ତି। କାରଣ ଟମ୍ କେତେଥର ଟ୍ରାଫିକ୍ରେ ଫସିବା ପରେ ଏମିତି…
କଥା କହେ ଫଟୋ
ଫଟୋ ହିଁ ଅନେକ କଥା କହିଦିଏ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସଂସ୍କୃତିକୁ ଆଧାର କରି ଅନେକ ଫଟୋଗ୍ରାଫର ସେମାନଙ୍କ କ୍ୟାମେରାରେ ଯେଉଁ ସୁନ୍ଦର ଫଟୋଚିତ୍ର ଉତ୍ତୋଳନ…
ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ କହେ ହଜାରେ ଶବ୍ଦ
ହଜାରେ ଶବ୍ଦର ବ୍ୟବହାର କରି ଯେଉଁ କଥା କହି ହୁଏନା ତାହା ଗୋଟିଏ ଫଟୋ ଅତି ସହଜରେ ବର୍ଣ୍ଣନା କରିପାରେ। ସେଥିପାଇଁ କଥାରେ ଅଛି ‘ଏ ଫଟୋଗ୍ରାଫ୍ ସ୍ପିକ୍ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍’ ବା ଗୋଟିଏ ଫଟୋଚିତ୍ର ହଜାରେ ଶବ୍ଦ କହିପାରେ।…
ମନରେ ସକାରାତ୍ମକ ଚିନ୍ତାଧାରା ପାଇଁ କରନ୍ତୁ ଏପରି…
ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ ଆନ୍ଦୋଳିତ କରିଥାଏ । ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା…
ଏମିତି ମନ୍ଦିର ଯେଉଁଠି ରୋବଟ୍ ପୂଜାରୀ
ସାଧାରଣତଃ ମନ୍ଦିରରେ ପୂଜାରୀମାନେ ପୂଜା କରିଥାନ୍ତି। ମାତ୍ର ଏମିତି ଏକ ମନ୍ଦିର ରହିଛି ଯେଉଁଠି ପୂଜାରୀ ନୁହନ୍ତି, ରୋବଟ୍ କରିଥାନ୍ତି ପୂଜା। ଏପରି ମନ୍ଦିର ରହିଛି ଜାପାନରେ। ଏଠାକାର ୪୦୦ ବର୍ଷ ପୁରୁଣା ବୁଦ୍ଧ ମନ୍ଦିରରେ ରୋବଟ୍କୁ ପୂଜାରୀ ଭାବେ ନିଯୁକ୍ତି…
ଟୋକିଓର ଭାମ୍ପାୟର୍ସ କାଫେ
ଖାଦ୍ୟ ସହ ଯଦି ଆଡ୍ଭେଞ୍ଚରର ମଜା ନେବାକୁ ଚାହାନ୍ତି ତେବେ ଏହି ସ୍ଥାନ ଆପଣଙ୍କ ପାଇଁ ନିହାତି ଭାବେ ଏକ ଉପଯୁକ୍ତ ସ୍ଥାନ, ଯାହାର ନାଁ ହେଉଛି ‘ଭାମ୍ପାୟର୍ସ କାଫେ’। ଟୋକିଓର ଗିଞ୍ଜାଠାରେ ଥିବା ଏହି ଭାମ୍ପାୟର ଥିମ୍ କାଫେ ଅନେକ…
୮୪ ସେକେଣ୍ଡରେ ଚେନ୍ନାଇର ଭେୟାଶିନୀଙ୍କ କାରନାମା: ଚିହ୍ନିଲେ ୪୯ ଦେଶର ଜାତୀୟ ପତାକା
ପୃଥିବୀର ଅନେକ ଲୋକ ଅନେକ ପ୍ରକାର ରେକର୍ଡ କରୁଛନ୍ତି। ହେଲେ କିଛି ରେକର୍ଡ ସମ୍ପର୍କରେ ବହୁତ କମ୍ ଲୋକ ଜାଣନ୍ତି। ସେମିତି ଏକ ରେକର୍ଡ ହେଉଛି ୪ ବର୍ଷର କୁନି ଝିଅ ପି.ଭେୟାଶିନୀଙ୍କର। ଚେନ୍ନାଇରେ ରହୁଥିବା ଭେୟାଶିନୀ ଏସିଆର ସମସ୍ତ ୪୯…
ଉଡ଼ି ଉଡ଼ି ପାର ହେଲେ ଇଂଲିଶ ଚ୍ୟାନେଲ
ଆଟଲାଣ୍ଟିକ ମହାସାଗରର ଏକ ଶାଖା ହେଉଛି ଇଂଲିଶ ଚ୍ୟାନେଲ୍। ଏହା ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍ କରିଥାଏ। ଏହି ଇଂଲିଶ ଚ୍ୟାନେଲ୍କୁ ପାର ହେବା ବହୁତ କଷ୍ଟକର। ଯଦିଓ ଅନେକ ଲୋକ ପହଁରିକି ବି ଇଂଲିଶ ଚ୍ୟାନେଲ ପାର ହୋଇଛନ୍ତି।…
ଜେଲରୁ ଖସିବା ପାଇଁ ଝିଅକୁ ବ୍ୟବହାର କଲେ ବାପା
ଜେଲରୁ ବାହାରି ଯିବା ପାଇଁ ଜଣେ ବାପ ତା’ ଝିଅକୁ ବ୍ୟବହାର କରିପାରେ! କଥାଟି ଶୁଣିବାକୁ କେମିତି ଟିକେ ଅଡୁଆ ମନେ ହେଉଛି। ଜଣେ ବାପ ହୋଇ କେମିତି ଏପରି ଏକ କାମ କରିପାରିବ? ମାତ୍ର କଥାଟି ଶହେରୁ ଶହେ ପ୍ରତିଶତ…
Archives


