ଫୁରସତ

ଘରୁ ମୂଷା ଓ ଚୁଚୁନ୍ଦ୍ରାଙ୍କୁ ତଡ଼ିବାର ସହଜ ଉପାୟ…

କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି…

ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଅମୃତାଙ୍କ ୧୦୦ତମ ଜନ୍ମବାର୍ଷିକୀ: ଡୁଡଲ୍‌ କରି ମନେ ପକାଇଲା ଗୁଗଲ୍‌

ଲୋକପ୍ରିୟ ପଞ୍ଜାବୀ ଲେଖିକା ଅମୃତା ପ୍ରୀତମଙ୍କ ଶନିବାର ୧୦୦ତମ ଜନ୍ମବାର୍ଷିକୀ। ଏହି ଅବସରରେ ତାଙ୍କୁ ଡୁଡଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ୧୯୧୯ରେ ପଞ୍ଜାବର ଗୁଜରାଂବାଲା ଜିଲାରେ ଜନ୍ମ ହୋଇଥିଲେ ଅମୃତା। ତାଙ୍କୁ ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଭାବେ ବିବେଚନା…

ଅଧିକ ଆୟ ସତ୍ତ୍ୱେ ପାଖରେ ରହୁନାହିଁ ଅର୍ଥ, ଏଥିରୁ ମୁକ୍ତି ଲାଗି କରନ୍ତୁ ଏପରି ପୂଜା

ଚଳିତବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଥିବାବେଳେ ଏହି ଦିନରେ ଘରେ ପୂଜାର୍ଚ୍ଚନା କରିବା ଫଳରେ ସୁଖଶାନ୍ତି ବଢ଼ିଥାଏ। କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଆୟ ଅଧିକ ହୋଇଥିଲେ ମଧ୍ୟ ଘରେ ଅନେକ ସମୟରେ ଅର୍ଥର ଅଭାବ ରହିଥାଏ। ଗଣେଶ ଚତୁର୍ଥୀରେ…

ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ଭାରତରେ ଏଭଳି ବହୁ ମନ୍ଦିର ରହିଛି, ଯାହା ନିଜ ସ୍ବତନ୍ତ୍ରତା ପାଇଁ ପରିଚିତ। ଏଭଳି ଏକ ନିଆରା ମନ୍ଦିର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମ ସହରର ମାଣକରେ। ସାଧାରଣତଃ ମନ୍ଦିରମାନଙ୍କରେ ଭକ୍ତଙ୍କୁ ପ୍ରସାଦରେ ଲଡୁ, ମିଠା ବା ଅନ୍ନ ଦିଆଯାଇଥାଏ। ହେଲେ…

୨ବର୍ଷର ପିଲା ପାଇଁ ହାରୀ ପୋଟରଙ୍କ କାହାଣୀରେ ଥିବା ଘର ତିଆରି କଲେ ଅଭିଭାବକ

ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ। ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି। ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି। ୨ ବର୍ଷର ଜଣେ ଛୋଟ ପିଲାର ଇଚ୍ଛା ପୂରଣ କରିବାକୁ ଯାଇ ପରିବାର ଲୋକେ…

ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଛି ଏହି ସ୍କୁଲ, ଷ୍ଟେଶନ ପରି ସଜେଇ ହୋଇଛି ପାରିପାର୍ଶ୍ୱ

ରେଲ୍‌ଓ୍ବେ ଷ୍ଟେଶନ ତ ଦେଖିଥିବେ ନିଶ୍ଚିତ। କିନ୍ତୁ ଏମିତି ଏକ ସ୍କୁଲ ରହିଛି ଯାହା ଦେଖିବାକୁ ଅବିକଳ ରେଲ୍‌ଓ୍ବେ ଷ୍ଟେଶନ ପରି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ରାଜସ୍ଥାନର ଅଲଓ୍ବର ସହରରେ ଏମିତି ସ୍କୁଲ ରହିଛି। ସ୍କୁଲର ନାମ ସରକାରୀ ଉଚ୍ଚ ମାଧ୍ୟମିକ…

ହାତୀମଳରୁ ତିଆରି ହେବ କଫି, ୧ କପ୍‌ର ଦାମ୍‌ ୫ ହଜାର ଟଙ୍କା

କାନାଡ଼ାର ବିଜ୍‌ନେସ୍‌ ମ୍ୟାନ୍‌ ବ୍ଲାକ୍‌ ଡିଙ୍କିନ୍‌ ଏମିତି କଫି ତିଆରି କରିବାକୁ ଯାଉଛନ୍ତି ଯାହାର ପ୍ରସ୍ତୁତି ପ୍ରଣାଳୀ ଆଉ ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କଫି ହାତୀ ମଳରୁ ତିଆରି ହେବ। ଏକ ରିପୋର୍ଟ…

ଏମିତି ମନ୍ଦିର ଯେଉଁଠି ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଏ ଟଙ୍କା, ଅଳଙ୍କାର

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେମିତି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶର ରତଲାମ ଶହରର ମାଣକରେ ଅବସ୍ଥିତ ମା’ ଲକ୍ଷ୍ମୀଙ୍କ ମନ୍ଦିର। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଭକ୍ତଙ୍କୁ ପ୍ରସାଦ ବଦଳରେ ମା’ଙ୍କ…

ବ୍ଲକେଜ୍‌ ହଟାଇବ ରୋବୋଟିକ ଥ୍ରେଡ୍‌

ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍‌ଷ୍ଟିଚ୍ୟୁଟସ ଅଫ୍‌ ଟେକନୋଲୋଜି(ଏମ୍‌ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍‌। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି ସରୁ ଓ କ୍ଷୁଦ୍ର ବ୍ଲଡ୍‌ ଭେସେଲସ୍‌ ବା ରକ୍ତ ବାହିକା ମଧ୍ୟରେ ଗତି କରି…

୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର ଶିକାର ହେଉଛନ୍ତି ବୋଲି କହିଛନ୍ତି ଶୁଶ୍ରୂଷା ହସ୍ପିଟାଲ, ମୁମ୍ବାଇର ଚିକିତ୍ସକ ପି.ଜି ତଲଓ୍ବାର ।…

ଟ୍ୟୁମର ସେଲ୍‌ ନଷ୍ଟ କରିବ ସାଇଟୋଫୋନ୍‌

ଯନ୍ତ୍ରର ନାଁ ସାଇଟୋଫୋନ୍‌। ଆମେରିକାର ଅର୍କାନସାସ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ଶରୀରରେ ଟ୍ୟୁମର ସେଲ୍‌ ବ୍ୟାପିବାରେ ଏହା ବାଧା ଦେଉଛି। ଏମିତି କି ସେଲ୍‌କୁ ନଷ୍ଟ କରିପାରୁଛି। ରକ୍ତରେ ଟ୍ୟୁମର ସେଲ୍‌କୁ ଠାବ କରାଯିବା ପାଇଁ ଏବେ ବ୍ୟବହାର…

କଥାରୁ ମୁହଁର ଆକୃତି ଜାଣି ହେଉଛି

ମାସାଚ୍ୟୁସେଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ସ ଅଫ୍‌ ଟେକ୍‌ନୋଲୋଜି(ଏମ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଆର୍ଟିଫିସିିଆଲ ଇଣ୍ଟେଲିଜେନ୍ସି ଲାବୋରେଟୋରି (ସିଏସ୍‌ଏଆଇଏଲ୍‌)ଏକ ଆର୍ଟିଫସିିଆଲ କେବୁଲ ବିକାଶ କରିଛି। ଏହାଦ୍ୱାରା ବ୍ୟକ୍ତିର ସ୍ବରର ଅଡିଓ କ୍ଲିପ୍‌ରୁ ମୁହଁର ଆକୃତି ଜଣାପଡୁଛି। ଏହି ତଥ୍ୟ ପ୍ରି-ପ୍ରିଣ୍ଟ୍‌ ସର୍ଭର୍‌ ରିର୍ପୋର୍ଟରେ ପ୍ରକାଶ ପାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri