ଫୁରସତ

ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା…

ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା ଜନ୍ଦା ଆସିବା ଧାଡ଼ିରେ ରଖିଲେ ସେମାନେ ପଳାଇ ଯାଇଥାନ୍ତି। କିମ୍ବା ଲେମ୍ବୁ ରସ...

କାହିଁକି ଶୌଚାଳୟରେ ହେଲା ବିବାହ

ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ ବିବାହର ମୁହୂର୍ତ୍ତକୁ ଅଭୁଲା କରିବା ଲାଗି ଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ବଡ...

ବ୍ରହ୍ମଚାରୀ ରହିବାକୁ ଚାହୁଁଥିବା ଗଣେଶ କାହିଁକି କରିଥିଲେ ବିବାହ ଜାଣନ୍ତୁ…

କୌଣସି ଶୁଭ କାମ ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଏ। ସମସ୍ତ ଦେବତାଙ୍କଠାରୁ ଗଣେଶଙ୍କ ସ୍ଥାନ ସର୍ବାଗ୍ରେ। ପୌରାଣିକ କଥା ଅନୁସାରେ, ଗଣେଶ ଆଜୀବନ ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ। କିନ୍ତୁ ଦିନେ ତାଙ୍କର ବିବାହ ନ କରିବା ସଂକଳ୍ପ ଭାଙ୍ଗିଗଲା ଏବଂ...

ଚନ୍ଦ୍ରୟାନ-୨ରେ ଲାଲବାଗ ରାଜା

ମୁମ୍ବାଇ: ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର ସବୁ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ଗଣେଶ ଚତୁର୍ଥୀ ଆସିଲେ ପ୍ରଥମେ ମୁମ୍ବାଇର ଲାଲବାଗ...

ଘରୁ ମୂଷା ଓ ଚୁଚୁନ୍ଦ୍ରାଙ୍କୁ ତଡ଼ିବାର ସହଜ ଉପାୟ…

କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ...

ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଅମୃତାଙ୍କ ୧୦୦ତମ ଜନ୍ମବାର୍ଷିକୀ: ଡୁଡଲ୍‌ କରି ମନେ ପକାଇଲା ଗୁଗଲ୍‌

ଲୋକପ୍ରିୟ ପଞ୍ଜାବୀ ଲେଖିକା ଅମୃତା ପ୍ରୀତମଙ୍କ ଶନିବାର ୧୦୦ତମ ଜନ୍ମବାର୍ଷିକୀ। ଏହି ଅବସରରେ ତାଙ୍କୁ ଡୁଡଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ୧୯୧୯ରେ ପଞ୍ଜାବର ଗୁଜରାଂବାଲା ଜିଲାରେ ଜନ୍ମ ହୋଇଥିଲେ ଅମୃତା। ତାଙ୍କୁ ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଭାବେ...

ଅଧିକ ଆୟ ସତ୍ତ୍ୱେ ପାଖରେ ରହୁନାହିଁ ଅର୍ଥ, ଏଥିରୁ ମୁକ୍ତି ଲାଗି କରନ୍ତୁ ଏପରି ପୂଜା

ଚଳିତବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଥିବାବେଳେ ଏହି ଦିନରେ ଘରେ ପୂଜାର୍ଚ୍ଚନା କରିବା ଫଳରେ ସୁଖଶାନ୍ତି ବଢ଼ିଥାଏ। କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଆୟ ଅଧିକ ହୋଇଥିଲେ ମଧ୍ୟ ଘରେ ଅନେକ ସମୟରେ ଅର୍ଥର ଅଭାବ ରହିଥାଏ। ଗଣେଶ...

ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ଭାରତରେ ଏଭଳି ବହୁ ମନ୍ଦିର ରହିଛି, ଯାହା ନିଜ ସ୍ବତନ୍ତ୍ରତା ପାଇଁ ପରିଚିତ। ଏଭଳି ଏକ ନିଆରା ମନ୍ଦିର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମ ସହରର ମାଣକରେ। ସାଧାରଣତଃ ମନ୍ଦିରମାନଙ୍କରେ ଭକ୍ତଙ୍କୁ ପ୍ରସାଦରେ ଲଡୁ, ମିଠା ବା ଅନ୍ନ ଦିଆଯାଇଥାଏ।...

୨ବର୍ଷର ପିଲା ପାଇଁ ହାରୀ ପୋଟରଙ୍କ କାହାଣୀରେ ଥିବା ଘର ତିଆରି କଲେ ଅଭିଭାବକ

ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ। ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି। ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି। ୨ ବର୍ଷର ଜଣେ ଛୋଟ ପିଲାର ଇଚ୍ଛା ପୂରଣ କରିବାକୁ ଯାଇ ପରିବାର...

ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଛି ଏହି ସ୍କୁଲ, ଷ୍ଟେଶନ ପରି ସଜେଇ ହୋଇଛି ପାରିପାର୍ଶ୍ୱ

ରେଲ୍‌ଓ୍ବେ ଷ୍ଟେଶନ ତ ଦେଖିଥିବେ ନିଶ୍ଚିତ। କିନ୍ତୁ ଏମିତି ଏକ ସ୍କୁଲ ରହିଛି ଯାହା ଦେଖିବାକୁ ଅବିକଳ ରେଲ୍‌ଓ୍ବେ ଷ୍ଟେଶନ ପରି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ରାଜସ୍ଥାନର ଅଲଓ୍ବର ସହରରେ ଏମିତି ସ୍କୁଲ ରହିଛି। ସ୍କୁଲର ନାମ ସରକାରୀ ଉଚ୍ଚ...

ହାତୀମଳରୁ ତିଆରି ହେବ କଫି, ୧ କପ୍‌ର ଦାମ୍‌ ୫ ହଜାର ଟଙ୍କା

କାନାଡ଼ାର ବିଜ୍‌ନେସ୍‌ ମ୍ୟାନ୍‌ ବ୍ଲାକ୍‌ ଡିଙ୍କିନ୍‌ ଏମିତି କଫି ତିଆରି କରିବାକୁ ଯାଉଛନ୍ତି ଯାହାର ପ୍ରସ୍ତୁତି ପ୍ରଣାଳୀ ଆଉ ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କଫି ହାତୀ ମଳରୁ ତିଆରି ହେବ। ଏକ...

ଏମିତି ମନ୍ଦିର ଯେଉଁଠି ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଏ ଟଙ୍କା, ଅଳଙ୍କାର

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେମିତି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶର ରତଲାମ ଶହରର ମାଣକରେ ଅବସ୍ଥିତ ମା’ ଲକ୍ଷ୍ମୀଙ୍କ ମନ୍ଦିର। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଭକ୍ତଙ୍କୁ ପ୍ରସାଦ ବଦଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri