ମନୋରଞ୍ଜନ

ଜଶପ୍ରୀତ ବୁମ୍‌ରାଙ୍କ ବିବାହ ଦିନ ଦୁଃଖ ଗୀତ ଗାଇ ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଭାରତୀୟ ପେସ୍‌ ବୋଲର୍‌ ଜଶପ୍ରୀତ ବୁମ୍‌ରା ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଗତ ମାର୍ଚ୍ଚ ୧୫ରେ ବିବାହ କରିଛନ୍ତି। ଉଭୟ ନିଜ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ବୁମରା ଏକ ସୁନ୍ଦର ବାର୍ତ୍ତା ସହିତ ଦୁଇଟି ଫଟୋ…

ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଦେଲେ ଏହି ପ୍ରସିଦ୍ଧ ଅଭିନେତା

ନିକଟରେ ବଲିଉଡ ଅଭିନେତା ଅମିର ଖାନ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନର ଗୋଟିଏ ଦିନ ପରେ ସେ ନିଜ ପ୍ରଶଂସକମାନଙ୍କୁ ଝଟ୍‌କା ଦେଇଛନ୍ତି। ଏକ ପୋଷ୍ଟରେ ଜନ୍ମଦିନର ଶୁଭେଚ୍ଛା ପାଇଁ ସେ ଲୋକମାନଙ୍କୁ ଧନ୍ୟବାଦ ଦେବା ସହ ଏହା ତାଙ୍କ…

ଶୁଟିଂ ସମୟରେ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, ହେଲେ ଦାମ୍ପତ୍ୟ ଜୀବନରେ ଉଠିଥିଲା ଝଡ଼

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ୧୯୯୮ରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। ଏକ ବିଜ୍ଞାପନର ଶୁଟିଂ ସମୟରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ମାତ୍ର ତାଙ୍କ ଦାମ୍ପତ୍ୟ ଜୀବନ ଅନେକ ଦିନ ତିଷ୍ଠି ପାରି ନ ଥିଲା। ୨୦୧୭ରେ…

ଡାଏଲଗ କହିବାବେଳେ କାନ୍ଦି ପକାଇଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ କ୍ୟାରିୟର ଖୁବ୍‌ ଭଲ ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତି। ୨୦୧୯ ମସିହାର ଚଳଚ୍ଚିତ୍ର ‘ଗୁଲି ବଏ’ରେ ଆଲିଆଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ କରିଥିଲେ। ତା’ଠାରୁ ଅଧିକ, ଏକ ଡାଏଲଗ ଦର୍ଶକଙ୍କୁ…

୧୨ ବର୍ଷ ସାନ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବିବାହିତା ଅଭିନେତ୍ରୀ: ଏମିତି ଆରମ୍ଭ ହୋଇ ଥିଲା ଲଭ୍‌ ଷ୍ଟୋରି

ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଦୁହେଁ ସୋସିଆଲ ମିଡିଆରେ ନିଜ ପ୍ରେମକୁ ଅନେକ ଥର ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଯଦିଓ ସେ ସମ୍ପର୍କ ଆରମ୍ଭରେ କିଛି କହିବାକୁ ଏଡ଼ାଇ ଯାଇଥିଲେ, କିନ୍ତୁ…

ପରିବାର ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ମାଳଦ୍ୱୀପରେ ପରିବାର ସହ ଛୁଟି ମନାଉଛନ୍ତି। ଅକ୍ଷୟ ଓ୍ବାଟର ସ୍ଲାଇଡିଂ କରୁଥିବା ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ଅକ୍ଷୟ ପ୍ରଶଂସକମାନଙ୍କୁ ପଚାରିଛନ୍ତି, ଏହି ଓ୍ବାଟର ସ୍ଲାଇଡ୍‌…

କରୋନା ପଜିଟିଭ୍‌ ସତ୍ତ୍ୱେ ବାହାରେ ବୁଲିଲେ ଏହି ଅଭିନେତ୍ରୀ: ମାମଲା ରୁଜୁକଲା ବିଏମ୍‌ସି

ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ଉପରେ କରୋନା ଗାଇଡ୍‌ଲାଇନ୍‌ ଭାଙ୍ଗିବାର ଅଭିଯୋଗ ଲାଗିଛି। ଖବର ଅନୁଯାୟୀ, ଗତ ମାର୍ଚ୍ଚ ୧୧ରେ ଗୌହରଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ, ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ଘରେ ରହିବା କଥା। ମାତ୍ର ଏହା…

ଏଟିଭି ମେଶିନ ଚଲାଇଲେ ଦେଶୀ ଗର୍ଲ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜର ଅଭିନୟ ମାଧ୍ୟମରେ ସମଗ୍ର ବିଶ୍ୱର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ହଲିଉଡ୍‌ର ଆଗାମୀ ଓ୍ବେବ୍‌ସିରିଜ୍‌ ‘ସିଟାଡେଲ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ ତାଙ୍କର କିଛି ଫଟୋ ସହ କଳାକାର…

ବୟଫ୍ରେଣ୍ଡ୍‌ଙ୍କ ବିନା ଜନ୍ମଦିନ ପାଳିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। କିନ୍ତୁ ଏଥର ତାଙ୍କ ସହ ବୟଫ୍ରେଣ୍ଡ ରଣବୀର କପୁର ଉପସ୍ଥିତ ନ…

୯ ବର୍ଷରେ ୧୫ ଫିଲ୍ମରେ କାମ କରିଛନ୍ତି ଆଲିଆ: ଏବେ ଏତିକି କୋଟିର ମାଲିକାଣୀ

ମହେଶ ଭଟ୍ଟ ଏବଂ ସୋନୀ ରାଜଦାନଙ୍କ ସାନ ଝିଅ ଆଲିଆ ଭଟ୍ଟ ଇତିମଧ୍ୟରେ ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୫ ମାର୍ଚ୍ଚ, ୧୯୯୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଆଲିଆ। ଶିଶୁ କଳାକାର ଭାବେ ସେ ଫିଲ୍ମ ‘ସଂଘର୍ଷ’ରୁ ନିଜର ଅଭିନୟ କ୍ୟାରିୟର…

୬୩ତମ ଗ୍ରାମୀ ପୁରସ୍କାର ଘୋଷଣା: ଇତିହାସ ରଚିଲେ ବିୟୋନ୍ସେ

ଲସ ଆଞ୍ଜେଲସ,୧୫।୩: ୬୩ତମ ଗ୍ରାମୀ ପୁରସ୍କାର ଘୋଷଣା ହୋଇଛି। ଏଥର ଆମେରିକାର ସିଙ୍ଗର ତଥା ଅଭିନେତ୍ରୀ ବିୟୋନ୍ସେ ଇତିହାସ ସୃଷ୍ଟି କରିଛନ୍ତି। ସେ ସର୍ବାଧିକ ୨୮ଥର ଏହି ପୁରସ୍କାର ଜିତିବାରେ ସକ୍ଷମ ହୋଇଛନ୍ତି। କରୋନା ହେତୁ ଗ୍ରାମୀ ପୁରସ୍କାର ବିଳମ୍ବରେ ଅନୁଷ୍ଠିତ…

୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେବେ ସୋନୁ ସୁଦ: ଜାଣନ୍ତୁ କେମିତି

ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଗରିବ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ତାଙ୍କର ଉଦାରତା ହେତୁ ଦୀର୍ଘ ଦିନ ଧରି ସେ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେବେ ବୋଲି ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri