ଛାଡପତ୍ର କନଫର୍ମ! ବଚ୍ଚନ ସରନେମ୍ ହଟାଇଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ନିକଟରେ ଦୁନିଆର ବହୁ ପ୍ରସିଦ୍ଧ ମହିଳା ସେଲିବ୍ରିଟିଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବଂ ଭିଡିଓ…
ଧନୁଷ-ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ କୋର୍ଟ କଲେ ମଞ୍ଜୁର, ଏବେ ରାସ୍ତା ଅଲଗା…
ମୁମ୍ବାଇ: ସାଉଥ ଅଭିନେତା ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ଛାଡପତ୍ର ହୋଇଛି। ବିବାହର ୨୦ ବର୍ଷ ପରେ ଦମ୍ପତିଙ୍କର ଏବେ ରାସ୍ତା ଅଲଗା ହୋଇଯାଇଛି। ଦୁଇ ବର୍ଷ ପୂର୍ବେ ଅଲଗା ହେବା ଘୋଷଣା କରିବା ପରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ବର୍ତ୍ତମାନ…
୪୦୦ କୋଟି ପାର୍ କଲା ‘ଭୁଲ୍ ଭୁଲୈୟା ୩’
ମୁମ୍ବାଇ: ଦୀପାବଳି ଅବସରରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଚଳଚ୍ଚିତ୍ର ‘ଭୁଲ୍ ଭୁଲୈୟା ୩’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଅଭିନେତା ଅଜୟ ଦେବଗନଙ୍କ ‘ସିଙ୍ଘମ୍ ଏଗେନ୍’ ଫିଲ୍ମ ସହ ‘ଭୁଲ୍ ଭୁଲୈୟା ୩’ର ବକ୍ସ ଅଫିସ୍ ଲଢ଼େଇ ହୋଇଥିଲା। ତେବେ ବକ୍ସ ଅଫିସ…
ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଶେୟାର କଲେ ଏଭଳି ଭିଡିଓ, ଖୋଲିଗଲା ସବୁ ରାଜ୍
ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡପତ୍ର ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଉଭୟ ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର ଏହାକୁ ନେଇ ନିରବ ରହିଛନ୍ତି।…
କଫି ମଗ୍ରେ ‘ଚୋର’ ଲେଖାଥିବାରୁ ରାଗିଲେ ତମନ୍ନା
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ ଦକ୍ଷତା ସହିତ ବଲିଉଡରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ରାଗିଥିବାର ଦେଖାଯାଇଛି। ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର…
ଏକସଙ୍ଗେ ୧୩ ଫ୍ଲପ୍ ଫିଲ୍ମ ଦେଇଥିଲେ ଅର୍ଜୁନ
ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ୨୩ ବର୍ଷ ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛନ୍ତି। ନିଜ କ୍ୟାରିୟର ଯାତ୍ରାରେ ତାଙ୍କୁ ଅନେକ ସଂଘର୍ଷ ଦେଖିବାକୁ ପଡ଼ିଛି। ସୋମବାର ଏକ ସାକ୍ଷାତ୍କାର ଦେଇ ସେ କହିଛନ୍ତି, ତାଙ୍କୁ ସର୍ବ ପ୍ରଥମେ ନିର୍ଦ୍ଦେଶକ ରାଜୀବ ରୟ…
୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି…
ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ ପ୍ରାର୍ଥୀ ଚର୍ଚ୍ଚାରେ ଥିଲେ। ଏଥିରେ ସବୁଠୁ ଆଗରେ ଥିଲେ ଅଭିନେତା ଏଜାଜ ଖାନ। ସେ…
ରିଲେସନ୍ସିପ୍ ଷ୍ଟାଟସ୍କୁ ନେଇ ଖୁଲାସା କଲେ ମଲାଇକା
ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ରିଲେସନ୍ସିପ୍ ଷ୍ଟାଟସ୍କୁ ନେଇ ଖୁଲାସା କରିଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ପ୍ରକାଶ କରିଛନ୍ତି। ଆଜିକାଲି ସେ କେଉଁ ପ୍ରକାରର ରିଲେସନ୍ସିପ୍ରେ ଅଛନ୍ତି, ସେ ଏକ କ୍ରିପ୍ଟିକ ପୋଷ୍ଟ ମାଧ୍ୟମରେ ଏହା ପ୍ରକାଶ…
ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ
ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ବିରାଟ ଯେତେବେଳେ ଶତକ ମାରିଥିଲେ, ସେ…
ନାଗା-ଶୋଭିତାଙ୍କ ଲଭ୍ଷ୍ଟୋରି
ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଡ ଛପା ସରିଥିବା ବେଳେ ଅତିଥି ତାଲିକା ପ୍ରସ୍ତୁତ ହେଉଛି। ଏହି…
ନାଗାର୍ଜୁନଙ୍କ ଯୋଗୁ ବିବାହର ବର୍ଷକ ପରେ ଶୋଭିତାଙ୍କୁ ଭେଟିଥିଲେ ନାଗା ଚେତନ୍ୟ, ଏବେ ହେଲା ଖୁଲାସା…
ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍ ସୁପରଷ୍ଟାର ନାଗା ଚେତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଡ ଛପା ସରିଥିବା ବେଳେ ଅତିଥି ତାଲିକା ପ୍ରସ୍ତୁତ ହେଉଛି। ଏମିତିରେ…
ଛାଡପତ୍ର ଚର୍ଚ୍ଚାକୁ ନେଇ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ ସେ ଯାହା ଇଚ୍ଛା…
ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କ ଛାଡପତ୍ରର ଗୁଜବ ଥମିବାର ନାଁ ନେଉନାହିଁ। ଗୁଜବ ଚର୍ଚ୍ଚା ଏତେ ଜୋରେ ବଢିବା ପରେ ମଧ୍ୟ ଦୁହେଁ ଏନେଇ ମୁହଁ ଖୋଲୁ ନାହାନ୍ତି। ଏତେସବୁ ଚର୍ଚ୍ଚା ଭିତରେ ବର୍ତ୍ତମାନ ଅମିତାଭ ବଚ୍ଚନ ଶେଷରେ ମୁହଁ ଖୋଲିଛନ୍ତି।…
Archives


