ମନୋରଞ୍ଜନ

ମାତୃତ୍ୱ ସମୟରେ ପିନ୍ଧିଥିବା ଡ୍ରେସ୍‌କୁ ନିଲାମ କରିବେ ଅନୁଷ୍କା: କାରଣ ଜାଣିଲେ କରିବେ ବାଃ ବାଃ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ସେ ଝିଅ ଭାମିକାଙ୍କୁ ଜନ୍ମ ଦେଇଥିଲେ। ଏବେ ସେ ଏକ ଭଲ କାରଣ ପାଇଁ ମାତୃତ୍ୱ ସମୟରେ ପିନ୍ଧିଥିବା ପୋଷାକକୁ ନିଲାମ…

୫୬ଦିନ ପରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଡିଭା ଦୀପିକା ପାଦୁକନ ହେଉଛନ୍ତି ସେହି ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ନୁହଁନ୍ତି। ସୋସିଆଲ ମିଡିଆରେ ପ୍ରାୟ ତାଙ୍କୁ ଦେଖିବାକୁ ମିଳେ ନାହିଁ। ଗତ ଥର ଦୀପିକା ପ୍ରାୟ ୨ମାସ ପୂର୍ବରୁ ଅର୍ଥାତ୍‌…

ନିଜଠୁ ୧୧ ବର୍ଷ ବଡ ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତା

ବଲିଉଡରରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ…

ଇତିହାସ ରଚିଲେ ଏହି ଅଭିନେତା: ୮ଥର ପାଇଁ କରିବାକୁ ଯାଉଛନ୍ତି ଏହି ରୋଲ୍‌

ଟିଭି ଅଭିନେତା ତରୁଣ ଖାନ୍ନା ଇତିହାସ ରଚିଛନ୍ତି। ଅଷ୍ଟମ ଥର ପାଇଁ ଭୋଲେ ଶଙ୍କରଙ୍କ ଚରିତ୍ରରେ ଅଭିନୟ କରିବାର ରେକର୍ଡ ତରୁଣଙ୍କ ନାମରେ ହେବାକୁ ଯାଉଛି। ମାତା ବୈଷ୍ଣୋ ଦେବୀଙ୍କ ଉପରେ ନିର୍ମିତ ସାଗର ୱାଲର୍‌ଡର ପ୍ରାୟ ୧୨ଟି ଏପିସୋଡ ୱେବ…

ଆତ୍ମଘାତୀଙ୍କ ପଛରେ ଜିମି

ଡିସ୍‌ନି ହଟ୍‌ଷ୍ଟାରରେ ରିଲିଜ ହୋଇଛି ‘କଲର୍‌ ବମ୍‌’ର ଟ୍ରେଲର। ଏଥିରେ ମୁଖ୍ୟ ଭୂମିକାରେ ଥିବା ଜିମି ଶେରଗିଲ୍‌ଙ୍କୁ ଜଣେ ପୋଲିସ ଅଫିସରଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ସ୍କୁଲ ଉପରେ ବୋମା ପକାଇବାକୁ ଯାଉଥିବା ଜଣେ ଆତ୍ମଘାତୀଙ୍କୁ ରୋକିବା ଉପରେ ଫିଲ୍କର କାହାଣୀ…

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଭାବି ସ୍ବାମୀ କୋରୀ ଟ୍ରାନଙ୍କ ସହ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏକ ଖୁସି ସେ ଖବର ବାଣ୍ଟିଛନ୍ତି। ଏହି ଖବର ପରେ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି…

ଶୁଟିଂସେଟ୍‌ରେ ଶ୍ରୀଦେବୀଙ୍କ ଏଭଳି ବ୍ୟବହାରକୁ ନେଇ ରାଗିଯାଉଥିଲେ ସନି; ରଖୁଥିଲେ କଡ଼ା ନଜର…

ବମ୍ବେ: ୧୯୮୩ରେ ସୁପରହିଟ୍‌ ଫିଲ୍ମ ‘ବେତାବ’ ସହ ବଲିଉଡ୍‌ରେ ପାଦ ରଖିଥିଲେ ଅଭିନେତା ସନି ଦେଓଲ। ପ୍ରାରମ୍ଭିକ ଅଭିନୟ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେବା ପରେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ଫିଲ୍ମଗୁଡ଼ିକରେ ଅନେକ ନାୟିକାଙ୍କ ସହ…

ଏକଦା ହ୍ରିତିଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଥିଲେ ବେବୋ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ‘କଭି ଖୁସି କଭି ଗମ୍‌’ରେ ହ୍ରିତିକଙ୍କ ସହ ନଜର ଆସିଥିଲେ। ଉଭୟଙ୍କ କେମେଷ୍ଟିକୁ ପ୍ରଶଂସକ ବହୁତ ପସନ୍ଦ କରୁଥିଲେ। ପରେ ଦୁହେଁ ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ। ଏହି ଯୋଡି ଏତେ ହିଟ୍‌…

ସଲମାନଙ୍କ ପାଦ ଧୋଇବାକୁ ଚାହାନ୍ତି ଏହି ଅଭିନେତ୍ରୀ, କାରଣ ଜାଣିଲେ କରିବେ ପ୍ରଶଂସା

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସ୍ବାଓନ୍ତ ସଲମାନ ଏବଂ ତାଙ୍କ ପରିବାରକୁ ସବୁବେଳେ ଶ୍ରେୟ ଦେଇଥାନ୍ତି। ରାକ୍ଷୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ସଲମାନ ଏବଂ ତାଙ୍କ ପରିବାରର ପାଦ ଧୋଇବାକୁ ଚାହୁଁଛନ୍ତି। ସେ କହିଛନ୍ତି, ସାରା ଜୀବନ ମୁଁ…

ଅନୁପମା ସେଟ୍‌ରେ ମିଥୁନ ଦା

ମୁମ୍ବାଇ: ଟେଲି ଜଗତର ତଥା ଷ୍ଟାର ପ୍ଲସ୍‌ର ପପୁଲାର ସିରିୟଲ୍‌ ‘ଅନୁପମା’ର ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ ବଲିଉଡ୍‌ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତି। ହଠାତ୍‌ ମିଥୁନଙ୍କର ସରପ୍ରାଇଜ୍‌ ଭିଜିଟ୍‌କୁ ଦେଖି ସେଟ୍‌ରେ ଥିବା ସମସ୍ତ ଷ୍ଟାରକାଷ୍ଟ ଆଶ୍ଚର୍ଯ୍ୟ ହେବା ସହ ବେଶ୍‌…

ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହିସବୁ ଅଭିନେତ୍ରୀ: ପଛରେ ଥିଲା ଏମିତି କାରଣ

ଆଜିକାଲି ନୂଆ ପିଢିର ଅଭିନେତ୍ରୀମାନେ ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମ କରିବାକୁ ସ୍ବପ୍ନ ଦେଖୁଛନ୍ତି। କାରଣ ଅକ୍ଷୟ କୁମାରଙ୍କ ଉପସ୍ଥିତି ଫିଲ୍ମ ସଫଳ ହେବାର ସମ୍ଭାବନା ବଢାଇଥାଏ। କିନ୍ତୁ ପୂର୍ବରୁ ଏମିତି କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ତାଙ୍କ…

ଗୋଟିଏ ଦିନରେ ୪୦ ସିଗାରେଟ୍‌ ଟାଣୁଥିଲେ ଏହି ପ୍ରସିଦ୍ଧ ଗାୟକ: ଆଉ ତା’ପରେ..

ଜଣାଶୁଣା ଗାୟକ ତଥା ସଙ୍ଗୀତକାର ବିଶାଲ ଡଡଲାନି ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବିଶାଲ ୨୮ ଜୁନ ୧୯୭୩ ରେ ଜନ୍ମ ହୋଇଥିଲେ, ଅର୍ଥାତ୍‌ ଆଜି ସେ ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri