ଆରଜେ ମହଭାଶଙ୍କୁ ଅନଫଲୋ କରିବା ପରେ, ବିଗ ବସ ୧୩ ଫେମଙ୍କ ସହ ନଜର ଆସିଲେ ୟୁଜଭେନ୍ଦ୍ର ଚହଲ, ଭାଇରାଲ ହେଲାଣି ଫଟୋ
ନୂଆଦିଲ୍ଲୀ,୨୫।୧: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ପ୍ରାୟତଃ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଶିରୋନାମାରେ ରହନ୍ତି। ଏବେ ସେ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କୁ ସମ୍ପ୍ରତି ବିଗ ବସ ୧୩…
ସ୍ମୃତି ମନ୍ଧାନାଙ୍କୁ ଠକେଇ ଅଭିଯୋଗ ପରେ, ପଲାଶ ମୁଛଲ ପଠାଇଲେ ୧୦ କୋଟି ଟଙ୍କାର ମାନହାନି ନୋଟିସ
ନୂଆଦିଲୀ,୨୫।୧: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ପରେ, ଗାୟକ ପଲାଶ ମୁଛଲଙ୍କ ଉପରେ ସାଙ୍ଗଲିର ଜଣେ ପ୍ରଯୋଜକ ବିଦନୟାନ ମାନେ ଏକ ବିବାହ ଉତ୍ସବରେ ଅନ୍ୟ ଜଣେ ମହିଳାଙ୍କ ସହିତ ବିଛଣାରେ ଧରାପଡ଼ିଥିବାର ଅଭିଯୋଗ…
ଜୀବନ ଯୁଦ୍ଧରେ ହାରିଗଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
ଭୁବନେଶ୍ୱର,୨୫।୧: ରବିବାର ସକାଳ ଓଲିଉଡ ଜଗତ ପାଇଁ ଏକ ଦୁଖଦ ସକାଳ ଥିଲା। ବେଶ କିଛିଦିନ ଧରି ଚିକିତ୍ସାଧିନ ଥିବା ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ହୋଇଛି। ଏହି ଖବର ପାଇବା ପରେ ସମଗ୍ର ଓଲିଉଡ ଦୁନିଆରେ…
୪୮ବର୍ଷ ବୟସରେ ବି ଏକା ଏକା ଜୀବନ କାଟୁଛନ୍ତି ଏହି ଅଭିନେତ୍ରୀ, ନିଜେ କହିଲେ ଏହା ପଛର କାରଣ
ମୁମ୍ବାଇ: ଦିବ୍ୟା ଦତ୍ତା ବଲିଉଡର ସବୁଠାରୁ ପ୍ରତିଭାବାନ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ମନୋରଞ୍ଜନ ଶିଳ୍ପରେ ଅଛନ୍ତି, ଏବଂ ଏହି ସମୟ ମଧ୍ୟରେ, ସେ ତାଙ୍କର ବିବିଧ ଭୂମିକାରେ ଦର୍ଶକଙ୍କ ହୃଦୟକୁ ଜିତିଛନ୍ତି। ପ୍ରେମିକାଠାରୁ…
୪୦ କୋଟିକୁ ନା କହିଦେଲେ ସୁନୀଲ ଶେଟ୍ଟୀ: ଜାଣନ୍ତୁ କାହିଁକି
ଗତ କିଛି ବର୍ଷ ଧରି ଅଭିନେତା ଶାହରୁଖ ଖାନଙ୍କଠାରୁ ଅଜୟ ଦେବଗନ ପର୍ଯ୍ୟନ୍ତ ଅନେକ ପ୍ରମୁଖ ବଲିଉଡ ସେଲିବ୍ରିଟି ଟଙ୍କା ନେଇ ତମାଖୁ ବ୍ରାଣ୍ଡକୁ ସମର୍ଥନ କରିଛନ୍ତି। ଏଥିପାଇଁ ସେମାନେ ଟ୍ରୋଲିଂର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଅଭିନେତା ସୁନୀଲ ଶେଟ୍ଟୀ ଟିକେ…
ବେଡ୍ରେ ଜଣେ ଯୁବତୀଙ୍କ ସହ ଧରାପଡ଼ିଲେ ପଲାଶ ମୁଛଲ: ଆସିଲା ଚାଞ୍ଚଲ୍ୟକର ଅଭିଯୋଗ
ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସଂଗୀତକାର ପଲାଶ ମୁଛଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ପରେ, ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅଭିନେତା ବିଦ୍ୟାନ ମାନେ ପଲାଶଙ୍କ ଉପରେ…
ଅଭିନେତା କମାଲ ଖାନଙ୍କୁ ଗିରଫ କଲା ପୋଲିସ, ଗୁଳି ଚଳାଇବା ଅଭିଯୋଗରେ…
ମୁମ୍ବାଇ,୨୪।୧: ମୁମ୍ବାଇ ଓଶିୱାରା ଗୁଳିକାଣ୍ଡ ମାମଲାରେ ପୋଲିସ ଅଭିନେତା ଏବଂ ନିର୍ଦ୍ଦେଶକ କମାଲ ଆର ଖାନଙ୍କୁ ଗିରଫ କରିଛି। ମୁମ୍ବାଇ ପୋଲିସ ଦଳ କେଆରକେଙ୍କୁ ପଚରାଉଚରା କରିଥିଲା ଏବଂ ସେ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିବା ସ୍ବୀକାର କରିଥିଲେ। ସୋସିଆଲ…
ରାଣୀଙ୍କୁ ନେଇ ଏମିତି କହିଦେଲେ ଅନୁଷ୍କା ଶର୍ମା
ବଲିଉଡର ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ଆଗାମୀ ଫିଲ୍ମ ‘ମର୍ଦାନୀ-୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲରଟି ନିକଟରେ ମୁକ୍ତିଲାଭ କରିଛି। ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। କେବଳ ପ୍ରଶଂସକ ନୁହେଁ, ସେଲିବ୍ରିଟିମାନେ ରାଣୀଙ୍କୁ ବାଃ ବାଃ କହିଛନ୍ତି। ମର୍ଦାନୀ ୩ ରାଣୀ…
ପଲାଶ ମୁଛଲଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ: ସ୍ମୃତି ମନ୍ଧାନାଙ୍କ ସାଙ୍ଗ କହିଲେ…
ନୂଆଦିଲ୍ଲୀ,୨୩।୧: ବଲିଉଡ ସଙ୍ଗୀତ ଶିଳ୍ପର ଜଣେ ଜଣାଶୁଣା ନାମ ପଲାଶ ମୁଛଲ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏଥର ଏହା କୌଣସି ଗୀତ କିମ୍ବା ଫିଲ୍ମ ପାଇଁ ନୁହେଁ। ବରଂ ଏକ ବଡ଼ ବିବାଦ ପାଇଁ। ପ୍ରସିଦ୍ଧ କ୍ରିକେଟର ସ୍ମୃତି…
ସ୍ମୃତିଙ୍କ ପରେ ଆଉ ଜଣଙ୍କୁ ଚୁନ ଲଗାଇଲେ ପଲାଶ, ଏତିକି ଲକ୍ଷ ଟଙ୍କାର ଠକେଇ ଅଭିଯୋଗ
ମୁମ୍ବାଇ,୨୩।୧: ଖ୍ୟାତନାମା ଗାୟକ, ସଂଗୀତ ନିର୍ଦ୍ଦେଶକ ତଥା ସିନେମା ନିର୍ଦ୍ଦେଶକ ପଲାଶ ମୁଛଲ ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲି ଜିଲାର ଜଣେ ବ୍ୟକ୍ତିଙ୍କୁ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ବୁଧବାର ସନ୍ଧ୍ୟାରେ ସାଙ୍ଗଲି…
ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ
ଭୁବନେଶ୍ବର,୨୨ା୧: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ ଦେଖାଦେଇଥିବା ମତପାର୍ଥକ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାଦ ଓ ଲୋକପ୍ରିୟତାକୁ…
ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲେ ନୂଆ ଅତିଥି, ଛୁଟିଲା ଶୁଭେଚ୍ଛାର ସୁଅ
ଭୁବନେଶ୍ବର,୨୨ା୧: ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି ଏକ ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଓଲିଉଡ…
Archives


