କାର୍ ନମ୍ବର ପାଇଁ ଏତିକି ଟଙ୍କା ଖର୍ଚ୍ଚ କଲେ ଜୁନିଅର ଏନ୍ଟିଆର୍
ସାଉଥ ଫିଲ୍ମର ସୁପରଷ୍ଟାର୍ ଜୁନିଅର୍ ଏନଟିଆର ତାଙ୍କର ବିଳାସପୂର୍ଣ୍ଣ ଲମ୍ବୋର୍ଗିନି ଉରସ ଗ୍ରାଫାଇଟ କ୍ୟାପସୁଲ କାର ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ବିଳାସପୂର୍ଣ୍ଣ କାରର ମାଲିକ ହୋଇପାରିଛନ୍ତି। ଜୁନିଅର ଏନଟିଆର ଏହି କାର ପାଇଁ ଏକ…
ପରିବାର ଲୋକଙ୍କ ସହ ହନିମୁନ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ମାତ୍ର କେଇଟା ଦିନ ପରେ ସେ ପୁଣି ଶୁଟିଂକୁ ଫେରିଛନ୍ତି। ନିକଟରେ ସୈଫ ଅଲି ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଫିଲ୍ମ ‘ଭୁତ ପୋଲିସ’ର ପ୍ରମୋଶନ ପାଇଁ ‘ଦି…
ଆଜି ରିଲିଜ୍ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ଗୁରୁବାର ରିଲିଜ୍ ହେବ। ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ୍ ଅଭିନେତା ବିବେକ ଓବରୟ। କିଛିଦିନ ପୂର୍ବରୁ ରିଲିଜ୍ ହୋଇଥିଲା ଫିଲ୍ମର ଟ୍ରେଲର। ଏହାକୁ ବେଶ୍ ପସନ୍ଦ କରିଥିଲେ…
ସଲମାନଙ୍କ ଭାଇ ସୋହେଲଙ୍କ ଫିଲ୍ମି ଲଭ୍ଷ୍ଟୋରୀ: ଘରୁ ପଳାଇ ଯାଇ ଆର୍ଯ୍ୟ ସମାଜ ମନ୍ଦିରରେ..
ବମ୍ବେ: ବଲିଉଡ୍ ଅଭିନେତା ସୋହେଲ ଖାନ୍ ଏବଂ ତାଙ୍କ ସ୍ତ୍ରୀ ସୀମାଙ୍କ ଲଭ୍ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍ ନୁହେଁ। ସୀମାଙ୍କ ପ୍ରକୃତ ନାମ ସୀମା ସଚଦେବ। ସେ ପଞ୍ଜାବୀ ହିନ୍ଦୁ ପରିବାରର। କ୍ୟାରିୟର ପାଇଁ ମୁମ୍ବାଇ ଆସିଥିବା ସମୟରେ ଶୋହେଲଙ୍କୁ ଭେଟିଥିଲେ…
ବର୍ଷା ପ୍ରେମରେ ଏହି ଅଭିନେତ୍ରୀ, ଖୋଲା ଆକାଶ ତଳେ କଲେ ଡ୍ୟାନ୍ସ, ଭିଡିଓ ଭାଇରାଲ
ମୁମ୍ବାଇ: ବର୍ଷା ଋତୁ କାହାକୁ ପସନ୍ଦ ନୁହେଁ କହିଲେ। ମୟୂର ମଧ୍ୟ ଆକାଶରେ କଳାହାଣ୍ଡିଆ ମେଘ ଦେଖି ଖୁସିରେ ନାଚି ଉଠେ। ଏଥିରୁ ଅଭିନେତ୍ରୀ ବା ବାଦ୍ ଯିବେ କିପରି। ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍ ବର୍ଷାର ମଜା ନେଇଛନ୍ତି। ସୋସିଆଲ…
ବିବାଦରେ ବଲିଉଡ୍ ହ୍ୟାଣ୍ଡସମ
ମୁମ୍ବାଇ: ବିବାଦକୁ ଆସିଛନ୍ତି ବଲିଉଡ୍ର ହ୍ୟାଣ୍ଡସମ୍ ଜନ୍ ଆବ୍ରାହମ୍। ଫିଲ୍ମ ଦୁନିଆରୁ ଏବେ ଦୂରରେ ଥିଲେ ମଧ୍ୟ ସେ ଏବେ ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛନ୍ତି। ସେଲଫି ନେବାବେଳେ ଜଣେ ଫ୍ୟାନଙ୍କୁ ଧକ୍କା ମାରିଥିବା ଭିଡିଓ ଭାଇରାଲ ହୋଇଛି। ସୂଚନା…
ନିଜକୁ ଫିଟ୍ ରଖିବା ପାଇଁ ଏସବୁ କାମ କରନ୍ତି ଅନୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଟନେସ ପାଇଁ ଜଣାଶୁଣା। କେବଳ ଅଭିନୟରେ ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ପ୍ରଶଂସକ ପାଗଳ। ଅନୁଷ୍କା ଶର୍ମାଙ୍କ ଫିଟନେସ ପ୍ରତି ଟିକିଏ ଭିନ୍ନ ଆଭିମୁଖ୍ୟ ରହିଛି, ସେ ଫିଟ ରହିବାକୁ ଭାରୀ ବ୍ୟାୟାମ…
ମା’ବାପା ସୁପରଷ୍ଟାର, ରିକ୍ସାରେ ସ୍କୁଲ ଯାଉଥିଲେ ଝିଅ
ମୁମ୍ବାଇ: ଉଭୟ ମା’ବାପା ସୁପରଷ୍ଟାର। ବଲିଉଡର ଆଗ ଧାଡ଼ିର ନାୟିକା, ନାୟକ। ଭାରତୀୟ ସିନେ ପ୍ରେମୀଙ୍କୁ ଭେଟି ଦେଇଛନ୍ତି ବହୁ ଚଳଚ୍ଚିତ୍ର। ସେଲିବ୍ରିଟି ଭାବେ ଉଭୟ ଘରେ ଘରେ ପରିଚିତ। କିନ୍ତୁ ଝିଅ ଯିବା ଆସିବା ପାଇଁ ରିକ୍ସା ବ୍ୟବହାର କରନ୍ତି।…
ଦେଶ ଦେଖିବ ‘ପାଇକ ବିଦ୍ରୋହ’ କାହାଣୀ
ବମ୍ବେ: ଜାତୀୟ ଚ୍ୟାନେଲ୍ରେ ପ୍ରସାରିତ ହେବ ଓଡ଼ିଶାର ବୀରତ୍ୱର କାହାଣୀ। ପାଇକଙ୍କ ବିଦ୍ରୋହ, ବୀରତ୍ୱ, ତ୍ୟାଗ, ସଂଘର୍ଷର କାହାଣୀକୁ ନେଇ ପ୍ରସାରିତ ହେବ ନୂଆ ଧାରାବାହିକ ‘ବିଦ୍ରୋହୀ’। ଷ୍ଟାରପ୍ଲସ ସହ ଡିଜ୍ନୀ ଓ ହଟ୍ଷ୍ଟାର୍ରେ ଏହି ଧାରାବାହିକ ଦେଖିବାକୁ ମିଳିବ। ବ୍ରିଟିଶ…
ଫିଲ୍ମ ଶୁଟିଂକୁ କେବେ ଫେରିବେ ଶେହନାଜ୍? ପ୍ରଯୋଜକ କହିଲେ…
ବମ୍ବେ: କଥିତ ପ୍ରେମିକ ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ। ଦିଲଜିତ ଦୋସାଞ୍ଝଙ୍କ ସହ ଫିଲ୍ମ ‘ହୋସଲା ରଖ୍’ ଶୁଟିଂ କରୁଥିବା ବେଳେ ସେ ଦୁଃଖଦ ଖବର ଶୁଣିଥିଲେ। ସେବେଠାରୁ ଶୁଟିଂ ବନ୍ଦ…
ଅର୍ଜୁନ ଜିତିଲେ ‘ଖତ୍ରୋ କେ ଖିଲାଡି-୧୧’
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ଖତ୍ରୋ କେ ଖିଲାଡି ୧୧’ର ବିଜେତା ହୋଇଛନ୍ତି ଅର୍ଜୁନ ବିଜଲାନୀ। ଅଭିନେତାଙ୍କ ସ୍ତ୍ରୀ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ପୋଷ୍ଟ କରିବା ପରେ ତାହା ସ୍ପଷ୍ଟ ହୋଇଛି। ଆଗାମୀ ଏପିସୋଡରେ ଦର୍ଶକେ ବିଜୟର ମୂହୁର୍ତ୍ତକୁ ଦେଖିପାରିବେ। ସ୍ବାମୀଙ୍କ…
ଟ୍ରୋଲ ହେଲେ ଉର୍ବଶୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ନୂଆ ନୂଆ ଲୁକରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି। ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି ସେ। କେବେ କେବେ ଏଭଳି କିଛି ଲୁକ୍କୁ ନେଇ ସେ ଟ୍ରୋଲ ମଧ୍ୟ ହୁଅନ୍ତି। ନିକଟରେ…
Archives


