ମନୋରଞ୍ଜନ

ଏଥର ଦଶହରାରେ ତାପସୀଙ୍କ ‘ରଶ୍ମୀ ରକେଟ୍‌’

ନୂଆଦିଲ୍ଲୀ: ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ରଶ୍ମୀ ରକେଟ୍‌’ ଅକ୍ଟୋବର ୧୫ରେ ରିଲିଜ ହେବାକୁ ଯାଉଛି। ସୋମବାର ତାପସୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆକର୍ଷ ଖୁରାନା। ତେବେ ଏହି ଫିଲ୍ମଟି ଜି-୫ରେ ରିଲିଜ ହେବ।…

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୦ ।୯: ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କୋର୍ଟରୁ ଆସ୍ୱସ୍ତି ମିଳିଛି । ପୋର୍ନୋଗ୍ରାଫି ମାମଲାରେ ୫୦ ହଜାର ଟଙ୍କା ଜମାକରି ରାଜ ଜାମିନରେ ଆସିଛନ୍ତି । ସୂଚନାଯୋଗ୍ୟ, ପୋର୍ନୋଗ୍ରାଫି ମାମଲାରେ…

ରାସ୍ତାରେ ଦୀପିକାଙ୍କ ସହ ଦୁର୍ବ୍ୟବହାର କରିଥିଲେ ରୋଡ୍‌ ରୋମିଓ; ଚାପୁଡ଼ା ମାରି ଗାଲ ଲାଲ୍‌ କରିଦେଇଥିଲେ…

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଦୀପିକା ପାଦ୍ୟୁକୋନ ଜଣେ। ଅଭିନୟ ସାଙ୍ଗକୁ ରୋକ୍‌ଠୋକ୍‌ ସ୍ବଭାବକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି। ଏକଦା ସେ ଜଣେ ରୋଡ୍‌ ରୋମିଓଙ୍କୁ ପାନେ ଦେଇଥିଲେ। ସ୍କୁଲରେ ପଢ଼ୁଥିଲେ ଦୀପିକା। ବାଙ୍ଗାଲୋରର ବ୍ରିଗେଡ ରୋଡ୍‌ରେ ସେ…

ଏକଦା ମହେଶ ଭଟ୍ଟଙ୍କ ଘରକୁ ପଶି ରାଗରେ ନିଆଁବାଣ ହୋଇଯାଇଥିଲେ ଅନୁପମ ଖେର; ଧୋକାବାଜ କହି…

ବମ୍ବେ: ବଲିଉଡ୍‌କୁ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ହେଲେ ସର୍ବଦା ସିନେମାଠାରୁ ଅଧିକ ତାଙ୍କ ବିବାଦକୁ ନେଇ ଚର୍ଚ୍ଚା ହୋଇଥାଏ। ସେଭଳି ଏକ ବିବାଦ ଅଭିନେତା ଅନୁପମ ଖେରଙ୍କ ସହ ତାଙ୍କର ହୋଇଥିଲା। ୧୯୮୪ରେ…

‘ମୁଁ ଏମିତି ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହେଁ ନାହିଁ’

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିବ୍ୟା ଦତ୍ତ ହେଉଛନ୍ତି ଅନ୍ୟତମ। ଯିଏ କି ଚୁଲ୍‌ବୁଲି ଚରିତ୍ରରୁ ଆରମ୍ଭ କରି ସମସ୍ତ ଚରିତ୍ରରେ ବେଶ୍‌ ନିଖୁଣ ଭାବେ ଅଭିନୟ କରିପାରନ୍ତି। ତାଙ୍କର ଫିଲ୍ମଗୁଡ଼ିକ ଅନେକ ପ୍ରଶଂସା ସାଉଁଟିଛି। ଦିବ୍ୟା ତାଙ୍କ କ୍ୟାରିୟରରେ ଅନେକ…

ଅଭିନେତ୍ରୀ କଙ୍ଗନା ‘କୁ’ଆପ୍‌ରେ ୧ନମ୍ବର

ମୁମ୍ବାଇ: ଦିନକୁ ଦିନ ବଢୁଛି ‘କୁ’ର ଚାହିଦା। ଟୁଇଟର ପରେ ଏବେ ‘କୁ’ ଆଡେ ମନ ଦେଲେଣି ସୋସିଆଲ ମିଡିଆ ବ୍ୟବହାରକାରୀ। ଏବେ ଅନେକ ସେଲିବ୍ରିଟି ମଧ୍ୟ ‘କୁ’ କୁ ଆପଣାଇଛନ୍ତି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ‘କୁ’ ରେ ନିଜର…

ପବନରେ ଉଡି ଷ୍ଟଣ୍ଟ କଲେ ଟାଇଗର ଶ୍ରଫ୍‌

ମୁମ୍ବାଇ : ବଲିଉଡ ଅଭିନେତା ଟାଇଗର୍‌ ଶ୍ରଫ ନିଜର ଅଭିନୟରେ ସମସ୍ତଙ୍କ ପାଖରେ ନିଜର ପରିଚୟ ସ୍‌ୃଷ୍ଟି କରିପାରିଛନ୍ତି। ତାଙ୍କର ଷ୍ଟଣ୍ଟ ପାଇଁ ମଧ୍ୟ ବେଶ ପରିଚିତ ଟାଇଗର। କିଛି ନା କିଛି କରି ସେ ଚର୍ଚ୍ଚାରେ ରହନ୍ତି। ଖୁବ କମ୍‌…

ଏହି ଅଭିନେତ୍ରୀଙ୍କ ସହ ସଲମାନଙ୍କ ବାହାଘର କାର୍ଡ ଛପା ସରିଥିଲା: ଏବେ କେମିତି ଅଛି ଦୁହିଁଙ୍କ ସମ୍ପର୍କ

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଟ୍ରିନା କୈଫଙ୍କ ସହ ଯୋଡା ଯାଇଛି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ସଙ୍ଗୀତା ବିଜଲାନୀ। ସଲମାନ…

ଟ୍ୟାକ୍ସ ଚୋରି ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ, କହିଲେ..

ରିଲ୍‌ରୁ ରିଅଲ ହିରୋ ସାଜିଥିବା ସୋନୁ ସୁଦ ନିକଟରେ ଆୟକର ରାଡାର୍‌ରେ ଆସିଥିଲେ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି…

ମାଲାମାଲ୍‌ ହେବେ ସଲ୍‌ମାନ ଖାନ୍‌: ବିଗ୍‌ବସ୍‌ରୁ ମିଳିବ ଏତିକି ଟଙ୍କା

ଟେଲିଭିଜନ ଜଗତର ବିବାଦୀୟ ଶୋ’ ବିଗ ବସ ୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଶୋ’ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବଲିଉଡର ସୁପରଷ୍ଟାର ସଲମାନ ଖାନ ପୁଣି ଥରେ ଏହି ଶୋ’ର ହୋଷ୍ଟ ଷ୍‌କରୁଥିବା ନଜର ଆସିବେ। ସଲମାନ…

ଦୟା କରନାହିଁ ଅନନ୍ୟା

ମୁମ୍ବ।ଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ସ୍ଲିମ ଫିଗର ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ତାଙ୍କ ଷ୍ଟାଇଲିସ୍ ଅନ୍ଦାଜକୁ ନେଇ । ଏବେ ମାଲଦ୍ୱିପରେ ସେଲିବ୍ରିଟିଙ୍କ ଭିଡ ଲାଗିଥିବା…

ଏକାଠି ନଜର ଆସିବେ ପ୍ରଭାସ ଓ ଦୀପିକା

ମୁମ୍ବାଇ: ଫିଲ୍ମ ‘କେ’କୁ ନେଇ ଷ୍ଟାର୍‌ମାନଙ୍କ ନାମ ଆଗୁଆ ଘୋଷଣା କରାଯାଇଛି। ଏଥିରେ ଅମିତାଭ ବଚ୍ଚନ, ପ୍ରଭାସ-ଦୀପିକା ପ୍ରମୁଖ ନଜର ଆସିବେ। ତେବେ ମଲ୍ଟି ଷ୍ଟାରର ଫିଲ୍ମରେ ପ୍ରଥମଥର ପାଇଁ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି ପ୍ରଭାସ ଓ ଦୀପିକା। ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri