ମନୋରଞ୍ଜନ

ଫେରିଲେ ମୁଁ ତୁମର

କେତେବେଳେ ନାୟକ ତ କେତେବେଳେ ଖଳନାୟକ, ପୁଣି ତାଙ୍କୁ ଦେଖିବାକୁ ମିଳିଛି ଚରିତ୍ର ଅଭିନେତା ଭାବରେ। ହେଲେ ଏଥର ଆଉ ଏକ କ୍ଷେତ୍ରରେ ସେ ପାଦ ରଖିଛନ୍ତି। ତାହା ହେଲା ଚଳଚ୍ଚିତ୍ର ପ୍ରଯୋଜନା ଏବଂ କାହାଣୀ ରଚନା। ନିଜସ୍ବ କାହାଣୀକୁ ନେଇ…

ଶୁଟିଂ ସେଟ୍‌ରେ ଭୋ ଭୋ ହୋଇ କାନ୍ଦିଥିଲେ ରୁପା ଗାଙ୍ଗୁଲି, କାରଣ ଜାଣିଲେ…

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟରେ…

୨୦ ବର୍ଷର ପରମ୍ପରା ଭାଙ୍ଗିଲେ ଶାହରୁଖ ଖାନ୍‌

ବଲିଉଡ୍‌ ବାଦ୍‌ଶାହା ଶାହରୁଖ ଖାନ ନିକଟରେ ୫୬ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନରେ ତାଙ୍କ ପ୍ରଶଂସକ ଶାହରୁଖଙ୍କ ଟିକେ ଝଲକ ପାଇବାକୁ ସାରା ଦିନ ଅପେକ୍ଷା କରିଥିଲେ, କିନ୍ତୁ ସେ ଶାହରୁଖ ସବୁଥର ପରି ମନ୍ନତର ଟେରେସ ବାଲକୋନିକୁ ଆସି ପ୍ରଶଂସକଙ୍କୁ…

ଘର ଭଡା ନେଲେ ମାଧୁରୀ: ମାସକୁ ଦେବାକୁ ଏତିକି ଟଙ୍କା

ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କେବଳ ଅଭିନୟ ନୁହେଁ, ନୃତ୍ୟରେ ବି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୯୦ ଦଶକର ସୁପରହିଟ ଅଭିନେତ୍ରୀମାନଙ୍କ ମଧ୍ୟରେ ମାଧୁରୀ ଦୀକ୍ଷିତଙ୍କ ନାମ ଗଣାଯାଏ ଏବେ ଅନେକ ଡ୍ୟାନ୍ସ ରିୟଲିଟି ଶୋ’ରେ…

ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ହିମାଂଶ କୋହଲିଙ୍କ ଆଜି ହେଉଛି ୩୨ ତମ ଜନ୍ମଦିନ। ୧୯୮୯ ମସିହା ନଭେମ୍ବର ୩ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ସହ ଜଡ଼ିତ କିଛି କଥା ବିଷୟରେ ଜାଣନ୍ତୁ… ଅଭିନୟ ଜଗତକୁ…

ଆଲିଆଙ୍କ ଦୀପାବଳି ଲୁକ୍‌

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଅବସରରେ ବଲିଉଡ୍‌ ଅଭିନେତ୍ରୀମାନେ କିଏ କ’ଣ କେମିତି ଡ୍ରେସ୍‌ ଗହଣା ପିନ୍ଧି ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ। ଆଲିଆ ଦୀପାବଳି ଉପଲକ୍ଷେ ଏକ…

ସନି ଲିଓନି ଶେୟାର କଲେ ଏମିତି ଫଟୋ, ପାଗଳ ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ନିଜର ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ବୃତ୍ତିଗତ ପର୍ଯ୍ୟନ୍ତ ସମସ୍ତ କଥା ପ୍ରଶଂସକମାନଙ୍କ ସହ ଶେୟାର କରିଥାନ୍ତି। ସନି ଏବେ କିଛି…

ପଦ୍ମଶ୍ରୀରେ ସମ୍ମାନିତ ହେବେ କଙ୍ଗନା-ଏକତା-କରନ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱାତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଜାତୀୟ ପୁରସ୍କାର ପରେ ତାଙ୍କୁ ଏହି ସମ୍ମାନ ମିଳିବ। ତାଙ୍କ ସହ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏକତା କପୁର ଓ କରନ୍‌ ଜୋହରଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ…

୧୦ ବର୍ଷ ପରେ ମା’ଙ୍କ ହସ ଦେଖିଥିଲି: ସାରା

ବମ୍ବେ: ବୟସରେ କମ୍‌ ହୋଇଥିବା ସତ୍ତ୍ୱେ ସୈଫ ଅଲ୍ଲୀ ଖାନ୍‌ଙ୍କ ହାତ ଧରିଥିଲେ ଅଭିନେତ୍ରୀ ଅମୃତା ସିଂହ। ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ। ଏବେ ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ ବଲିଉଡ୍‌ରେ ଡେବ୍ୟୁ କରିସାରିଲେଣି। ଅଭିନେତ୍ରୀ ଭାବେ ନିଜର…

ଦୁନିଆ ଛାଡିଲେ, ୪ ଜଣଙ୍କୁ ନୂଆ ଜୀବନ ଦେଇଗଲେ ରାଜକୁମାର

କନ୍ନଡ ସିନେମାର ଅଭିନେତା ପୁନିତ ରାଜକୁମାର ଜଣେ ଅଭିନେତା ତଥା ସାମାଜିକ କର୍ମୀ ମଧ୍ୟ ଥିଲେ। ଗତ ଅକ୍ଟୋବର ୨୯ରେ ୪୬ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ। ପୁନିତ ତାଙ୍କ ମୃତ୍ୟୁ ପରେ ଆଖି ଦାନ କରିଥିଲେ। ଏହି…

ପ୍ରେମିକାଙ୍କ ସହ ଗୋଟିଏ କାର୍‌ରେ ଆସିଲେ ସଲମାନ

ଉତ୍ସବର ସିଜିନ ଆସିଛି। ବିଭିନ୍ନ ସେଲିବ୍ରିଟିଙ୍କ ଘରେ ଦୀପାବଳି ପାର୍ଟି ଆରମ୍ଭ ହୋଇଛି। ନିକଟରେ ଫିଲ୍ମ ରମେଶ ତୈରାନୀ ଏକ ପାର୍ଟି ଦେଇଥିଲେ। ଏହି ପାର୍ଟିକୁ ସଲମାନ ଏବଂ ୟୁଲିଆ ଭଣ୍ଟୁର ଏକସଙ୍ଗେ ସମାନ କାରରେ ପହଞ୍ଚିଥିଲେ। ଏହି ସମୟରେ ସଲମାନ…

ଫିଲ୍ମ‘ସୂର୍ଯ୍ୟବଂଶୀ’କୁ ନେଇ ବଢୁଛି କ୍ରେଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ପୁଣି ଥରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ। ତାଙ୍କର ଅପକମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବେଶ୍‌ ଉତ୍ସାହର ଅପେକ୍ଷା କରିଛନ୍ତି ଦର୍ଶକ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri