ଫିଲ୍ମ‘ରାଧେ ଶ୍ୟାମ୍’ରିଲିଜ୍ ସ୍ଥଗିତ
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ରାଧେ ଶ୍ୟାମ୍’ରିଲିଜ୍ ଡେଟ୍ ଘୁଞ୍ଚାଇ ଦିଆଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁ ଏହି ଫିଲ୍ମ ରିଲିଜ୍କୁ ସ୍ଥଗିତ ରଖାଯାଇଛି। ଏ ନେଇ ଫିଲ୍ମ ନିର୍ମାତା ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘କରୋନା ସ୍ଥିତି ପାଇଁ…
ଦିନେ ଟଙ୍କା ପାଇଁ କୀର୍ତ୍ତନରେ ଗାଉଥିଲେ ଗୀତ, ଏବେ ବହୁ କୋଟି ଟଙ୍କାର ମାଲିକ
ଗାୟକ ତଥା ସ୍କ୍ରିପ୍ଟ ଲେଖକ ଦିଲଜିତ ଦୋସାଞ୍ଜଙ୍କୁ ଆଜି ୩୮ ବର୍ଷ ପଦାର୍ପଣ କରିଛନ୍ତି। ଆଜି ସେ କେବଳ ପଞ୍ଜାବୀ ଇଣ୍ଡଷ୍ଟ୍ରିର ନୁହେଁ ବରଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଏକ ବଡ ନାମ। ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି।…
ରିୟଲ ଲଭ୍ ଷ୍ଟୋରି
ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରିୟଲ ଲଭ୍ ଷ୍ଟୋରି’। ଶ୍ରୀ ବୀରବଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏବଂ ଏଲ.ଟି. ପ୍ରଡକ୍ସନ ସହଯୋଗିତାରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ନବାଗତ…
ବିକିନି ପାଇଁ ଅଡୁଆରେ
ପରିଣୀତି ଚୋପ୍ରା ଏବେ ଲଙ୍ଗ୍ ଭ୍ୟାକେସନରେ ଅଛନ୍ତି। ମାଇଣ୍ଡ ଫ୍ରେସ କରିବାକୁ ସେ ବର୍ତ୍ତମାନ ମାଳଦ୍ୱୀପରେ ଡେରା ପକାଇଛନ୍ତି। ହେଲେ ତାଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ଆଉ ଏପରି ଆଲୋଚନାର କାରଣ ସାଜିଛି ବିକିନି। କଥା କ’ଣ କି ସେଠାରେ…
ଶାହାରୁଖଙ୍କ ସହ କାମ କରିବେ ତାପସୀ!
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଲୁକ୍ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୨୦୨୧ରେ ତାପସୀଙ୍କର ଦୁଇଟି ଫିଲ୍ମ ହସିନ ଦିଲ୍ରୁବା ଏବଂ ରଶ୍ମୀ ରକେଟ ହିଟ୍ ହୋଇଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ଅଭିନେତା ଶାହାରୁଖ ଖାନ୍ଙ୍କ ସହ ଫିଲ୍ମ…
ଆକ୍ସନ ନିଶା
କ୍ରିତି ସାନନ୍ ମାଇଣ୍ଡ ମେକ୍ଅପ୍ କରିଛନ୍ତି। ଯାହାହେଲେ ମଧ୍ୟ ସେ ଫାଇଟ୍ ଶିଖିବେ। ପୁଣି ଷ୍ଟଣ୍ଟ ଶଟ୍ ଦେବାକୁ ମଧ୍ୟ ଅଭ୍ୟାସ କରିବେ। ହେଲେ ହଠାତ୍ ତାଙ୍କ ମନରେ ଏଭଳି ଭାବନା କାହିଁକି ଉଦ୍ରେକ ହେଲା? କଥା କ’ଣ କି ନିକଟରେ…
ଅଭ୍ୟାସରେ ମନ
‘ଦବଙ୍ଗ’ ଗର୍ଲ ସୋନାକ୍ଷୀ ସିହ୍ନା ନିକଟରେ ଏକ ନୂଆ ସିନେମା ସାଇନ୍ କରିଛନ୍ତି। ଖାସ୍ କଥା ହେଲା, ଏହି ଫିଲ୍ମରେ କାହାଣୀ ବ୍ୟତୀତ ଗୀତକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯେହେତୁ ଏହାକୁ ଏକ ମ୍ୟୁଜିକାଲ ହିଟ୍ କରିବାକୁ ପ୍ରଯୋଜକ ସ୍ଥିର କରିଛନ୍ତି,…
କ’ଣ କରୁଛନ୍ତି କରୀନା
କଥାରେ ଅଛି ବସିବାଠାରୁ କାଶିବା ଭଲ। ତେଣୁ ଘରେ ବା ବସି ବସି କାହିଁକି ବୋର୍ ହେବେ, ତେଣୁ ତାଙ୍କ ମୁଣ୍ଡକୁ ଏକ ଆଇଡିଆ ଜୁଟିଛି। ପ୍ରତିଦିନ କିଛି ସମୟ ସେ ଗାର୍ଡେନିଂ ପାଇଁ ଦେଉଛନ୍ତି। ସେ କିଏ ଜାଣନ୍ତି ?…
ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ପୁଷ୍ପା,ଏବେଠୁ ବଢିଲାଣି କ୍ରେଜ୍
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’ ଡିସେମ୍ବର ୧୭ ରେ ଥିଏଟର ରିଲିଜ ହେବା ପରଠୁ ଏହାକୁ ଦେଖିବାକୁ ପ୍ରସଂଶକଙ୍କ ଭିଡ ଲାଗିଛି। ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଯୋଡିକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ଦର୍ଶକ। ଏହି ଫିଲ୍ମ…
୧୦୦ କୋଟିର ମାଲିକାଣୀ ଡିମ୍ପଲ ଗର୍ଲ
ମୁମ୍ବାଇ: ବଲିଉଡ୍ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ବୁଧବାର ତାଙ୍କ ୩୬ତମ ଜନ୍ମଦିନ ପାଳିଛନ୍ତି। ବଲିଉଡ୍ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ୍ରେ ୧୫ ବର୍ଷର କ୍ୟାରିୟର ମଧ୍ୟରେ ଦୀପିକାଙ୍କ ପ୍ରଥମ…
୮୩ ସ୍ଥିତି ଜିରୋଠୁ ଖରାପ
ମୁମ୍ବାଇ,୫।୧: ରଣବୀର ସିଂଙ୍କ ଫିଲ୍ମ ‘୮୩’ ବକ୍ସ ଅଫିସରେ ପୂରା ଫେଲ୍ ମାରିଛି। ଭାରତୀୟ କ୍ରିକେଟ ଇତିହାସର ସବୁଠୁ ଉଜ୍ଜଳ ଅଧ୍ୟାୟ ୧୯୮୩ ବିଶ୍ୱକପ୍ ବିଜୟ ଉପରେ ଆଧାରିତ ଫିଲ୍ମ ୨୦୨୧, ଡିସେମ୍ବର ୨୪ ତାରିଖରେ ରିଲିଜ ହୋଇଥିଲା। ଭଲ ରିଭ୍ୟୁ…
ଅର୍ଜୁନଙ୍କ ଖୁସି କହିଲେ ନ ସରେ
ମୁମ୍ବାଇ: ଅଭିନେତା ଅର୍ଜୁନ ବିଜ୍ଲାନିଙ୍କ ଖୁସି କହିଲେ ନ ସରେ। ଏବେ ସେ ଏତେ ଖୁସି ଯେ, ତାଙ୍କ ପାଦ ତଳେ ଲାଗୁନି। ଖାସ୍ ଏଥିପାଇଁ ସେ ପାର୍ଟି ଦେବେ ବୋଲି ବି କହିସାରିଲେଣି। କାରଣଟି ହେଲା ଅର୍ଜୁନଙ୍କ କରୋନା ରିପୋର୍ଟ…
Archives


