ବିବାହର ୧୧ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ମାତାପିତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ମା’ ହେବା ଯାଉଛନ୍ତି ଦେବିନା। ଖୁସି ଖବର ପ୍ରକାଶ କରି…
ଦିନେ ଯାହାଙ୍କୁ ଡାକୁଥିଲେ ଅଙ୍କଲ୍, ଆଜି ସେ ସ୍ବାମୀ
୮୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଅମୃତା ସିଂ। ଆଜି ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦୁଇଥର ପ୍ରେମରେ ପ୍ରତାରଣା ହେବା ପରେ ଅମୃତା ସିଂ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କୁ ବିବାହ କରିଥିଲେ। ସେତେବେଳେ ସୈଫ ବଲିଉଡରେ…
ମା’ କୋଳ ସ୍ବର୍ଗ
ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସେ ଏବେ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି କିନ୍ତୁ ଏଥିରୁ ସମୟ ବାହାର କରି ସେ ନିଜ ପରିବାର ସମୟ ବିତାଇବାକୁ…
ଅକ୍ଷୟଙ୍କୁ କପିଲ ଦେଇଥିଲେ ଧୋକା! ସମ୍ପର୍କରେ ତିକ୍ତତାକୁ ନେଇ କମେଡିଆନ୍ କହିଲେ…
ବମ୍ବେ: ଖିଲାଡ଼ି କିଙ୍ଗ ଅକ୍ଷୟ କୁମାରଙ୍କ ସହ ସମ୍ପର୍କରେ ତିକ୍ତତାକୁ ନେଇ ଚର୍ଚ୍ଚାରେ ଥିଲେ କମେଡିଆନ୍ କପିଲ ଶର୍ମା। ଏକ ଫିଲ୍ମର ପ୍ରମୋଶନରେ ଅଭିନେତା ଆସିଥିବା ବେଳେ କପିଲ କହିଥିବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା। ଏହାକୁ ନେଇ…
ୟଙ୍ଗଷ୍ଟରଙ୍କୁ ଦିୱାନା କଲେ ଅନନ୍ୟା
ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ତଥା ଷ୍ଟାର କିଡ୍ ଅନନ୍ୟା ପଣ୍ଡେ ତାଙ୍କ ଅପକମିଂ ମୁଭି ‘ଗହରାଇୟା’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚରେ । ଏହି ମୁଭି ୧୧ ଫେବୃୟାରୀକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ଏହା ପୁର୍ବରୁ ମୁଭିର…
ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ରୋଲ୍ ହେଲେ ନୀଳନୟନା
ସୁରସାମ୍ରାଜ୍ଞୀ ଲତା ମଙ୍ଗେସ୍କର ଫେବୃୟାରୀ ୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରାଜନୀତି ଏବଂ ଫିଲ୍ମ ଜଗତ ସହ ଜଡିତ ସମସ୍ତ ସେଲିବ୍ରିଟି ଲତା ଦିଦିଙ୍କୁ ବିଦାୟ ଦେବାକୁ ଶିବାଜୀ ପାର୍କରେ ପହଞ୍ଚିଥିଲେ। ଏଥି ସହିତ, ପ୍ରଶଂସକ ଏବଂ ସେଲିବ୍ରିଟମାନେ ସୋସିଆଲ…
ଫିଲ୍ମରେ ଏକାଠି ନଜର ଆସିବେ ଅକ୍ଷୟ-ଟାଇଗର
ବଲିଉଡ୍ ଅଭିନେତା ଅକ୍ଷୟ କୁମାର-ଟାଇଗର ଶ୍ରଫ୍ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି କାମ କରିବେ। ବଲିଉଡର ଦୁଇ ଆକ୍ସନ ହିରୋ ଅଲି ଅବ୍ବାସ ଜାଫରଙ୍କ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ। ତେବେ ନିର୍ମାତା ଫିଲ୍ମର ପ୍ରଥମ…
ନେହା ଭାସିନ୍ କରୋନା ସଂକ୍ରମିତ
ମୁମ୍ବାଇ: ‘ବିଗ୍ ବସ’-୧୫ ଫେମ ତଥା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି। ସେନେଇ ନେହା ନିଜେ ପଜିଟିଭ୍ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଗତ ୪୮ ଘଣ୍ଟା ଧରି ଜ୍ୱରରେ ପୀଡିତ ଅଛନ୍ତି। ଇନଷ୍ଟାଗ୍ରାମରେ ସେ…
ସାଙ୍ଗମାନଙ୍କ ସହ ଭାଇରାଲ ହେଉଛି ସାମନ୍ଥାଙ୍କ ଫଟୋ
ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ପାଇଁ ନିଜ ଫଟୋ ଏବଂ ଭିଡିଓ ଶେୟାର କରନ୍ତି । ବର୍ତ୍ତମାନ ସାମନ୍ଥା ନିଜ ସାଙ୍ଗମାନଙ୍କ ସହିତ ସମୟ ବିତାଉଥିବା ନଜର ଆସିଛନ୍ତି।…
ମହାଭାରତର ଭୀମ ପ୍ରବିଣ କୁମାରଙ୍କ ପରଲୋକ
ମୁମ୍ବାଇ: ବି ଆର୍ ଚୋପ୍ରାଙ୍କ ମହାଭାରତର ଭୀମ ଚରିତ୍ରରେ ଅଭିନୟ କରୁଥିବା କଳାକାର ପ୍ରବିଣ କୁମାର ସୋବତିଙ୍କର ପରଲୋକ ହୋଇଛି । ସୋମବାର ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବେଶ କିଛିଦିନ ହେବ ସେ…
ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ଶାହରୁଖ, ଆଲିଆଙ୍କ ଏହି ଫିଲ୍ମ
ଶାହରୁଖ ଖାନ୍ ଓ ଆଲିୟା ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂଙ୍ଗ୍ସ’ ପ୍ରେକ୍ଷାଳୟରେ ରିଲିଜ୍ ନ ହୋଇ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଫିଲ୍ମଟି ଶାହରୁଖ ଓ ଆଲିୟାଙ୍କ ପ୍ରଡକ୍ସନ ହାଉସ ଦ୍ବାରା ପ୍ରସ୍ତୁତ ହୋଇଛି। ଏହା ଏକ…
ଏହି ଦିନ ରିଲିଜ୍ ହେବ ମୋହନଲାଲଙ୍କ ଫିଲ୍ମ
ମୋହନଲାଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରାଟ୍ଟୁ ଫେବୃଆରୀ ୧୮ରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ଏନେଇ ସୋମବାର ମାଲାୟାଲମ ସୁପରଷ୍ଟାର ଟୁଇଟ୍ରେ ଫିଲ୍ମର ଏକ ନୂଆ ପୋଷ୍ଟର ସହିତ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ବି ୟୁନିକୃଷ୍ଣଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।…
Archives


