ମନୋରଞ୍ଜନ

୧୧ତମ ବିବାହ ବାର୍ଷିକୀ ପାଳନ କଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପତ୍ନୀ ସ୍ନେହା ରେଡ୍ଡିଙ୍କ ସହ ୧୧ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଅଭିନେତା ତଥା ପୁଷ୍ପା ଫେମ ବିବାହ ବାର୍ଷିକୀ ଅବସରରେ କେକ କାଟୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି…

ଅଲଗା ହେଲେ ପେମୀଯୁଗଳ, ପୋଷ୍ଟ ଶେୟାର କରି ଏମିତି ଲେଖିଲେ ଦିବ୍ୟା

ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦ ଅନେକ ସମୟରେ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଏହି ଯୋଡି ପରସ୍ପରଠାରୁ ଅଲଗା ହୋଇଯାଇଥିବା ସମସ୍ତଙ୍କୁ ଚକିତ କରିଛି । ନିକଟରେ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦଙ୍କ ମଧ୍ୟରେ…

ଜନ୍ମଦିନରେ ପ୍ରଶଂସକଙ୍କୁ ଚକିତ କଲେ ଅନୁପମ

ବଲିଉଡ୍‌ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାରାଂଶ’ରୁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ଗତ ତିନି ଦଶନ୍ଧି ଧରି ହିନ୍ଦୀ ସିନେମାରେ ନିଜ ଅବଦାନ ଦେଇଛନ୍ତି…

ଘରୁ ଟଙ୍କା ଚୋରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କରିଥିଲେ ପୋଲିସକୁ ଫୋନ୍‌

ବଲିଉଡ ଅଭିନେତା ଅନୁପମ ଖେର ପ୍ରତ୍ୟେକ ଥର ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତନ୍ତି। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏପର୍ଯ୍ୟନ୍ତ ସମସ୍ତ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଦୀର୍ଘ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଜଲଓ୍ବା ଦେଖାଇ ଆସୁଥିବା ଅନୁପମ…

ଏହି କାରଣ ପାଇଁ ଫିଲ୍ମଠାରୁ ଦୂରେଇ ଯାଇଛନ୍ତି ବିପାଶା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଛନ୍ତି। ଶେଷଥର ପାଇଁ ସେ ୨୦୧୫ରେ ଫିଲ୍ମ ‘ରାଜ୍‌’ରେ ଅଭିନୟ କରିଥିଲେ। ସେ ଦୁଇ ବର୍ଷ ତଳେ ଓ୍ବେବ୍‌ ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିଥିଲେ। ୭ ବର୍ଷ ଧରି…

ନିର୍ଦ୍ଦେଶକଙ୍କୁ ଅଭିଶାପ ଦେଇଥିଲେ ଅନୁପମ

ବଲିଉଡ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୭, ୧୯୫୫ରେ ଜନ୍ମ ହୋଇଥିବା ଅନୁପମ ତାଙ୍କ କ୍ୟାରିୟରରେ ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଏବେବି ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି। ଖୁବ ଶୀଘ୍ର…

ସୈଫ୍‌ଙ୍କ ଉପରକୁ ହାତ ଉଠାଇଲେ ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ବଡ଼ ପୁଅ ତୈମୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ରାଗିକି ବାପା ସୈଫ୍‌ଙ୍କୁ ହାତ ଉଠାଉଥିବା ଭିଡିଓ ଭାଇରାଲ ହୋଇଛି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ…

ବୋଲ୍ଡ ହେବାର ରାଜ୍‌ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡ ଫଟୋ ଶେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିକି ଏହି ବୋଲ୍ଡନେସକୁ ନେଇ ସେ ଅଧିକାଂଶ ସମୟରେ ଟ୍ରୋଲ୍‌ ବି ହୋଇଥାନ୍ତି। ଏପରିକି ଅନେକ ୟୁଜର ସୋସିଆଲ ମିଡିଆରେ ତାଙ୍କୁ…

ପୁଣି ବାଦାମ ବିକିବେ ‘କଚା ବାଦାମ୍‌’ ଷ୍ଟାର୍‌

‘କଚା ବାଦାମ’ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ଭୁବନ ବାଦକର ଆଜିକାଲି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ଗୀତ ଭାଇରାଲ ହେବା ପରେ ନିଜକୁ ଜଣେ…

ଦର୍ଶକଙ୍କୁ ପସନ୍ଦ ଆସିଲାନି ଅମିତାଭଙ୍କ ‘ଝୁଣ୍ଡ’

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ରହିଛି ମନୋରଞ୍ଜନ ଦୁନିଆରେ ଏକ ଭିନ୍ନ ପରିଚୟ । ତାଙ୍କର ବିକଳ୍ପ କେହି ନାହିଁ କହିଲେ ଚଳେ । ୭୯ ବର୍ଷ ବୟସରେ ବି ସେ ଦର୍ଶକଙ୍କୁ ପୂର୍ବଭଳି ବାନ୍ଧି ରଖିବାରେ ବେଶ ପାରଙ୍ଗମ…

ସବାଙ୍କ ଫ୍ୟାନ୍‌ ହେଲେ ହ୍ରିତିକ୍‌ଙ୍କ ସମ୍ପର୍କୀୟ

ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ଏବେ ତାଙ୍କ ସିକ୍ରେଟ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସବା ଆଜାଦଙ୍କ ସହିତ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ହେବ ସବା ଏବଂ ହ୍ରିତିକଙ୍କ ପରିବାରର ଘନିଷ୍ଠତା ମଧ୍ୟ…

ଝିଅକୁ ଡାକ୍ତର କରିବାକୁ ଚାହୁଁଥିଲେ ଶ୍ରୀଦେବି

ମୁମ୍ବାଇ: ବଲିଉଡ୍ ନାୟିକା ତଥା ଷ୍ଟାର କିଡ୍ ଜାହ୍ନବୀ କପୁର ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍ ଦୁନିଆର ପ୍ରଥମ ଫିମେଲ ସୁପରଷ୍ଟାର ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ । ପିତା ବୋନି କପୁର ବଲିଉଡରେ ଜଣେ ଆଗ ଧାଡିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri