‘ବଚ୍ଚନ ପାଣ୍ଡେ’ର ନୂଆ ଗୀତରେ ଜମୁଛି ଜ୍ୟାକଲିନ-ଅକ୍ଷୟଙ୍କ କେମେଷ୍ଟ୍ରି
ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ ରିଲିଜ୍ ହୋଇଛି । ଆକ୍ସନ, କମେଡିର ନିର୍ମାତା ସମ୍ପୂର୍ଣ୍ଣ ଗୀତଟିକୁ ସୋସିଆଲ ମିଡିଆରେ ରିଲିଜ୍ କରିସାରିଛନ୍ତି । ଏହି ଗୀତଟିକୁ ଏକ ମେଳାର ପୃଷ୍ଠଭୂମୀରେ ଶୁଟିଂ କରାଯାଇଛି…
ପର୍ସ ଚୋରି କରି ଗିରଫ ହେଲେ ଅଭିନେତ୍ରୀ
ବଙ୍ଗଳା ଫିଲ୍ମ ଅଭିନେତ୍ରୀ ରୂପା ଦତ୍ତଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି। କୋଲକାତାର ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ସେ ଚୋରି କରୁଥିବାବେଳେ ଧରାପଡିଥିଲେ। ବିଦ୍ଧନଗର ଉତ୍ତର ପୋଲିସ ଷ୍ଟେଶନ ସୂତ୍ରରୁ ପ୍ରକାଶ ଯେ, ମାର୍ଚ୍ଚ ୧୨ରେ ମେଳାରେ ଜଣେ ମହିଳା…
ବୋଲ୍ଡ ହେଲେ ଦୀପିକା, ପ୍ରଶଂସକ ପାଗଳ
ମୁମ୍ବାଇ,୧୩ା୩: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଆକ୍ଟିଭ୍। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହିତ ତାଙ୍କର ହଟ୍ ଫଟୋ ଏବଂ ଶେୟାର କରିଥାନ୍ତି। ଏବେ ଦୀପିକାଙ୍କ ଏକ ଫଟୋ ଖୁବ୍ ଚର୍ଚ୍ଚାରେ ରହିଛି।…
ଟିଏମ୍ସିରେ ସାମିଲ ହେଲେ ଶତ୍ରୁଘ୍ନ ସିହ୍ନା
ମୁମ୍ବାଇ,୧୩ ।୩: ବଲିଉଡ୍ର ସେ ସମୟର ଆଗଧାଡିର କଳାକାରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶତ୍ରୁଘ୍ନ ସିହ୍ନା । କିଛିଦିନ ହେବ ସେ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇ ସକ୍ରିୟ ରାଜନୀତି କରୁଥିଲେ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ…
ଫିଲ୍ମ ଦ କଶ୍ମୀର ଫାଇଲସକୁ ପସନ୍ଦ କରୁଛନ୍ତି ଲୋକେ, ପ୍ରଧାନମନ୍ତ୍ରୀ ବି ନିଜକୁ ଅଟକାଇ ପାରିଲେନି
ଅନୁପମ୍ ଖେର୍ ଅଭିନୀତ ଫିଲ୍ମ ଦ କଶ୍ମୀର ଫାଇଲସକୁ ଭଲ ରିଭ୍ୟୁଜ ମିଳୁଛି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଙ୍କୁ ପ୍ରାୟ ସମସ୍ତେ ପ୍ରଶଂସା କରୁଛନ୍ତି । କେବଳ ସାଧାରଣ ଲୋକେ ନୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏହି…
୨୭-୨୮ ଫିଲ୍ମକୁ ନା କରିଛନ୍ତି ଏହି ଅଭିନେତ୍ରୀ; ରବି ଶାସ୍ତ୍ରୀଙ୍କ ସହ ସମ୍ପର୍କ ନେଇ…
ବମ୍ବେ: ଆଜି ଜନ୍ମଦିନ ପାଳୁଛନ୍ତି ବଲିଉଡ୍ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ନିମ୍ରତ କୌର। ୧୯୮୨ ମାର୍ଚ୍ଚ ୧୩ରେ ରାଜସ୍ଥାନର ପିଲାନୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ବାପା ସେନାରେ ଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଶହୀଦ ହୋଇଯାଇଥିଲେ। ପରେ ନିମ୍ରତ…
ବୋଲ୍ଡ ଲୁକ୍ ପାଇଁ ଟ୍ରୋଲ୍ ହେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ସାଉଥ୍ ଅଭିନେତ୍ରୀଙ୍କ ମଧ୍ୟରୁ ସାମନ୍ଥା ରୁଥ୍ପ୍ରଭୁ ଅନ୍ୟତମ। ସେ ତାଙ୍କର ଫ୍ୟାଶନ ଏବଂ ଲୁକ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ଏଥର ଅଭିନେତ୍ରୀଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଛି। ସେ ତାଙ୍କର ବୋଲ୍ଡ ଲୁକ୍ ପାଇଁ ଟ୍ରୋଲ୍ ହୋଇଛନ୍ତି। ସାମନ୍ଥା ମଧ୍ୟ…
ମା’ ହେଲେ ପୂଜା ବାନାର୍ଜୀ, ଘରକୁ ଆସିଲେ ନୂଆ ଅତିଥି
‘କସୋଟିି ଜିନ୍ଦେଗୀ କି ୨’ ଏବଂ ‘କୁମ୍ କୁମ ଭାଗ୍ୟ’ ଭଳି ଟିଭି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପୂଜାଙ୍କ ଭାଇ ନୀଲ ବାନାର୍ଜୀ ଏକ ଇଣ୍ଟରଭ୍ୟୁରେ ଏହି…
ପରଦାରେ ଟକ୍କର ଦେଉଛି ‘ଦ କଶ୍ମୀର ଫାଇଲ୍ସ’: ବ୍ୟବସାୟରେ ରଚିଲା କୀର୍ତ୍ତିମାନ
ବମ୍ବେ: ସୁପରଷ୍ଟାର ପ୍ରଭାସଙ୍କ ‘ରାଧେ ଶ୍ୟାମ’କୁ ପରଦାରେ ଟକ୍କର ଦେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ମାତ୍ର ୬୩୦ ସିନେମାହଲ୍ରେ ରିଲିଜ ହୋଇଥିଲେ ହେଁ କୀର୍ତ୍ତିମାନ ରଚିଛି ଫିଲ୍ମ। ପ୍ରଥମ ଦିନରେ ଏହା ୩.୫୫ କୋଟି…
ଇନଷ୍ଟାଗ୍ରାମରେ ୪୬ ମିଲିୟନ ଟପିଲା ଉର୍ବଶୀଙ୍କ ପ୍ରଶଂସକଙ୍କ ସଂଖ୍ୟା
ମୁମ୍ବାଇ: ବଲିଉଡ ନାୟିକା ଉର୍ବଶୀ ରୌତେଲାଙ୍କର ଫ୍ୟାନ୍ ଫଲୋଇଙ୍ଗ ସଂଖ୍ୟା ବହୁତ ଅଧିକ । ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ପଲୋୟର୍ସଙ୍କ ସଂଖ୍ୟା ୪୬ ମିଲିୟନ ଅତିକ୍ରମ କରିଛି । ଏହାକୁ ନେଇ ଉର୍ବଶୀ ଖୁସି ପ୍ରକାଶ କରିଛନ୍ତି । ନିକଟରେ ଅନ୍ତର୍ଜାତୀୟ…
ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ
ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି ’ନେଇ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ…
୨୬ ଜୁନରେ ପାଳନ କରାଯାଇଥାଏ ଶ୍ରେୟା ଘୋଷାଲ ଡେ’
ମୁମ୍ବାଇ: ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗିୟ ଲଳନା ଶ୍ରେୟା ଘୋଷାଲ ଆଜି ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗର ବେହରାମପୁରରେ ଜନ୍ମ ନେଇଥିଲେ ଶ୍ରେୟା । ପିଲାଟିବେଳୁ ସଙ୍ଗିତ ପ୍ରତି ରୁଚି…
Archives


