ବ୍ରିଟିଶ୍ ଏକାଡେମି ଫିଲ୍ମ ଆଓ୍ବାର୍ଡ: ‘ଦି ପାଓ୍ବାର ଅଫ୍ ଡଗ୍’କୁ ଶ୍ରେଷ୍ଠ ଫିଲ୍ମ, ଓ୍ବିଲ୍ ସ୍ମିଥ୍ ଶ୍ରେଷ୍ଠ ଅଭିନେତା
ଲଣ୍ଡନ,୧୪।୩: ଲଣ୍ଡନର ରୟାଲ୍ ଆଲବର୍ଟ ହଲ୍ରେ ରବିବାର ୭୫ତମ ବ୍ରିଟିଶ୍ ଏକାଡେମି ଫିଲ୍ମ ଆଓ୍ବାର୍ଡ (ବିଏଏଫ୍ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ‘ଦି ପାଓ୍ବାର ଅଫ୍ ହଗ୍’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ହଲିଉଡ୍ ଅଭିନେତା ଓ୍ବିଲ୍…
ଗୁଜରାଟ, ମଧ୍ୟପ୍ରଦେଶ-ହରିଆଣା ପରେ ଏବେ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ,୧୪।୩: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ପିଲ୍ମ ସିନେମା ହଲ୍ରେ ରିଲିଜ୍ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଦ…
ଜେଲରେ ‘ଦଶଭି’ର ପ୍ରସ୍ତୁତି କରିବେ ଅଭିଶେକ
ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଦଶଭି’ (Dasvi) ର ରିଲିଜ ଡେଟ ଘୋଷଣା ହୋଇଗଲାଣି । ଫିଲ୍ମରେ ଅଭିଶେକ ବଚ୍ଚନ ଓ ୟାମି ଗୌତମଙ୍କ ଯୋଡି ଦେଖିବାକୁ ମିଳିବ । ଅଭିଶେକ ଗଙ୍ଗା ରାମ ଚୌଧୁରୀ ଭୂମିକାରେ…
ଜାଣନ୍ତୁ ଅମିରଙ୍କ ଜନ୍ମଦିନରେ କିଏ ଜଣାଇଥିଲେ ପ୍ରଥମ ଶୁଭେଚ୍ଛା
ବଲିଉଡ୍ ଅଭିନେତା ଅମିର ଖାନ୍ଙ୍କୁ କିଏ ବା ନ ଜାଣେ। ସେ ତାଙ୍କର ଲୁକ୍ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ତେବେ ଆଜି ଅର୍ଥାତ୍ ମାର୍ଚ୍ଚ ୧୪ରେ ଅମିର ତାଙ୍କର ୫୭ ତମ ଜନ୍ମଦିନ ପାଳୁଛନ୍ତି। ପ୍ରସଂଶକଙ୍କ ଠାରୁ ସେଲିବ୍ରିଟି…
ଭାଇରାଲ ହେଉଛି ଅନୁପମଙ୍କ ଟୁଇଟର
ମୁମ୍ବାଇ: ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ର ପ୍ରଶଂସା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଦର୍ଶକ ହୁଅନ୍ତୁ ଅବା କ୍ରିଟିକ୍ସ, ରିଲିଜ ପରଠାରୁ ‘ଦ କଶ୍ମୀର ଫାଇଲ୍ସ’କୁ ବକ୍ସ ଅଫିସରେ ଖୁବ୍ ଭଲ ରେସପନ୍ସ ମିଳୁଛି । ଏହି ଫିଲ୍ମ…
ଟ୍ରୋଲ୍ ପରେ ଜ୍ୟାକଲିନ କହିଲେ ଏମିତି
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବୟ ଫ୍ରେଣ୍ଡ ସୁକେଶଙ୍କୁ ଇଡି ଗିରଫ କରିବା ପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ନାନା ପ୍ରଶ୍ନ ଉଠିଛି । ସୁକେଶଙ୍କ ନାମରେ ୨୦୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ହୋଇଥିବା ବେଳେ ସେ…
ଓଟିଟିରେ ରିଲିଜ ହେବ ‘ମିଶନ ସିଣ୍ଡ୍ରେଲା’
ବଲିଉଡ୍ର ଆକ୍ସନ ହିରୋ ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ତେବେ ତାଙ୍କର ନୂଆ ଫିଲ୍ମ ‘ମିଶନ ସିଣ୍ଡ୍ରେଲା’କୁ ନେଇ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଅକ୍ଷୟ…
ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା
ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା କନିକା କପୁର। ଆସନ୍ତା ମେ ମାସରେ କନିକା ଏନଆରଆଇ ବିଜନେସ ମ୍ୟାନ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ଗାୟିକାଙ୍କର ଦ୍ୱିତୀୟ ବିବାହ। ଗତ ୬ମାସ ଧରି ଗୌତମ ଏବଂ କନିକାଙ୍କ ମଧ୍ୟରେ…
ଜୁନ୍ରେ ଆରମ୍ଭ ହେବ କ୍ରିସ-୪ର ଶୁଟିଂ!
ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଏଇ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ତେବେ ହ୍ରିତିକ୍ ଏବେ ତାଙ୍କର ଅପକମିଙ୍ଗ୍ ଫିଲ୍ମର ଶୁଟିଂକୁ ନେଇ ଖୁବ ବ୍ୟସ୍ତ ଥିବା ଜଣାପଡିଛି। ଏହି ଫିଲ୍ମରେ…
କବିତା ପଢ଼ିଲେ ଆରାଧ୍ୟା, ମା-ଜେଜେ ବାପାଙ୍କ ସହ ତୁଳନା କଲେ ପ୍ରଶଂସକ
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାର କିଡ୍ଙ୍କ ମଧ୍ୟରୁ ଜଣେ। ମାତ୍ର ୧୦ ବର୍ଷ ବୟସରେ ତାଙ୍କର ଅନେକ ଫ୍ୟାନ୍ ଫଲୋଅର୍ସ ଅଛନ୍ତି। ଏବେ ସୋସିଆଲ ମିଡିଆରେ ଆରାଧ୍ୟାଙ୍କର ଏକ ଭିଡିଓ…
ଜନ୍ମଦିନରେ ଅମିରଙ୍କୁ ବଡ଼ ଉପହାର ଦେଲେ ପୂର୍ବତନ ସ୍ତ୍ରୀ
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆଜି ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଅମିକଙ୍କୁ ଜନ୍ବଦିନରେ ଏକ ଖାସ୍ ଉପହାର ମିଳିଛି। ଏହି ଉପହାରଟି ଦେଇଛନ୍ତି…
ଅମିର ଖାନ୍ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ହିନ୍ଦୀ ସିନେମାର ଜଣେ ଜଣାଶୁଣା ନାମ ହେଉଛନ୍ତି ଅମିର ଖାନ। ଦର୍ଶକମାନେ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରନ୍ତି। ସେ ଗୋଟିଏ କିମ୍ବା ଦୁଇ ବର୍ଷରେ ଗୋଟିଏ ଫିଲ୍ମ କରନ୍ତି। ଆଜି ଅମିର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ…
Archives


