ମନୋରଞ୍ଜନ

ରଣବୀରଙ୍କ ଯୋଗୁ ମାଆ ହୋଇ ପାରିବେ ନାହିଁ ଦୀପିକା!

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଇଣ୍ଡଷ୍ଟ୍ରିର ପାୱାର କପୁଲ ବୋଲି କୁହାଯାଏ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି କପୁଲ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବେଳେ ବେଳେ କିଛି ଫଟୋ ଓ ଭିଡିଓ…

‘ହିନ୍ଦୀ ଆଉ ଜାତୀୟ ଭାଷା ହୋଇ ରହି ନାହିଁ’

ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ ୨’ ବକ୍ସ ଅଫିସରେ ଧମାଲ କରୁଛି। କନ୍ନଡ ସୁପରଷ୍ଟାର ୟଶଙ୍କ ଅଭିନୀତ ଏହି ଫିଲ୍ମଟି କନ୍ନଡ, ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟାଲମ ଭାଷାରେ ରିଲିଜ୍‌ କରାଯାଇଛି। ନିକଟରେ ଫିଲ୍ମ ‘ଆର: ଡେଡଲିଷ୍ଟ ଗ୍ୟାଙ୍ଗଷ୍ଟର ଏଭର’ର…

ପୁଅର ଫଟୋ ଶେୟାର କରି ଭାରତୀ ଲେଖିଲେ ଏମିତି

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ମା’ ହେବା ପରଠାରୁ ପ୍ରଶଂସକମାନେ ତାଙ୍କ ପୁଅର ଫଟୋ ଦେଖିବା ପାଇଁ ଚାତକ ପରି ଚାହିଁଥାନ୍ତି। ଯେତେବେଳେ ଭାରତୀ ବାହାରକୁ ଯାଆନ୍ତି, ସୋସିଆଲ ମିଡିଆରେ ଫଟୋଗ୍ରାଫର ଏବଂ ତାଙ୍କ ପ୍ରଶଂସକମାନେ ପୁଅର ମୁହଁ ଦେଖାଇବାକୁ…

ଏତିକି ଟଙ୍କା ଫିସ୍‌ ନିଅନ୍ତି ସଲମାନଙ୍କ ଅଙ୍ଗରକ୍ଷୀ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ସହିତ ଛାଇ ଭଳି ରହୁଥାନ୍ତି ତାଙ୍କ ଅଙ୍ଗରକ୍ଷୀ ଶେରା। ସଲ୍ଲୁଙ୍କ ପରି ଶେରା ମଧ୍ୟ ଚର୍ଚ୍ଚାରେ ଥାନ୍ତି। କୁହାଯାଏ ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ ମଧ୍ୟ ଶେରାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମିତ ହୋଇଥିଲା। ଏହି ଫିଲ୍ମରେ…

ବରୁଣଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ

ବଲିଉଡ୍‌ ଅଭିନେତା ବରୁଣ ଧାୱନ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ସାଥୀ କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ବର୍ଷ ବରୁଣ ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିଲେ,…

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖାସ୍‌ ଉପହାର ଦେଲେ ଅନୁପମ ଖେର

ମୁମ୍ବାଇ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ବଲିଉଡ ଅଭିନେତା ଅନୁପମ ଖେର। ସେ ବ୍ୟକ୍ତିଗତ ଏବଂ ଅଭିନୟ ଜୀବନ ସହ ଜଡ଼ିତ ଅନେକ କିଛି ଅପ୍‌ଡେଟ୍‌ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି। ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ନେଇ ଚର୍ଚ୍ଚାରେ।…

ସୋନୁଙ୍କୁ ମିଳୁନି ନେଗେଟିଭ ରୋଲ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଏବେ ନିଜ ସମ୍ପର୍କରେ ପ୍ରଶଂସକଙ୍କ ସହ ଖୋଲାଖୋଲି କଥା ହୋଇଛନ୍ତି । କରୋନା ମହାମାରୀ ସମୟରେ ଅନେକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ପ୍ରାୟ…

ବିକ୍ରମ ଭଟ୍ଟଙ୍କ ଫିଲ୍ମରୁ ବଲିଉଡ ଏଣ୍ଟ୍ରି କରିବେ ଅଭିକା

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ଅଭିକା ଗୋର ଖୁବ୍ କମ୍ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ବାଳିକା ବଧୂ’ ଧାରାବାହିକ ମାଧ୍ୟମରେ ସେ ଘରେ ଘରେ ପରିଚତ ହୋଇଯାଇଥିଲେ । ଏହାପରେ ସେ…

ସଂଳାପ ଲେଖକ ଜନ୍‌ ପଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ପ୍ରଖ୍ୟାତ ମାଲାୟଲମ ସଂଳାପ ଲେଖକ ଜନ୍‌ ପଲ୍‌ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ କାରଣରୁ ବହୁ ରୋଗରେ ଜନ୍‌ ଆକ୍ରାନ୍ତ ଥିଲେ ଜନ୍‌। ତେବେ ନିଶ୍ୱାସ ନେବାରେ ଅସୁବିଧା…

ମୁମ୍ବାଇରେ ସ୍ମିଥ୍‌

ମୁମ୍ବାଇ,୨୪।୪: ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌ଙ୍କୁ ମୁମ୍ବାଇର କଲିନା ଏୟାରପୋର୍ଟରେ ସ୍ପଟ୍‌ କରାଯାଇଛି। ସ୍ବିଥ୍‌ କେଉଁ କାରଣରୁ ଭାରତ ଆସିଛନ୍ତି ତାହା ଜଣାପଡ଼ି ନାହିଁ। ସେ ଇଶା ଫାଉଣ୍ଡେଶନ୍‌ର ମୁଖ୍ୟ ସଦ୍‌ଗୁରୁଙ୍କ ସହ ସାକ୍ଷାତ ସାଙ୍ଗକୁ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହେବା…

ବୋଲ୍ଡ ଫଟୋ ଶେୟାର କଲେ ଶ୍ୱେତା

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ କଳା ଏବଂ ଧଳା ରଙ୍ଗର ଜେବ୍ରା ପ୍ରିଣ୍ଟିଂ ଡିପ୍‌ ନେକ୍‌ ଡ୍ରେସ୍‌ରେ ନଜର ଆସିଛନ୍ତି।…

ରାଜସ୍ଥାନୀ ଲୁକ୍ସରେ ଜାହ୍ନବୀଙ୍କ ଫଟୋ ଶୁଟ୍ ଦେଖି ଦିୱାନା ହେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ତାଙ୍କ ଲୁକ୍ସକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ନିଜ ଭିନ୍ନ ଭିନ୍ନ ଲୁକ୍ସର ଫଟୋ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଶେୟାର କରିଥାଆନ୍ତି । ନିକଟରେ ଜାହ୍ନବୀ ତାଙ୍କର କିଛି ସୁନ୍ଦର ଫଟୋ ଶେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri