ଜନ୍ମଦିନରେ ମାନୁଷିଙ୍କ ପାଇଁ ବିଶେଷ ଉପହାର ପଠାଇଲେ ପୃଥ୍ୱିରାଜର ନିର୍ମାତା-ନିର୍ଦ୍ଦେଶକ
ମୁମ୍ବାଇ: ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପୃଥ୍ୱିରାଜ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଂୟୋଗିତା ଭୂମିକାରେ ନଜର ଆସିବେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷି ଛିଲ୍ଲର । ଏହା ତାଙ୍କର ଡେବ୍ୟୁ ଫିଲ୍ମ । ଏବେ ଏବେ…
ଲୁଟ୍ର ଶିକାର ହେଲେ ନେହାଙ୍କ ସ୍ବାମୀ ରୋହନପ୍ରିତ
ବମ୍ବେ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ସ୍ବାମୀ ରୋହନପ୍ରିତ ସିଂ ଲୁଟ୍ର ଶିକାର ହୋଇଛନ୍ତି। ହିମାଚଳ ପ୍ରଦେଶର ଏକ ନାମୀଦାମୀ ହୋଟେଲରେ ରହଣୀ ସମୟରେ ଏଭଳି ଘଟଣା ଘଟିଛି। ରୋହନପ୍ରିତଙ୍କ ଆପଲ ଘଣ୍ଟା, ଆଇଫୋନ ଏବଂ ହୀରାର ମୁଦି ଆଦି…
ଟ୍ରୋଲ୍ ହେବା ପରେ ବି ବିକିନି ଫଟୋ ଶେୟାର କରି ଜବାବ ଦେଲେ ଇରା
ବମ୍ବେ: ସୋସିଆଲ ମିଡିଆରେ କରୁଥିବା ପ୍ରତିଟି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆମିର ଖାନଙ୍କ ଝିଅ ଇରା ଖାଁ। ନିକଟରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରିଥିଲେ। ଏଥିରେ ସେ ବିକିନି ପିନ୍ଧିଥିବା ନଜର ଆସିଥିଲେ। ଏହାର କିଛି ଫଟୋ…
ପୁଣି ରୋମାଣ୍ଟିକ୍ ହେଲେ ରାକ୍ଷୀ, ରିତେଶଙ୍କ ପରେ କିଏ ପଚାରିଲେ…
ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବୃତ୍ତିଗତ ହେଉ କି ବ୍ୟକ୍ତିଗତ ଜୀବନ ସର୍ବଦା ଆଲୋଚନାରେ ରହିବା ପାଇଁ ସେ କିଛିନା କିଛି କରିଥାନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ରାକ୍ଷୀ ତାଙ୍କ ପ୍ରଂଶସକ ଙ୍କ ପାଇଁ କିଛି ନା…
ଏତିକି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ମାଧୁରୀ
ମୁମ୍ବାଇ: ବଲିଉଡ୍ର ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ଙ୍କ ଆଜି ଅର୍ଥାତ୍ ମେ’ ୧୫ରେ ଜନ୍ମଦିନ। ମାଧୁରୀ ୧୬ ବର୍ଷ ବୟସରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ଆଜି ମାଧୁରୀ ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ମାଧୁରୀଙ୍କ ସ୍ବାମୀ ଡ.…
ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା
ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର ଅନେକ ବିବାଦରେ ବି ଫସି ଯାଇଛନ୍ତି । ତେବେ ସେ…
ଫିଲ୍ମରେ ଡେବ୍ୟୁ ପୂର୍ବରୁ ଝିଅଙ୍କୁ ଏହି ପରାମର୍ଶ ଦେଲେ କିଙ୍ଗ୍ ଖାନ୍
ମୁମ୍ବାଇ: ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଝିଅଙ୍କ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି କିଙ୍ଗ୍ଖାନ୍। ଏଥିରେ ସେ ଲେଖିଛନ୍ତି, ଜୟା ଅଖତରଙ୍କ ଫିଲ୍ମ ‘ଦି ଆର୍ଚିଜ’ରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସୁନ୍ଦର…
ଅକ୍ଷୟ କୁମାର କରୋନା ପଜିଟିଭ୍, କେନ୍ସ୍ ଫିଲ୍ମ ଫେଷ୍ଟିଭାଲରେ ଦେବେନି ଯୋଗ…
ମୁମ୍ବାଇ, ୧୪।୫ : ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେ ମେ’ ୧୭ରେ ହେବାକୁ ଥିବ ାକେନ୍ସ୍ ଫିଲ୍ମ ଫେଷ୍ଟିଭାଲ୍ରେ ଯୋଗ ଦେବେନି ବୋଲି ଶନିବାର ଟୁଇଟ୍ କରି ଜଣାଇଛନ୍ତି। କିଛି ଦିନ ଧରି…
ଏତେ ବଦଳି ଗଲେଣି କରିନାଙ୍କ ଅନ୍ସ୍କ୍ରିନ୍ ଭଉଣୀ
ବମ୍ବେ: ବଦଳିଗଲେଣି ‘ଜବ ଉଇ ମେଟ୍’ରେ ନାୟିକା କରିନା କପୁରଙ୍କ ଭଉଣୀ ଭୂମିକାରେ ନଜର ଆସିଥିବା ଭାମିକା ଗାବି। ଦିନକୁ ଦିନ ସେ ବେଶ ସୁନ୍ଦରୀ ଲାଗୁଥିବା ବେଳେ ଅଭିନୟରେ ନୂଆ ନୂଆ ସୋପାନ ଅତିକ୍ରମ କରୁଛନ୍ତି। ପଞ୍ଜାବୀ ସିନେମାଜଗତରେ ହଲଚଲ…
‘ଖତରୋଁ କେ ଖିଲାଡି’ରୁ ଅନୁପମାଙ୍କ ନଣନ୍ଦଙ୍କୁ ଆସିଛି ଡାକରା
ବମ୍ବେ: ଚର୍ଚ୍ଚାରେ ‘ଫିଅର ଫ୍ୟାକ୍ଟର: ଖତରୋଁ କେ ଖିଲାଡି’ର ଆସନ୍ତା ସିଜନ୍। ପ୍ରତିଦିନ ଏଥିରେ ନୂଆ ନୂଆ ନାମ ପ୍ରତିଯୋଗୀ ଭାବେ ଯୋଡ଼ି ହେଉଛି। ଏବେ ତାଲିକାରେ ଅନେରୀ ଭଜାନୀଙ୍କ ନାମ ସାମିଲ ହୋଇଛି। ଅନେରୀ ଷ୍ଟାର ପ୍ଲସରେ ପ୍ରସାରିତ ଲୋକପ୍ରିୟ…
ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖି ପ୍ରଶଂସକ କହିଲେ…
ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ ଇନଷ୍ଟାଗ୍ରାମରେ ଏକ ବୋଲ୍ଡ ଭିଡିଓ ଶେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ସେ ଗଣେଶ ଆଚାର୍ଯ୍ୟଙ୍କ ନିକଟରେ ରିଲିଜ ହୋଇଥିବା ଗୀତ ‘ଦେହାତି ଡିସ୍କୋ’ରେ…
ପୁଅର ପ୍ରଥମ ଜନ୍ମଦିନରେ ଭାବବିହ୍ବଳ ହେଲେ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜାଙ୍କ ପୁଅ ଅଭ୍ୟାନ ଆଜାଦ ରେଖୀଙ୍କୁ ଆଜି ଅର୍ଥାତ୍ ମେ’ ୧୪ରେ ବର୍ଷେ ପୂରିଛି। ପୁଅର ପ୍ରଥମ ଜନ୍ମଦିନରେ ଏକ ସ୍ବତନ୍ତ୍ର ଏବଂ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ଦିୟା…
Archives


