ମନୋରଞ୍ଜନ

ମହାରାଣୀ ୟେଶୁବାଈଙ୍କ ଭୂମିକାରେ ରଶ୍ମିକା

ମୁମ୍ବାଇ: ଆସନ୍ତା ଫେବୃଆରୀ ୧୪ରେ ମରାଠା ଶାସକ ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ‘ଛାବା’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଛତ୍ରପତି ସମ୍ଭାଜି ମହାରାଜଙ୍କ ଭୂମିକାରେ ଅଭିନେତା ଭିକି କୌଶଲ ନଜରକୁ ଆସିବେ। ସେହିପରି...

ଡିସଚାର୍ଜ ହେବା ପରେ ଠିକଣା ବଦଳାଇବେ ସୈଫ୍‌, ଏବେ ରହିବେ ଏଇଠି…

ମୁମ୍ବାଇ,୨୧।୧: ଆକ୍ରମଣ ପରେ ସୈଫ୍‌ ଅଲ୍ଲୀ ଖାନ ଏବେ ସୁସ୍ଥ ହେଉଛନ୍ତି। ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଖବର ଅଛି ଯେ ସୈଫ୍‌ଙ୍କୁ ଡିସଚାର୍ଜ ପରେ ନୂଆ ଘର ଫର୍ଚୁନ ହାଇଟ୍ସ ଆପାର୍ଟମେଣ୍ଟକଯିବେ। ସୈଫ୍‌ଙ୍କ ଅଫିସ ଫର୍ଚୁନ ହାଇଟ୍ସରେ...

ଅଭିନେତା ସୈଫଙ୍କୁ ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ମିଳିଲା କେତେ ଟଙ୍କା? ଭେଟିଛନ୍ତି କି କରିନା, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇ,୨୧।୧: ଜାନୁଆରୀ ୧୫ ରାତିରେ, ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ସେହି ସମୟରେ, ତାଙ୍କର ୮ ବର୍ଷର ପୁଅ ତୈମୁର ଅଲ୍ଲୀ ଖାନଙ୍କ ସହିତ ଅଭିନେତା...

ବଲିଉଡ୍‌ରେ ଅଭିନେତ୍ରୀଙ୍କୁ ମିଳେ ଅପ୍ରାସଙ୍ଗିକ ଚରିତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାୱତ ସୋମବାର ଏକ ସାକ୍ଷାତ୍‌କାରରେ କହିଛନ୍ତି, ୨୦୧୮ରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ’ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଁସାଲୀ ଅଫର ଦେଇଥିଲେ।...

ଧରାପଡ଼ିନାହାନ୍ତି ସୈଫ୍‌ଙ୍କ ପ୍ରକୃତ ଆକ୍ରମଣକାରୀ: ଅନ୍ଧାରରେ ମୁମ୍ବାଇ ପୋଲିସର ୩୫ ଟିମ୍‌

ବଲିଉଡ୍‌ ଷ୍ଟାର ସୈଫ୍‌ ଅଲୀ ଖାନ୍‌ଙ୍କ ବାନ୍ଦ୍ରା ଓ୍ବେଷ୍ଟ୍‌ସ୍ଥିତ ‘ସତ୍‌ଗୁରୁ ଶରଣ’ ବିଲ୍ଡିଂରେ ବୁଧବାର ରାତି ୨ଟା ୩୦ରେ ଜଣେ ବ୍ୟକ୍ତି ଅନୁପ୍ରବେଶକରି ତାଙ୍କୁ ୬ ଥର ଛୁରାମାଡ଼ କରିଥିଲେ। ଅନୁପ୍ରବେଶକାରୀ ଚୋରି ଉଦ୍ଦେଶ୍ୟରେ ସୈଫ୍‌ଙ୍କ ଘରକୁ ଯାଇଥିବା ତାଙ୍କ...

ସତରେ କ’ଣ ବାଂଲାଦେଶରୁ ଆସିଥିଲେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି? କୋର୍ଟରେ ଖୋଲିଲା ବଡ଼ ଗୁମର

ମୁମ୍ବାଇ,୧୯।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଥାନେ ପଶ୍ଚିମ ଅଞ୍ଚଳରୁ ଗିରଫ କରି ରବିବାର (୧୯ ଜାନୁଆରୀ, ୨୦୨୫) ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିଥିଲା। ମୁମ୍ବାଇ ପୋଲିସର ତଦନ୍ତକାରୀ ଅଧିକାରୀ...

‘ଏମରଜେନ୍ସି ଏମିତି ଏକ କ୍ୟାପସୁଲ..,’ କଙ୍ଗନାଙ୍କ ମୁଭି ଦେଖି କ’ଣ କହିଲେ ସଦ୍‌ଗୁରୁ ଜାଣନ୍ତୁ

ମୁମ୍ବାଇ,୧୯।୧: ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗ୍ଗି ବାସୁଦେବ ସୋସିଆଲ ମିଡିଆରେ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ର ପ୍ରଶଂସା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଏହି ଫିଲ୍ମଟି ଆମ ଇତିହାସର...

ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ, ଏହି କାମ ପାଇଁ ଭାରତ ଆସିଥିଲା ଅଭିଯୁକ୍ତ

ମୁମ୍ବାଇ,୧୯ା୧: ୧୬ ଜାନୁଆରୀ ବିଳମ୍ବିତ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ କହିଛନ୍ତି ଯେ ଜଣେ...

‘ବର୍ଡର-୨’ ଶୁଟିଂ ଆରମ୍ଭ

ମୁମ୍ବାଇ: ସିନେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପରଦାକୁ ଆସିବ ନବେ ଦଶକର ସୁପରହିଟ୍‌ ଚଳଚ୍ଚିତ୍ର ‘ବର୍ଡର’ର ଦ୍ୱିତୀୟ ଭାଗ ‘ବର୍ଡର-୨’। ଇତିମଧ୍ୟରେ ଆରମ୍ଭ ହୋଇଛି ଚଳଚ୍ଚିତ୍ରର ଶୁଟିଂ। ବାସ୍ତବତାର ରୂପରେଖ ଦେବାକୁ ଯାଇ ନିର୍ମାତାମାନେ ଝାନ୍ସିରେ ଏଥିଲାଗି ସ୍ବତନ୍ତ୍ର...

ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ଚଣ୍ଡିଗଡ଼,୧୮।୧: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏବଂ ଅନ୍ୟ ଶିଖ୍‌ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କ ‘ଏମର୍ଜେନ୍ସି’ ଫିଲ୍ମ ଶୁକ୍ରବାର ପଞ୍ଜାବର ସିନେମାହଲ୍‌ଗୁଡ଼ିକରେ ପ୍ରଦର୍ଶିତ ହୋଇନାହିଁ। ଉକ୍ତ ଚଳଚ୍ଚିତ୍ରକୁ ବେଆଇନ ଘୋଷଣା କରିବା...

ଟ୍ରକ୍‌ ଧକ୍କାରେ ଚାଲିଗଲା ଅଭିନେତାଙ୍କ ଜୀବନ, ଶୁଟିଂ ପାଇଁ ଯାଉଥିଲେ…

ମୁମ୍ବାଇ: ଟେଲି ଧାରାବାହିକ ‘ଧର୍‌ତିପୁତ୍ର ନନ୍ଦିନୀ’ ଫେମ୍‌ ଅଭିନେତା ଅମନ୍‌ ଜୈସଓ୍ବାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ବାଇକ୍‌ ଯୋଗେ ଶୁଟିଂକୁ ଯାଉଥିଲେ। ମୁମ୍ବାଇର ଜାଗେଶ୍ୱରୀ ହାଇଓ୍ବେରେ ଟ୍ରକ୍‌ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ୨୫-୩୦ ମିନିଟ୍‌ରେ...

ସୈଫଙ୍କ ଉପରେ ଆକ୍ରମଣ କରିଥିଲେ କି ‘ଶାହିଦ୍‌’? ହେଲା ବଡ଼ ଖୁଲାସା…

ମୁମ୍ବାଇ,୧୭।୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ପୋଲିସ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରୁଛି। ତାଙ୍କ ନାମ ‘ଶାହିଦ୍‌’ ବୋଲି ଜଣାପଡ଼ିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri