ମନୋରଞ୍ଜନ

ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁଥିଲେ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସାରା ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଶୁବମନ। ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ…

IIFA ଆଓ୍ବାର୍ଡରେ ସେରିମନିରେ ରେଖାଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଅଭିନେତ୍ରୀ କିସ୍‌ କରି କହିଲେ…

ମୁମ୍ବାଇ: ରବିବାର ଜୟପୁରରେ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (IIFA) ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (JECC)ରେ ଅନୁଷ୍ଠିତ ଏହି ଉତ୍ସବରେ ‘ଲାପତା ଲେଡିଜ’ ସର୍ବାଧିକ ୧୦ଟି ପୁରସ୍କାର ଜିତିଛି। ସେହିପରି, କାର୍ତ୍ତିକ ଆର୍ଯ୍ୟନଙ୍କୁ…

Photo: ବିକିନିରେ ଅନନ୍ୟା ପାଣ୍ଡେଙ୍କ କିଲର ଲୁକ୍, ବେଳାଭୂମିରେ କଲେ ମସ୍ତି…

ମୁମ୍ବାଇ: ବଲିଉଡର ସୁନ୍ଦରୀ ଡିଭା ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ଜୀବନର ସବୁଠାରୁ ଭଲ ପର୍ଯ୍ୟାୟରେ ଅଛନ୍ତି। ଅଭିନେତ୍ରୀ ପ୍ରତ୍ୟେକ ମୁହୂର୍ତ୍ତକୁ ଖୋଲାଖୋଲି ଉପଭୋଗ କରୁଛନ୍ତି। ଅଭିନେତ୍ରୀଙ୍କ ଖୁସି ତାଙ୍କ ସଦ୍ୟତମ ଇନଷ୍ଟା ପୋଷ୍ଟକୁ ଦେଖି ଅନୁମାନ କରାଯାଇପାରିବ। ପ୍ରକୃତରେ, ଅନନ୍ୟା…

ଲାପତା ଲେଡିଜ୍’ର ୧୭ ବର୍ଷୀୟା ନାୟିକା ଜିତିଲେ IIFA ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ମଞ୍ଚରେ କହିଲେ ବଡ଼ କଥା

ଜୟପୁର,୧୦।୩: ୨୦୨୫ ମସିହାର IIFA ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ (ମହିଳା) ଘୋଷଣା ସମୟରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ବର୍ତ୍ତମାନ ପିଢ଼ିର ତିନି ଜଣ ସବୁଠାରୁ ଲୋକପ୍ରିୟ ମହିଳା ତାରକା ଥିଲେ, ତାଙ୍କ ସହିତ ସମୀକ୍ଷକମାନଙ୍କ ଦ୍ୱାରା ପ୍ରଶଂସିତ ପ୍ରଦର୍ଶନ ପାଇଁ ଜଣାଶୁଣା…

ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ

ମୁମ୍ବାଇ: ବଲିଉଡ୍‌ରେ ଖୁବ୍‌ଶୀଘ୍ର ଆଉ ଜଣେ ଷ୍ଟାର୍‌କିଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ର ଶୁଟିଂ ଆରମ୍ଭ କରିଛନ୍ତି। ଏନେଇ ସେ…

IIFA ପୁରସ୍କାର ୨୦୨୫ ସମ୍ପୂର୍ଣ୍ଣ ବିଜେତା ତାଲିକା: ପୋଛିନେଲା ‘ଲାପତା ଲେଡିଜ୍’, କାର୍ତ୍ତିକ ଆର୍ଯ୍ୟନ୍ ଶ୍ରେଷ୍ଠ ଅଭିନେତା

ଜୟପୁର,୧୦।୩: ରବିବାର ଜୟପୁରରେ ବଲିଉଡର ବଡ଼ ବଡ଼ ଖ୍ୟାତନାମା ଅଭିନେତା ଯୋଗ ଦେଇଥିବା ଏକ ଚମତ୍କାର ଉତ୍ସବରେ IIFA ପୁରସ୍କାରର ରୌପ୍ୟ ଜୟନ୍ତୀ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଶନିବାର ଡିଜିଟାଲ ପୁରସ୍କାର ପରେ, ରବିବାର ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁଥିରେ…

କଣ ଚାହୁଁଥିଲେ ସ୍ବପ୍ନା…

ଉଭୟ ଅଭିନୟ ଏବଂ ସମାଜସେବା ସହ ଜଡିତ ସ୍ବପ୍ନା ପତିଙ୍କର ଖୁସି କହିଲେ ନ ସରେ। କାରଣ ନିକଟରେ ତାଙ୍କୁ ଏକ ମନଲାଖି ମ୍ୟୁଜିକ ଭିଡିଓରେ ଅଭିନୟ କରିବାର ସୁଯୋଗ ମିଳିଛି। ବିଶେଷଭାବରେ ଏହାର ଲିରିକ୍ସ ଏବଂ କୋରିଓଗ୍ରାଫି ତାଙ୍କୁ ବେଶ୍‌…

ଅଫରକୁ କାହିଁକି ମନା କରିଥିଲେ ପ୍ରୀତି

ପ୍ରୀତି ଜିଣ୍ଟା ଅବଶ୍ୟ ବେଶ୍‌ କିଛି ବର୍ଷ ହେଲାଣି ଅଭିନୟରୁ ପ୍ରାୟ ସନ୍ନ୍ୟାସ ନେଇସାରିଲେଣି। ହେଲେ ତାଙ୍କ ଅଭିନୟ ଜୀବନରେ ଅନେକ କିଛି ଘଟଣା ଘଟିଛି। ୧୯୯୮ରେ ସେ ମଣି ରତ୍ନମଙ୍କ ନିର୍ଦ୍ଦେଶତ ‘ଦିଲ୍‌ ସେ’ରେ ସପୋର୍ଟିଂ ରୋଲ୍‌ରୁ ବଲିଉଡ୍‌ କ୍ୟାରିୟର…

ନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଶନିବାର IIFA ପୁରସ୍କାର ପାଇଁ ଜୟପୁର ଯାଇଥିଲେ। ଏହି ସମୟରେ ସମସ୍ତଙ୍କ ନଜର ତାଙ୍କ ଡ୍ରେସ୍‌ ଉପରେ ଥିଲା। କାରଣ କରୀନା ଏକ ନ୍ୟୁଜ୍‌ପେପର ବା ଖବରକାଗଜ ପ୍ରିଣ୍ଟ୍‌ ଡ୍ରେସ୍‌ ପିନ୍ଧିଥିଲେ , ଯେଉଁଥିରେ…

‘ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି’

ମୁମ୍ବାଇ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନା ଚୋରା ଚାଲାଣ ରାକେଟରେ ତାଙ୍କର ସମ୍ପୃକ୍ତିକୁ ପୋଲିସ ସମ୍ମୁଖରେ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଦ୍ୱାରା…

ଗୁଟ୍‌ଖା ବିଜ୍ଞାପନ କରି ଫସିଲେ ଶାହାରୁଖ-ଅଜୟ-ଟାଇଗର

ମୁମ୍ବାଇ: ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଏକ ବିଜ୍ଞାପନ ଯୋଗୁ ଆଇନଗତ ସମସ୍ୟାରେ ପଡ଼ିଛନ୍ତି। ଜୟପୁର ଜିଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ଅଭିଯୋଗରେ ସମସ୍ତ ତିନି ତାରକାଙ୍କୁ ସମନ କରିଛି। ସେ ଶାହରୁଖ ଖାନଙ୍କୁ…

IIFA Digital Awards 2025: ଚମକିଲେ କ୍ରିତି-ବିକ୍ରାନ୍ତ, ଶ୍ରେଷ୍ଠ ଫିଲ୍ମ Amar Singh Chamkila

ନୂଆଦିଲ୍ଲୀ,୯।୩: IIFA 2025 ଜୟପୁରରେ ମାର୍ଚ୍ଚ ୮ରେ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ସମାରୋହକୁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ହୋଷ୍ଟ କରୁଛନ୍ତି। ଶନିବାର ରାତିରେ (୮ ମାର୍ଚ୍ଚ), ଜୟପୁରରେ IIFA ଡିଜିଟାଲ ପୁରସ୍କାର ୨୦୨୫ ଆୟୋଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri