ମନୋରଞ୍ଜନ

ରଣବୀରଙ୍କ ଫଟୋ ଶେୟାର କରି ମନର କଥା କହିଲେ ଦୀପିକା

ଆଜିକାଲି ବଲିଉଡ ଅଭିନେତା ରଣବୀର ସିଂ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନ୍ୟୁଡ୍‌ ଫଟୋଶୁଟ୍‌ କରି ବିବାଦ ଘେରକୁ ଆସୁଛନ୍ତି। ଅନେକ ଲୋକ ତାଙ୍କ ସମର୍ଥନରେ ଆସିଥିବାବେଳେ କେହି କେହି ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଜଣେ…

ଗାନ୍ଧୀ ହେବେ ପ୍ରତୀକ

ମୁମ୍ବାଇ: ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ। ଆପ୍ଲଜ୍‌ ଏଣ୍ଟରଟେନମେଣ୍ଟ ପକ୍ଷରୁ ନିର୍ମାଣ ହେବାକୁ ଥିବା ‘ଗାନ୍ଧୀ’ ଓ୍ବେବ୍‌ ସିରିଜ୍‌ରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଫିଲ୍ମ ନିର୍ମାତା…

ରାହୁଲଙ୍କ ସହ ଫଟୋ ଶେୟାର କରି ଏଭଳି ଲେଖିଲେ ଆଥିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଏପରିକି ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ପୁଣି ଫ୍ୟାଶନ୍‌ର ଜଲଓ୍ବା ଦେଖାଇଲେ ସଚିନଙ୍କ ଝିଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରା ସାରା ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ଅନୀତା ଡୋଙ୍ଗ୍ରେଙ୍କ ପାଇଁ ଏକ ବ୍ରାଇଡାଲ୍‌ ଫଟୋଶୁଟ କରିଥିଲେ।…

‘ନୋ ଏଣ୍ଟ୍ରି-୨’କୁ ନେଇ ସଲମାନଙ୍କ ବଡ଼ ସୂଚନା

ମୁମ୍ବାଇ: ଭାଇଜାନ ସଲମାନ ଖାନ୍‌ ଦୀର୍ଘ ୧୭ ବର୍ଷ ପରେ ଅଭିନେତା ଅନୀଲ କପୁର ଏବଂ ଫର୍‌ଦ୍ଦିନ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସ୍ପେସ୍‌ ଶେୟାର କରିବାକୁ ଯାଉଛନ୍ତି। ଏହି ସମସ୍ତ ଷ୍ଟାର୍‌ଙ୍କୁ ପୁଣି ଥରେ ‘ନୋ ଏଣ୍ଟ୍ରି’ର ସିକ୍ୱେଲରେ ଦେଖିବାକୁ ମିଳିବ।…

ଜାଣନ୍ତୁ ‘ଏକ୍‌ ଭିଲେନ୍‌ ରିଟର୍ନସ’ ପାଇଁ କେଉଁ ଷ୍ଟାର୍‌କାଷ୍ଟ କେତେ ଫି ନେଇଛନ୍ତି

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଏଥିରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାର ସୂତାରିଆଙ୍କୁ ଦେଖିବାକୁ ମିଳିବ।…

ହଂସଲ ମେହେତାଙ୍କ ୱେବ ସିରିଜରେ ମହାତ୍ମାଙ୍କ ଜୀବନୀ

ମୁମ୍ବାଇ: ଫିଲ୍ମ ନିର୍ମାତା ହଂସଲ ମେହେତା ରାମଚନ୍ଦ୍ର ଗୁହାଙ୍କ ଦୁଇଟି ପୁସ୍ତକ: ଗାନ୍ଧୀ ବିଫୋର ଇଣ୍ଡିଆ ଓ ଗାନ୍ଧୀ ଦ ଇୟର୍ସ ଦ୍ୟାଟ ଚେଞ୍ଜ ଦ ୱାର୍ଲଡ ଉପରେ ଆଧାରିତ ଆଗାମୀ ସିରିଜ ଗାନ୍ଧୀର ନିର୍ଦ୍ଦେଶନା ପାଇଁ ବୋର୍ଡକୁ ଆସିଯାଇଛନ୍ତି ।…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଲାଲ ସିଂ ଚଡ୍ଡା’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତଲାଭ କରିବାକୁ ଯାଉଛି। ବଲିଉଡ୍‌ ଅଭିନେତା ଆମିର ଖାନ୍‌ ଏବଂ କରୀନା କପୁରଙ୍କୁ ବହୁଦିନ ପରେ ପରଦାରେ ଦେଖିବାକୁ ମିଳିବ । ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକ…

ଠିକ୍‌ ସମୟରେ ଠିକ୍‌ କଥା କହିବି: ବାବୁସାନ୍‌

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍‌ ସମୟରେ ଠିକ୍‌ କଥା କହିବି। ଏବେ ମୁଁ ମୋ’ ପରିବାର ସହ ଖୁସିରେ ଅଛି। ଅପରପକ୍ଷରେ ବାବୁସାନ୍‌ଙ୍କ ମା’ ଅପରାଜିତା…

ଦ୍ୱାଦଶ ଫେଲ୍‌ ପରେ ରୋଷେୟା ହେବାକୁ ଚାହୁଁଥିଲେ, ଆଜି ସୁପରଷ୍ଟାର୍‌ ଅଭିନେତା

ସାଉଥ୍‌ ସୁପରଷ୍ଟାର ଧନୁଷ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତା, ଲେଖକ, ନିର୍ମାତା, ନିର୍ଦ୍ଦେଶକ ଏବଂ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଧନୁଷ ଫିଲ୍ମ ଇଣ୍ଡଷ୍ଟ୍ରୀ ନାଁ କମାଇଛନ୍ତି। ଧନୁଷଙ୍କ ପ୍ରକୃତ ନାମ ହେଉଛି ଭେଙ୍କଟେଶ ପ୍ରଭୁ କସ୍ତୁରୀ ରାଜା।…

ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ ହେଲେ ଆଥିଆ

ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ ପୁରୁଣା। ଏଭଳି ଅନେକ କ୍ରିକେଟର୍‌ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣଙ୍କ ନାଁ ଯୋଡି ହୋଇଛି। ଗତ ୩ ବର୍ଷ ହେବ ବଲିଉଡ…

ଟାଇଗର୍‌-ଦିଶାଙ୍କ ବେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ଜ୍ୟାକି

ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନୀ ବି-ଟାଉନର ଲୋକପ୍ରିୟ ଲଭ୍‌ବାର୍ଡଙ୍କ ମଧ୍ୟରୁ ଅନ୍ୟତମ। ଦୁହେଁ ୬ ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଯଦିଓ ଉଭୟ ନିଜ ସମ୍ପର୍କକୁ ନେଇ କେବେ କ୍ୟାମେରା ଆଗରେ ସ୍ବୀକାର କରି ନାହାନ୍ତି। କିନ୍ତୁ ପାର୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri