ଅକ୍ଷୟଙ୍କ ଫିଲ୍ମର ମଜା ଉଡାଇଲେ ଉର୍ଫି; କହିଲେ ଏହା ୩୦ ବର୍ଷ ପରେ କାହିଁକି ରିଲିଜ ହେଲା…
ବମ୍ବେ: ଗୋଟିଏ ପଟେ ବଏକଟ ଟ୍ରେଣ୍ଡ ବଲିଉଡ୍ ଫିଲ୍ମ ନିିର୍ମାତାମାନଙ୍କ ନିଦ ହଜାଇଥିବା ବେଳେ ଫିଲ୍ମର କାହାଣୀ ଯୋଗୁ କିଛି ଦର୍ଶକଙ୍କ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ଏହି କ୍ରମରେ ଲଗାତାର ଭାବେ ବକ୍ସଅଫିସ୍ରେ ଫ୍ଲପ ହେଉଛନ୍ତି ଖିଲାଡି କିଙ୍ଗ ଅକ୍ଷୟ…
ସ୍ତ୍ରୀଙ୍କ ଠାରୁ ଖୁବ୍ ଅଳ୍ପ ଟଙ୍କା ଧାର ନେଇଥିଲେ ଏହି ଅଭିନେତା, ଜାଣନ୍ତୁ କାହିଁକି …
ଏକଦା ବଲିଉଡରେ ସୈଫ ଅଲ୍ଲୀ ଖାନ ଏବଂ ଅମ୍ରିତା ସିଂଙ୍କ ଯୋଡ଼ି ଚର୍ଚ୍ଚାରେ ଥିଲା । ଉଭୟେ ୧୯୯୧ରେ ନିଜ ପରିବାର ବିରୋଧରେ ଯାଇ ବିବାହ ବିବାହ କରିଥିଲେ। ସୈଫ ଅମ୍ରିତାଠାରୁ ୧୨ ବର୍ଷ ସାନ। କେବଳ ଏତିକି ନୁହେଁ, ଉଭୟଙ୍କ…
ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଝିଅ ଅନ୍ତରା ଦେଲେ ହେଲ୍ଥ ଅପଡେଟ୍
ନୂଆଦିଲ୍ଲୀ,୨୩।୮: ବଲିଉଡ୍ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଗତ ୧୩ଦିନ ହେଲାଣି ଚେତା ଫେରିନାହିଁ। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ରାଜୁଙ୍କ ଆଶୁ ଆରୋଗ୍ୟ ପାଇଁ ସମଗ୍ର ଦେଶ, ପ୍ରଶଂସକ ଓ ପରିବାରଲୋକେ ପ୍ରାର୍ଥନା କରୁଛନ୍ତି। ତାଙ୍କ…
ଭାବବିହ୍ବଳ ହେଲେ ହିନା
ବମ୍ବେ: ଭାବବିହ୍ବଳ ହୋଇଛନ୍ତି ଅଭିନେତ୍ରୀ ହିନା ଖାଁ। ବାପାଙ୍କୁ ହରାଇବା ପରେ ଏବେ ମା’ ହିଁ ତାଙ୍କର ସବୁକିଛି। ହିନାଙ୍କ ସୁଖଦୁଃଖରେ, ହାରଜିତ୍ରେ ସେ ଏବେ ହିନାଙ୍କ ଛାଇ ଭଳି ରହିଛନ୍ତି। ଏଥିପାଇଁ ତ ଆଜି ମା’ ରୁକ୍ସାନା ଅସଲମ ଖାଁଙ୍କ…
ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ
ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ । ନିର୍ଦ୍ଦେଶକ ଅକ୍ଷୟ ଅଜୟ ଶର୍ମାଙ୍କ ଆଗାମୀ ଫିଲ୍ମ ‘ହଡ୍ଡି’ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ…
ଗିରଫ ହେବେ ବିଗ୍ ବସ ଫେମ୍ ସପ୍ନା ଚୌଧୁରୀ!
ହରିୟାଣାର ଡ୍ୟାନ୍ସର୍ ତଥା ବିଗ ବସ ଫେମ୍ ଅଭିନେତ୍ରୀ ସପ୍ନା ଚୌଧୁରୀ ଗିରଫ ହୋଇପାରନ୍ତି। ଲକ୍ଷ୍ନୌର ଏସିଜିଏମ କୋର୍ଟ ତାଙ୍କ ବିରୋଧରେ ଏକ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଅର୍ଥ ହେର୍ଫେର୍ ମାମଲାରେ ସୋମବାର ଶୁଣାଣି ହୋଇଥିଲା। ହେଲେ ଅଭିନେତ୍ରୀ ଜଣଙ୍କ…
ଆସନ୍ତା ବର୍ଷ ରିଲିଜ ହେବ ଚିରଞ୍ଜିବଙ୍କ ଫିଲ୍ମ ‘ଭୋଳା ଶଙ୍କର’
ଚେନ୍ନାଇ: ସାଉଥର ମେଗାଷ୍ଟାର ଚିରଞ୍ଜିବଙ୍କୁ ସମସ୍ତେ ଜାଣନ୍ତି । ସେ ତାଙ୍କ କ୍ୟାରିୟରରେ ଦର୍ଶକଙ୍କୁ ବହୁତ ହିଟ ଫିଲ୍ମ ଭେଟି ଦେଇଛନ୍ତି । ଏହାରି ଭିତରେ ଶୁଣିବାକୁ ମିଳିଛି କି ମେଗାଷ୍ଟାର ଚିରଞ୍ଜିବଙ୍କ ମଚ ଆୱେଟେଡ ଆକ୍ସନ-ଏଣ୍ଟରଟେନର ଫିଲ୍ମ ‘ଭୋଳା ଶଙ୍କର’…
ଫିଲ୍ମ ‘ଲାଲ ସିଂ ଚଡ୍ଡା’ ବ୍ୟାନ ପାଇଁ ହାଇକୋର୍ଟରେ ଆବେଦନ
ମୁମ୍ବାଇ,୨୩।୮: ବଲିଉଡ୍ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ବିବାଦ ଥମିବାର ନା ନେଉନି। ଏହାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି କୋଲକାତା…
ଭାଜପା ନେତ୍ରୀଙ୍କ ପରଲୋକ
ପାଣାଜୀ,୨୩।୮: ଟିକଟକ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ପରଲୋକ ଘଟିଛି। ଭାରତୀୟ ଜନତା ପାର୍ଟି ୨୦୧୯ରେ ତାଙ୍କୁ ହରିୟାଣାର ହିସାର ଜିଲାର ଆଦମପୁର ବିଧାନସଭା ଆସନରୁ ଟିକେଟ ଦେଇଥିଲା। ସେ ଏହି ନିର୍ବାଚନରେ ହାରିଯାଇଥିଲେ। ସେ ମଧ୍ୟ…
ଓଡ଼ିଆ ଫିଲ୍ମକୁ ଶୁଭେଚ୍ଛା ଜଣାଇଲେ ବିଗ୍ ବି’
ବିଗ୍ ବି’ ଅମିତାଭ ବଚ୍ଚନ ଟୁଇଟରରେ ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଶୀତଲ ଏବଂ ତୁ ମୋର ଓକେ ଟିମ୍କୁ ଶୁଭେଚ୍ଛା। ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି…
ରିଲିଜ୍ ପୂର୍ବରୁ ବିକ୍ରି ହେଲା ୯୦ ପ୍ରତିଶତ ଟିକେଟ୍
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ‘ଲିଗର’ଆସନ୍ତା ୨୫ରେ ରିଲିଜ୍ ହେବାକୁ ଯାଉଛି। ଯାହାକୁ ଦେଖିବା ପାଇଁ ଉତ୍ସାହିତ ସହିତ ଅପେକ୍ଷା କରିଛନ୍ତି ଦର୍ଶକ। ତେଲୁଗୁ ଏବଂ ହିନ୍ଦୀରେ ଏକକାଳୀନ ଫିଲ୍ମଟି ରିଲିଜ୍ ହେବ। ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହେବା…
ଫିଲ୍ମ ଫେୟାର ଆଓ୍ବାର୍ଡରୁ ବାଦ୍ ପଡ଼ିଲେ କଙ୍ଗନା
ମୁମ୍ବାଇ:ବଲିଉଡ୍ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସବୁବେଳେ ନିଜର ବୟାନ ଓ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଫିଲ୍ମ ଫେୟାର ଆଓ୍ବାର୍ଡରୁ କଙ୍ଗନା ବାଦ୍ ପଡ଼ିଥିବା ଜଣାପଡ଼ିଛି। ଫିଲ୍ମ ତଲାଇଭି ପାଇଁ କଙ୍ଗନାଙ୍କ…
Archives


