ମନୋରଞ୍ଜନ

କାନ୍ସ ରେ ଏଣ୍ଟ୍ରି କଲେ ‘ଲାପାତା ଲେଡିଜ’

କାନ୍ସ: ଭାରତୀୟ ସିନେମାର ଉଦୀୟମାନ ତାରକା ତଥା ‘ଲାପାତା ଲେଡିଜ’ ଫେମ୍ ନିତାଂଶୀ ଗୋଏଲ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ରେ ଚମକଦାର ଡେବ୍ୟୁ କରି ଇତିହାସ ରଚିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ସେ କାନ୍ସର ରେଡ୍ କାର୍ପେଟରେ ଏଲ’ଓରିଆଲ ପ୍ୟାରିସର…

‘ହୋମବାଉଣ୍ଡ’: ୨ ବାଲ୍ୟ ବନ୍ଧୁଙ୍କ କାହାଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ହୋମବାଉଣ୍ଡ’ର ପ୍ରଥମ ପୋଷ୍ଟରକୁ ଗୁରୁବାର ଜାରି କରାଯାଇଛି। କରନଙ୍କ ଧର୍ମା ପ୍ରଡକ୍ସନ ପକ୍ଷରୁ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଛି। ଉକ୍ତ ପୋଷ୍ଟରରେ ଅଭିନେତା ଇଶାନ ଖଟ୍ଟରଙ୍କ କାନ୍ଧରେ ଅଭିନେତା ବିଶାଲ ଜେଠଓ୍ବା…

ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ବିବାଦ

ହାଇଦ୍ରାବାଦ,୧୫।୫: ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ୨୦୨୫ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସ୍ଥାନୀୟ ମହିଳାମାନଙ୍କୁ ଦ୍ୱାରା ପ୍ରତିଯୋଗୀଙ୍କ ପାଦ ଧୋଇ ତାହାକୁ ଗାମୁଛାରେ ପୋଛାଯିବାର ଏକ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ଓ…

ପୁଣି ପ୍ରେମରେ ପଡ଼ିଲେ ସାମନ୍ଥା, ଏହି ନିର୍ଦ୍ଦେଶକଙ୍କ ସହିତ ତୋଳିବେ ଘର

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ମଧ୍ୟରେ ଡେଟିଂ ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ଏବେ ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଏହି ଦୁଇ…

ଅରମାନ ଏବଂ ଦୁଇ ପତ୍ନୀଙ୍କ ଜୀବନ ପ୍ରତି ବିପଦ? କହିଲେ- ବନ୍ଧୁକର ଲାଇସେନ୍ସ ଦିଅ…

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚିତ ହୋଇଆସିଛନ୍ତି ୟୁଟ୍ୟୁବର ଅରମାନ ମଲିକ। ଦୁଇ ପତ୍ନୀଙ୍କ ସହ ତାଙ୍କର ସଂସାର ଚର୍ଚ୍ଚାରେ ରହିଥାଏ। ସେମାନେ ବ୍ଲଗ୍‌ କରିବା ସହ ବିଗ୍‌ ବସ୍‌ ଓଟିଟିରେ ନଜର ଆସିଥିଲେ। ଏବେ ସେ ସୋସିଆଲ ମିଡିଆରେ…

ବିରାଟଙ୍କ ଅବସରକୁ ନେଇ କାହିଁକି ଏମିତି କହିଲେ ଅନୁଷ୍କା? ‘ଟେଷ୍ଟ କ୍ରିକେଟରେ ସିଏ ସଫଳ ହୁଅନ୍ତି ଯାହାଙ୍କ ପାଖରେ…’

ନୂଆଦିଲ୍ଲୀ,୧୪।୫: କ୍ରିକେଟର ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣାରେ ପ୍ରଶଂସକମାନେ ଖୁସି ନୁହଁନ୍ତି। ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହା ଉପରେ ଲଗାତାର ପୋଷ୍ଟ କରୁଛନ୍ତି। ସେ…

କାନ୍ସରେ ମହଙ୍ଗା ଡ୍ରେସ୍‌ ପିନ୍ଧି ଓହ୍ଲାଇଲେ ଉର୍ବଶୀ, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ସ୍ବତନ୍ତ୍ର ଫ୍ୟାଶନ ସେନ୍ସ ପାଇଁ ଜଣାଶୁଣା। ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ର ରେଡ କାର୍ପେଟରେ ସେ ତାଙ୍କର ପ୍ରଥମ ଲୁକ ସହିତ ହଇଚଇ ସୃଷ୍ଟି କରିଛନ୍ତି। କାନ୍ସର ପ୍ରଥମ ଦିନରେ, ଉର୍ବଶୀ ଏକ ସୁନ୍ଦର…

ରେଡ୍‌ କାର୍ପେଟରେ ନଗ୍ନତା ଉପରେ କଟକଣା

କାନ୍ସ, ୧୪।୫: ୭୮ତମ ବାର୍ଷିକ କାନ୍ସ ଫିଲ୍ମ ଫେଷ୍ଟିଭାଲ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ସିନେମା ଏବଂ ଫ୍ୟାଶନ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶ ଲାଗି ରହିବ। ବଡ଼ ବଡ଼…

ମାଓ୍ବରାଙ୍କ ସହ କାମ କରିବାକୁ ମନା କରିଦେଲେ ହର୍ଷବର୍ଦ୍ଧନ, ରାଗରେ ନିଆଁବାଣ ହେଲେ…

ମୁମ୍ବାଇ: ‘ସନମ୍‌ ତେରି କସମ୍‌’ ଫିଲ୍ମଟି ରିଲିଜରେ କମାଲ ଦେଖାଇ ପାରି ନ ଥିଲା। ହେଲେ ପରେ ଏହାର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରୁ ଏହାକୁ ପୁଣିଥରେ ରିଲିଜ କରାଯାଇଥିଲା। ସେବେଠୁ ଫିଲ୍ମର ଦ୍ୱିତୀୟ ଭାଗ ଆସିବା ନେଇ ନିର୍ମାତା ଘୋଷଣା କରିଥିଲେ।…

ଦେବୋଲିନାଙ୍କ ଉପରେ ବର୍ଷିଲେ ପାକିସ୍ତାନୀ ୟୁଜର୍ସ, କହିଲେ, ‘ମୁସଲମାନ ସ୍ବାମୀଙ୍କୁ ଛାଡିଦିଅ’

ମୁମ୍ବାଇ: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ଭାରତୀୟ ସଶସ୍ତ୍ର ବାହିନୀ ମେ’ ୭ରେ ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ। ଏହି ଆକ୍ରମଣରେ…

‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ

‘ବର୍ଡର’ ଠାରୁ ‘ଉରି – ଦି ସର୍ଜିକାଲ ଷ୍ଟ୍ରାଇକ’ ପର୍ଯ୍ୟନ୍ତ, ବଲିଉଡ ଦେଶପ୍ରେମ ଉପରେ ଆଧାରିତ ଅନେକ ଫିଲ୍ମ ନିମାଣ କରିଛି, ଯାହା ସୁପରହିଟ୍‌ ହୋଇଛି। ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା ସେମାନଙ୍କ ସହିତ ଜଡିତ କଳାକାରଙ୍କ ଭାଗ୍ୟ ବଦଳାଇ ଦେଇଛି। ସମ୍ପ୍ରତି…

‘ଅପରେଶନ ସିନ୍ଦୂର’ ଫିଲ୍ମ ନେଇ ଘୋଷଣା, ଜାରି ହେଲା ପୋଷ୍ଟର

ମୁମ୍ବାଇ: ‘ଅପରେଶନ ସିନ୍ଦୂର’। ପହଲଗାମରେ ହୋଇଥିବା ବର୍ବୋରଚିତ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବାହିନୀ। ଏବେ ଏହି ଅପରେଶନ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଏନେଇ ଘୋଷଣା କରାଯାଇଛି। ଭାଇରାଲ ଭୟାନିଙ୍କ ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri