ମନୋରଞ୍ଜନ

‘ତୁ ଝୁଠି ମେ ମକ୍କାର’ର ଟ୍ରେଲର ଆଉଟ, ହଟ ବିକିନି, କିସିଂ ସିନ୍‌ର ଜବରଦସ୍ତ ତଡକା

ମୁମ୍ବାଇ; ପ୍ରେମରେ ପଡିବା ସହଜ କଥା, ହେଲେ ପ୍ରେମରୁ ବାହାରି ଆସିବା ଗୋଟିଏ କାମ ହୋଇପାରେ ଆଉ ଏହା କେବେ କେବେ ଫିଚର ଫିଲ୍ମର ବିଷୟ ବି ହୋଇପାରେ । ଅଭିନେତା ରଣବୀର କୁପର , ଅଭିନେତ୍ରୀ ଶ୍ରଦ୍ଧା କପୁର ଓ…

ବଲିଉଡ୍‌ର ପ୍ରଥମ ‘ଗ୍ଲାମର ଗର୍ଲ’

ମୁମ୍ବାଇ: ଆଜିର ସମୟରେ, ବଲିଉଡ୍‌ ଅଭିନେତ୍ରୀମାନଙ୍କ ପାଇଁ ବୋଲ୍ଡ ଫଟୋଶୁଟ୍‌ ଏକ ସାଧାରଣ କଥା। ଇଣ୍ଟରନେଟ୍‌ ଯୁଗରେ ନିଜ ନିଜର ସୋସିଆଲ ମିଡିଆରେ ସାଇଟ୍‌ରେ ବୋଲ୍ଡ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ସବୁ ଜିନିଷ ଅତି ସାଧାରଣ…

ସ୍ବାମୀ, ଝିଅଙ୍କ ସହ ସମୁଦ୍ରକୂଳରେ ବୁଲୁଛନ୍ତି ଦେଶୀଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ତାଙ୍କର ଫଟୋଗୁଡ଼ିକ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫଟୋ ଦେଖିବା ପାଇଁ…

ରିଲିଜ୍‌ ପୂର୍ବରୁ ରେକର୍ଡ କଲା ‘ପଠାନ’

ଚାରି ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରୁଥିବା ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଅଗ୍ରୀମ ବୁକିଂରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଦେଶରେ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ଫିଲ୍ମ ମଧ୍ୟରେ ‘ପଠାନ’ ଅଗ୍ରୀମ ବୁକିଂରେ ‘ବାହୁବଳୀ ୨’ର…

ରାହୁଲ-ଆଥିଆଙ୍କ ବିବାହକୁ ମୋବାଇଲ୍‌ ମନା

ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଚାନ୍ଦଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ଉଭୟ ପରସ୍ପରର ହାତ ଧରିବେ। ରାହୁଲ ଏବଂ ଆଥିଆଙ୍କ ବିବାହକୁ ଆସୁଥିବା…

ଦର୍ଶକଙ୍କୁ ପସନ୍ଦ ଆସିଲା ଅକ୍ଷୟ-ଇମ୍ରାନଙ୍କ ଫିଲ୍ମର ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାର ଓ ଇମ୍ରାନ ହାସମୀଙ୍କ ଷ୍ଟାରର ମୁଭି ‘ସେଲ୍ଫି’ର ଧମାକାଦାର ଟ୍ରେଲର ଶେଷରେ ରିଲିଜ୍ ହୋଇଛି । ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସନ୍ସ ମିଳିଥିବା ଦେଖାଯାଇଛି । ଟ୍ରେଲର ରିଲିଜ୍ ପରେ ପରେ ଦର୍ଶକଙ୍କ କମେଣ୍ଟର ବନ୍ୟା ଲାଗିଯାଇଛି…

ଘୁଞ୍ଚିଲା ‘ଜେଲର’ ରିଲିଜ୍‌ ଡେଟ୍‌

ଦକ୍ଷିଣ ସିନେମା ସୁପରଷ୍ଟାର ରଜନୀକାନ୍ତ ତାଙ୍କର ଆଗାମୀ ଫିଲ୍ମ ‘ଜେଲର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ…

‘ଫିଲ୍ମ ବଡ କଷ୍ଟରେ ନିର୍ମାଣ କରାଯାଇଥାଏ…’: ମୋଦିଙ୍କ ବୟାନକୁ ନେଇ ଅକ୍ଷୟଙ୍କ ରିଆକ୍ସନ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ତାଙ୍କ ଦଳର ନେତାଙ୍କୁ ଉପଦେଶ ଦେଇଛନ୍ତି । ମୋଦି କହିଥିଲେ ଫିଲ୍ମକୁ ନେଇ ଓଲଟା ସିଧା ବୟାନ ଦେବା ବନ୍ଦ କରିବା ଦରକାର । ଏବେ ଏହାକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର…

ପୂର୍ବରୁ ଗର୍ଭପାତର ଦୁଃଖ ସହିଥିଲେ ଦୀପିକା, ଏଥିଲାଗି ଲୁଚାଇଥିଲେ…

ବମ୍ବେ: ଦୀର୍ଘଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ମାତାପିତା ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି ଅଭିନେତ୍ରୀ ଦୀପିକା କକ୍କଡ-ଅଭିନେତା ସୋଏବ ଇବ୍ରାହିମ। ଉଭୟ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି। ପୂର୍ବରୁ ମଧ୍ୟ ଗତ ବର୍ଷ ଫେବୃୟାରୀରେ…

ଭାବପ୍ରବଣ ହେଲେ ନୀତୁ

ଭେଟେରାନ ଅଭିନେତା ଋଷି କପୁର ହୁଏତ ଏହି ଦୁନିଆରେ ନାହାନ୍ତି, କିନ୍ତୁ ସେ ଆଜିବି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ଆଜି ଅଭିନେତ୍ରୀ ନୀତୁ କପୁର ୪୩ତମ ବିବାହ ବାର୍ଷିକୀରେ ସ୍ବାମୀ ଋଷିଙ୍କୁ ସ୍ମରଣ କରିଛନ୍ତି। ଏହି…

ପୁଣି ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ନିଜ ଡ୍ରେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି। କେତେବେଳେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧିଲେଣି ତ ଆଉ କେତେବେଳେ ଚାର୍ଜର, ଇଲେକ୍ଟ୍ରି ତାର ତ ଆଉ କେତେବେଳେ ଚଢ଼େଇ ପର ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି।…

ମା’ ହେବେ ଦୀପିକା

‘ସସୁରାଲ ସିମର କା’ର ଖ୍ୟାତିସମ୍ପନ୍ନ ଟିଭି ଅଭିନେତ୍ରୀ ଦୀପିକା କକ୍କର ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଦୀପିକା ଏବଂ ତାଙ୍କ ସ୍ବାମୀ ଶୋଏବ ଇବ୍ରାହିମ ଏହି ଖୁସିଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଉଭୟ ସୋସିଆଲ ମିଡିଆରେ ଏକ ପୋଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri