ଶିଜାନଙ୍କ ଜାମିନ ଆବେଦନ ଖାରଜ
ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପ୍ରେମିକ ତଥା ‘ଅଲି ବାବା ଦାସ୍ତାନ ଏ କାବୁଲ’ର ମୁଖ୍ୟ ଅଭିନେତା ଶିଜାନ ଖାଁ ନ୍ୟାୟିକ ହେପାଜତରେ ଅଛନ୍ତି। ପୋଲିସ ଏହି ପ୍ରସଙ୍ଗରେ ତାଙ୍କୁ ବାରମ୍ବାର ପଚରାଉଚରା କରୁଛି। ଏସବୁ ମଧ୍ୟରେ...
ଫିଲ୍ମ ‘କୁଛ କୁଛ ହୋତା ହୈ ‘ ରେ କାହିଁକି ହେୟାରବ୍ୟାଣ୍ଡ ପିନ୍ଧିଥିଲେ କାଜଲ
ବଲିଉଡର ଆଇକନିକ୍ ଫିଲ୍ମ ଗୁଡ଼ିକ ମଧ୍ୟରୁ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ଅନ୍ୟତମ। ଏହି ଫିଲ୍ମକୁ ଦର୍ଶକ ଆଜି ବି ବହୁତ ପସନ୍ଦ କରନ୍ତି । ଫିଲ୍ମଟି ପ୍ରେମ ଏବଂ ବନ୍ଧୁତା ସହିତ କଲେଜ ଜୀବନର...
ଓଟିଟିରେ ରିଲିଜ୍ ହେଲା ‘ଦୃଶ୍ୟମ-୨’
ମୁମ୍ବାଇ: ୨୦୨୨ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ଉଲ୍ଲେଖ କରାଯାଏ, ତେବେ ଏଥିରେ ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ମଧ୍ୟ ରହିଛି। ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ଆୟ କରିଥିବା ‘ଦୃଶ୍ୟମ-୨’ ବର୍ତ୍ତମାନ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍ ହୋଇଛି। ପ୍ରାଇମ...
ଝିଅ ରାହାଙ୍କ ସହ ପ୍ରଥମ ଥର ନଜର ଆସିଲେ ଆଲିଆ-ରଣବୀର
ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶୁକ୍ରବାର ଝିଅ ରାହା କପୁରଙ୍କୁ ନେଇ ବାହାରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ କିଛି ଫଟୋ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି। ଆଲିଆ ଏବଂ ରଣବୀର କଳା...
‘ଚିକିତ୍ସା ନୁହେଁ, ମରିବାକୁ ଥିଲା ପସନ୍ଦ’
ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କ୍ୟାନସର୍ ଭଳି ଏକ ଗୁରୁତର ରୋଗ ସହ ଲଢି ଶେଷରେ ଜିତିଥିବା ସଞ୍ଜୟ ଦତ୍ତ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ରୋଗକୁ ସେ...
କିଆରାଙ୍କ ସହ ବିବାହକୁ ନେଇ ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ: କହିଲେ, ମୋତେ କେହି ଡାକିନାହାନ୍ତି
ମୁମ୍ବାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଅପ୍କମିଂ ଫିଲ୍ମ ‘ମିଶନ ମଜନୁ’ କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ହେଲେ ସିଦ୍ଧାର୍ଥ କେବଳ ଫିଲ୍ମକୁ ନେଇ ନୁହେଁ ବର୍ତ୍ତମାନ କିଆରା ଆଡଭାନୀଙ୍କ...
ଆଉନାହାନ୍ତି ବଲିଉଡ୍ର ଲୋକପ୍ରିୟ ଲେଖକ ସଞ୍ଜୟ ଚୌହାନ
‘ପାନ ସିଂ ତୋମାର’ ପରି ଅନେକ ଫିଲ୍ମର ପ୍ରସିଦ୍ଧ ଲେଖକ ସଞ୍ଜୟ ଚୌହାନଙ୍କ ପରଲୋକ ଘଟିଛି। ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସେ ଯକୃତ ରୋଗରେ ପୀଡିତ ଥିଲେ। ସେ ନିଜ କ୍ୟାରିୟରରେ ବହୁତ ଫିଲ୍ମର କାହାଣୀ ଲେଖିଥିଲେ...
ପ୍ରସିଦ୍ଧ ଗାୟିକାଙ୍କ ପରଲୋକ
ଆମେରିକାର ପ୍ରସିଦ୍ଧ ଗାୟିକା ତଥା ଗୀତିକାର ଲିସା ମାରି ପ୍ରେସଲି ଆଉ ନାହାଁନ୍ତି। ସେ ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ଆକ୍ରାନ୍ତ ପରେ ପ୍ରେସଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲିସା ଆମେରିକାର ସ୍ବର୍ଗତ ଅଭିନେତା,...
ଆଜି ରିଲିଜ ହେବ ‘ଦମନ’ର ହିନ୍ଦୀ ଟ୍ରେଲର
ଭୁବନେଶ୍ୱର,୧୩।୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପାନୋରମା ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିବ। ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ବିପୁଳ ସଫଳତା ପରେ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି। ଗତ ଗୁରୁବାର ପାନୋରମା...
ପ୍ରଶଂସକଙ୍କ ହୃଦୟ ଜିତିଲା ଶାହାରୁଖଙ୍କ ଉତ୍ତର
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଏବେ ତାଙ୍କ ଅପକମିଂ ଫିଲ୍ମ ପଠାନକୁ ନେଇ ଖୁବ ଚର୍ଚ୍ଚାରେ । ଏବେ ସେ ତାଙ୍କ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଶାହାରୁଖ ଟୁଇଟରରେ ଆସ୍କ ମି...
ହାଇକୋର୍ଟ ଗଲେ ଅନୁଷ୍କା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାଁରେ ଆୟକର (ଆଇଟି) ବିଭାଗ ନୋଟିସ ଜାରି କରିଥିବା ନେଇ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ପିଟିଶନ୍ ଦାଏର କରିଛନ୍ତି । ଅନୁଷ୍କାଙ୍କ ପିଟିଶନ୍ର ଉତ୍ତର ୩ ସପ୍ତାହ ମଧ୍ୟରେ ରଖିବା ଲାଗି କୋର୍ଟ ଗୁରୁବାର...
ବିବାହ ପୂର୍ବରୁ ୩ ଥର ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ୭୦ରୁ ୮୦ ଦଶକ ମଧ୍ୟରେ ଅଭିନେତ୍ରୀ ରୀନା ରାୟ ବଲିଉଡ୍ ଇଣ୍ଡଷ୍ଟ୍ରିରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। କାରଣ ସେହି ସମୟରେ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ହିଟ୍ ହେଉଥିଲା। ତଥାପି ତାଙ୍କ ବାସ୍ତବ ଜୀବନ ବହୁତ...
Archives


