ଭାଗ୍ୟଶ୍ରୀଙ୍କ ଭାଗ୍ୟ ଉଜ୍ଜ୍ୱଳ କରିଥିଲା ଏହି ଫିଲ୍ମ
ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ସରୋଜ ବଡ଼ଜାତ୍ୟା ପାରିବାରିକ ଦର୍ଶକଙ୍କୁ ପାରିବାରିକ ଫିଲ୍ମ ଭେଟି ଦେଇ ହୃଦୟ ଜିତିଛନ୍ତି। ବିଶେଷକରି ତାଙ୍କ ପାରିବାରିକ ଫିଲ୍ମରେ ଦେଖାଯାଉଥିବା ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତାଙ୍କର ଏକ ଫିଲ୍ମ ‘ମେନେ ପ୍ୟାର୍ କିୟା’ ୧୯୮୯ରେ…
୫୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ସଚିନ ଶ୍ରଫ
ବମ୍ବେ: ପ୍ରଥମ ବିବାହରେ ବିଫଳ ହେବା ପରେ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ତାରକ ମେହେଟ୍ଟା ଓରଫ ସଚିନ ଶ୍ରଫ। ଫେବୃୟାରୀ ୨୫ରେ ଅଭିନେତା ଆରେଞ୍ଜ ମ୍ୟାରେଜ କରିବେ। ତାଙ୍କର ଭାବିପତ୍ନୀ ଜଣେ ପାର୍ଟ ଟାଇମ୍ ଇଭେଣ୍ଟ ମ୍ୟାନେଜର ଏବଂ…
ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତି’ର ଟିଜର୍ ରିଲିଜ୍
ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫ ଫିଲ୍ମ ‘ଗଣପତି’ ମାଧ୍ୟମରେ ଖୁବ ଶୀଘ୍ର ବଡ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ୍ ହୋଇଛି। ଏହି ଟିଜର୍ରେ ଟାଇଗରଙ୍କୁ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ…
ପରଦାରେ ‘ଦାଦା’ ହେବେ ଏହି ଅଭିନେତା
ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ଯୋଜନା ହେଉଛି। ନିକଟରେ ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ସରିଛି। ଗାଙ୍ଗୁଲି ଏହି ସ୍କ୍ରିପ୍ଟକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଖୁବ ଶୀଘ୍ର…
ଗିନିଜ ଓ୍ବାଲର୍ଡ ରେକର୍ଡରେ ସାମିଲ ହେଲେ ଅକ୍ଷୟ କୁମାର
ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଅକ୍ଷୟ ନିକଟରେ ଗିନିଜ ୱାଲର୍ଡ ରେକର୍ଡ ଭାଙ୍ଗିଛନ୍ତି। ସେ ତାଙ୍କ ଫିଲ୍ମ ‘ସେଲଫି’ର ପ୍ରମୋଶନ ପାଇଁ ନିକଟରେ ମୁମ୍ବାଇରେ…
ଓଟିଟିରେ ଡେବ୍ୟୁ କରିବେ ସୁମ୍ବୁଲ
ବମ୍ବେ: ବିଗ୍ବସ୍ରୁ ଲୋକପ୍ରିୟତା ସାଉଁଟିବା ପରେ ହାତକୁ ଆସିଲା ବଡ଼ ପ୍ରୋଜେକ୍ଟ। ଖୁବ୍ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବିଗ୍ବସ୍-୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁ। ସେ ଓ୍ବେବ୍ ସିରିଜ ‘ଡିଅର ଇସ୍କ’ ଲାଗି ଚୁକ୍ତି କରି ସାରିଛନ୍ତି। ଏଥିରେ…
‘ପଠାନ’ର ୧୦୦୦ କୋଟି ଆୟ ପରେ ବୟକଟ ଗ୍ୟାଙ୍ଗକୁ ଟାର୍ଗେଟ କଲେ ସ୍ୱରା
ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଅଭିନୀତ ମୁଭି ‘ପଠାନ’ ପ୍ରତିଦିନ ଇତିହାସ ରଚୁଛି । ଶାହାରୁଖଙ୍କ ଏହି ମୁଭି ନିକଟରେ ୱାର୍ଲଡ ୱାଇଡ ୧୦୦୦ କୋଟିରୁ ଅଧିକ ଆୟ କରି ସାରିଛି, ଯାହା ଏକ ନୂଆ ରେକର୍ଡ । ଏହା…
ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ମାଆଙ୍କୁ ମନେପକାଇ ଭାବୁକ ହେଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ୫ ବର୍ଷ ହେବ ଦୁନିଆରୁ ବିଦାୟ ନେଲେଣି । ହେଲେ ଏବେବି ତାଙ୍କ ଅଭିନୟ ଜୀବନ୍ତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ । ଠିକ୍ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଝିଅ ଜାହ୍ନବୀ କପୁର ମାଆଙ୍କୁ…
ଅଭିନେତ୍ରୀ ସୁବି ସୁରେଶଙ୍କ ପରଲୋକ
ମାଲାୟାଲମ ହାସ୍ୟ ଅଭିନେତ୍ରୀ ତଥା ପ୍ରସିଦ୍ଧ ଟିଭି ହୋଷ୍ଟ ସୁବି ସୁରେଶଙ୍କର ପରଲୋକ ଘଟିଛି। ବୁଧବାର ସକାଳେ କୋଚିର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ସୁବି ଯକୃତ ସମ୍ବନ୍ଧୀୟ…
‘ଟାଇଟାନିକ’ର ରେକର୍ଡ ଭାଙ୍ଗିଲା ‘ଅବତାର-୨’
ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଜେମ୍ସ କ୍ୟାମେରନଙ୍କ ଚଳଚ୍ଚିତ୍ର ଅବତାର: ଦ ଓ୍ବେ ଅଫ ୱାଟର ଗତ ଡିସେମ୍ବର ୨୨ରେ ରିଲିଜ୍ ହୋଇଥିଲା। ଫିଲ୍ମଟି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ବିଶ୍ୱର ତୃତୀୟ ସର୍ବାଧିକ ଆୟ କରିଥିବା…
ଶ୍ରେଷ୍ଠ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ବିବେକ୍ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ଶ୍ରେଷ୍ଠ ଫିଲ୍ମ କାଟାଗୋରିରେ ଦାଦାସାହେବ ଫାଲ୍କେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆଓ୍ବାର୍ଡରେ ସମ୍ମାନିତ ହୋଇଛି। ସେହିପରି ଅନୁପମ ଖେରଙ୍କୁ ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର ଆଓ୍ବାର୍ଡ ପ୍ରଦାନ କରାଯାଇଛି। ରବିବାର ମୁମ୍ବାଇ…
କାର୍ତ୍ତିକଙ୍କ ‘ଶେହଜାଦା’ ବକ୍ସ ଅଫିସରେ ଫ୍ଲପ୍
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ଶେହଜାଦା’ କୁ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିଲେ। ହେଲେ ଫିଲ୍ମଟି ରିଲିଜ୍ ହେବା ପରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଛି ବୋଲି କୁହାଯାଉଛି। ‘ଶେହଜାଦା’…
Archives


