ମନୋରଞ୍ଜନ

‘ହଓ୍ବୋନ୍‌’ର ଶୁଟିଂ ଆରମ୍ଭ କଲେ ଅକ୍ଷୟ

ମୁମ୍ବାଇ: ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମ ‘ହଓ୍ବୋନ୍‌’ର ଶୁଟିଂ କେରଳର କୋଚିରେ ଆରମ୍ଭ ହୋଇଛି। ଏନେଇ ରବିବାର ଅଭିନେତା ଅକ୍ଷୟ କୁମାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଫିଲ୍ମ ଶୁଟିଂବେଳର ଏକ ବିହାଇଣ୍ଡ ଦି ସିନ୍‌ (ବିଟିଏସ୍‌) ଭିଡିଓ…

ବିଗ୍‌ ବସ୍‌ ୧୯ରେ ନଜର ଆସିବେ ‘365  Days’ର ଅଭିନେତ୍ରୀ, ଏବେଠୁ ବଢ଼ିଲାଣି ଚର୍ଚ୍ଚା…

ମୁମ୍ବାଇ: ପୁଣି ପରଦାକୁ ଫେରିବାକୁ ଯାଉଛି ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ ‘ବିଗ ବସ୍‌’। ଖୁବ୍‌ଶୀଘ୍ର ଏହାର ୧୯ତମ ସିଜନ ସହିତ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବ। ପ୍ରତି ବର୍ଷ ଏହି ଶୋ’ର ପ୍ରତିଯୋଗୀଙ୍କୁ…

ସାମାନ୍ୟ କାକୁଡ଼ି ଦେଖିଲେ ଭୟରେ ଛାନିଆ ହୋଇଯାଆନ୍ତି ‘ଦ ଅଣ୍ଡରଟେକର’, ଯାହାଙ୍କୁ ରିଙ୍ଗରେ….

ମୁମ୍ବାଇ:  WWEର ମହାନ ରେସଲର ‘ଦ ଅଣ୍ଡରଟେକର’ଙ୍କ ନାମ ଶୁଣି ରିଙ୍ଗରେ ବଡ଼ ବଡ଼ ଖେଳାଳିମାନେ ଭୟରେ ଥରହର ହୁଅନ୍ତି। ୬ ଫୁଟ ୧୦ ଇଞ୍ଚ ଲମ୍ବା ଓ ୧୫୦ କିଲୋ ଓଜନର ଏହି ରେସଲର ବକ୍ସିଂ ବେଳେ ଆହୁରି ଭୟଙ୍କର…

ଗୋବିନ୍ଦା-ସୁନୀତାଙ୍କ ଛାଡପତ୍ର ଖବର ମଧ୍ୟରେ ନୂଆ ମୋଡ, ହେଲା ବଡ଼ ପର୍ଦ୍ଦାଫାଶ

ମୁମ୍ବାଇ: ୯୦ ଦଶକର ସୁପରହିଟ ହିରୋ ଗୋବିନ୍ଦା ତାଙ୍କ କ୍ୟାରିଅରରେ ୧୩୦ ରୁ ଅଧିକ ଫିଲ୍ମ କରିଛନ୍ତି। ଦୀର୍ଘ ସମୟ ଧରି ଫିଲ୍ମରୁ ଦୂରେଇ ରହିଥିବା ଗୋବିନ୍ଦା ପୁଣି ଥରେ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପକ୍ଷରେ, ସେ ପୁଣି ଥରେ…

ସଲମାନ୍‌ଙ୍କ ଶୋ’ରେ Undertakerଙ୍କ ଏଣ୍ଟ୍ରି! ଚକିତ ହେବେ ଦର୍ଶକ… 

ମୂମ୍ବାଇ: ଖୁବ୍‌ଶୀଘ୍ର ପରଦାକୁ ଆସିବ ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ ବସ ୨୦୨୫’। ଏହି ସିଜନରେ କେଉଁ କେଉଁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ, ସେନେଇ ଅନେକ ଚର୍ଚ୍ଚା ହୋଇଆସୁଥିଲା। କିନ୍ତୁ ଏବେ ସେଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସଲମାନ ଖାନଙ୍କ…

ଥଲାପତି ବିଜୟଙ୍କ ବଡ଼ ଘୋଷଣା: ଏକୁଟିଆ ଲଢିବେ…

ଚେନ୍ନାଇ, ୨୨ା୮:୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସାଉଥ ଷ୍ଟାର୍‌ ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଜଗାମ୍‌ (ଟିଭିକେ) କୌଣସି ଦଳ ସହ ମେଣ୍ଟ ନ କରି ଏକାକୀ ଲଢ଼ିବ। ଚେନ୍ନାଇରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ମିତ ମୁଭି ପ୍ରଥମେ ଦେଖିବେ ହାଇକୋର୍ଟ, ରାୟ ଦେବେ ଜଜ

ମୁମ୍ବାଇ,୨୧।୮: ବମ୍ବେ ହାଇକୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ: ଦି ଅନଟୋଲ୍ଡ ଷ୍ଟୋରି’ ଦେଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଏହି ସପ୍ତାହନ୍ତରେ ଫିଲ୍ମଟି ଦେଖିବେ ଏବଂ ସୋମବାର ତାଙ୍କର ନିର୍ଦ୍ଦେଶ ଦେବେ।…

ସ୍ୱରା ବଡ଼ ଭାସ୍କରଙ୍କ ବୟାନ: ସମସ୍ତେ ଉଭୟଲିଙ୍ଗୀ, ଡିମ୍ପଲ ଯାଦବଙ୍କୁ କରୁଛନ୍ତି ପସନ୍ଦ

ନୂଆଦିଲ୍ଲୀ,୨୦ା୮: ଅଭିନେତ୍ରୀ ସ୍ୱରା ଭାସ୍କର ପୁନର୍ବାର ନିଜ ମତ ପାଇଁ ଚର୍ଚ୍ଚାରେ। ‘ରାଞ୍ଝଣା’ ତାରକା ସ୍ୱରା, ଯିଏ ପ୍ରାୟ ସମସ୍ତ ବିଷୟରେ ମତ ରଖନ୍ତି, ଏକ ସାମ୍ପ୍ରତିକ ସାକ୍ଷାତକାରରେ କହିଛନ୍ତି ଯେ ମଣିଷ ମୂଳତଃ ଉଭୟଲିଙ୍ଗୀ (ବାଇସେକ୍ସୁଆଲ)। ସ୍ୱରା ବର୍ତ୍ତମାନ ରିଅଲିଟି…

ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ ଧନଶ୍ରୀ: ଚହଲଙ୍କୁ ନେଇ କଲେ ବଡ଼ ଖୁଲାସା

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା କିଛି ମାସ ପୂର୍ବରୁ ଛାଡପତ୍ର ନେଇଥିଲେ। କିନ୍ତୁ ଉଭୟ ପ୍ରାୟତଃ ଖବରରେ ଅଛନ୍ତି। କିଛି ଦିନ ପୂର୍ବରୁ ଚହଲ ପ୍ରଥମ ଥର ପାଇଁ ଛାଡପତ୍ର ବିଷୟରେ କହିଥିଲେ। କୋରିଓଗ୍ରାଫର ଏବଂ ଅଭିନେତ୍ରୀ…

3 Idiots ପ୍ରଫେସରଙ୍କ ପରଲୋକ, ଶୋକରେ ବଲିଉଡ

ମୁମ୍ବାଇ,୧୯।୮: ଆମିର ଖାନଙ୍କ ‘3 Idiots’ରେ ପ୍ରଫେସର ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ପରଲୋକ ହୋଇଛି। ସେ ୯୧ ବର୍ଷ ବୟସରେ ମୁମ୍ବାଇ ନିକଟସ୍ଥ ଥାନେର ଜୁପିଟର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ‘ଆ…

ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ମୁକୁଟ ପିନ୍ଧିଲେ ମନିକା, ୭୪ତମ Miss Universe ପ୍ରତିଯୋଗୀତାରେ ଭାରତକୁ କରିବେ ରିପ୍ରେଜେଣ୍ଟ

ରାଜସ୍ଥାନ,୧୯।୮: ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେଉଥିବା ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ବିଜେତାଙ୍କୁ ଚୟନ କରାଯାଇଛି। ଏହି ପ୍ରତିଯୋଗିତାର ମୁକୁଟ ମନିକା ବିଶ୍ୱକର୍ମାଙ୍କ ମୁଣ୍ଡରେ ସଜ୍ଜିତ ହୋଇଛି। ମନିକା ମୂଳତଃ ରାଜସ୍ଥାନର ଗଙ୍ଗାନଗରର ଏବଂ ଦିଲ୍ଲୀରେ ମଡେଲିଂ କରନ୍ତି। ମନିକାଙ୍କୁ ପୂର୍ବରୁ…

ପୋଲିସ ଭୂମିକାରେ ଅଲି ଫଜଲ୍‌

ମୁମ୍ବାଇ: କ୍ରାଇମ ଥ୍ରୀଲର ୱେବ୍‌ ସିରିଜ୍‌ ‘ମିର୍ଜାପୁର’ରେ ଗୁଡୁ ଭୈୟା ଚରିତ୍ର ନିଭାଇ ଦର୍ଶକଙ୍କର ପ୍ରଶଂସା ସାଉଣ୍ଟିଥିବା ଅଭିନେତା ଅଲି ଫଜଲ୍‌ ଖୁବ୍‌ଶୀଘ୍ର ୱେବ୍‌ ସିରିଜ ‘ରାଖ୍‌’ରେ ନଜରକୁ ଆସିବେ। ଏହା ଏକ ଇନ୍‌ଭେଷ୍ଟିଗେଟିଭ୍‌ କ୍ରାଇମ ଥ୍ରୀଲର ସିରିଜ୍‌ ହୋଇଥିବା ବେଳେ ଏଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri