‘ପ୍ରିୟଙ୍କା ବେଷ୍ଟ ହିରୋ’…: ସିଟାଡେଲ ଦେଖି ପ୍ରତିକ୍ରିୟା ଦେଲେ ଆନନ୍ଦ ମହିନ୍ଦ୍ରା
ମୁମ୍ବାଇ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିକଟରେ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଟିଭି ସିରିଜ ‘ସିଟାଡେଲ’ ଦେଖିଥିଲେ। ଏହାପରେ ଆନନ୍ଦ ମହିନ୍ଦ୍ରା ପ୍ରିୟଙ୍କାଙ୍କ ପ୍ରଶଂସା ନ କରି ରହି ପାରିଲେ ନାହିଁ। ସୋସିଆଲ ମିଡିଆରେ ଆନନ୍ଦ…
ଭେଟେରାନ ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ
ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ ଘଟିଛି। ବୁଧବାର ଚେନ୍ନାଇରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ତାଙ୍କ ବାସଭବନରେ ଲିଭର ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ,…
‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ମଧ୍ୟରେ ସେନସର ବୋର୍ଡ ଜାରି କଲା ‘ଏ’ ସାର୍ଟିଫିକେଟ
ମୁମ୍ବାଇ,୩।୫: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛି। ଫିଲ୍ମକୁ ନେଇ କେରଳରେ କିଛି ରାଜନୈତିକ ଦଳ ଏହାର ରିଲିଜକୁ ବିରୋଧ କରିଛନ୍ତି। ଫିଲ୍ମକୁ ନେଇ ଚାଲିଥିବା କଣ୍ଟ୍ରୋଭର୍ସି ଭିତରେ ସେଣ୍ଟ୍ରାଲ ବୋର୍ଡ…
ଦେଶବ୍ୟାପୀ ଏନ୍ଆର୍ସି ସମୟର ଆବଶ୍ୟକତା: ବିଶ୍ୱଶର୍ମା
ବେଙ୍ଗାଲୁରୁ,୨ା୫(ଆଇଏଏନ୍ଏସ୍): ସରକାରୀ ଯୋଜନା ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ନାଗରିକମାନଙ୍କ ଜାତୀୟ ପଞ୍ଜିକା (ଏନ୍ଆର୍ସି) ସାରା ଦେଶରେ ଲାଗୁ ହେବା ଆବଶ୍ୟକ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଙ୍ଗଳବାର କହିଛନ୍ତି। କର୍ନାଟକରେ ନିର୍ବାଚନ ପ୍ରଚାରରେ ଥିବା…
୨୦୪କୋଟି ଟଙ୍କାର ନେକଲେସ ପିନ୍ଧି ଚର୍ଚ୍ଚାରେ ଏହି ଅଭିନେତ୍ରୀ
ମେଟ୍ ଗାଲା ୨୦୨୩ ଇଭେଣ୍ଟରେ ନିଜର ପୋଷାକକୁ ନେଇ ବେଶ ଚର୍ଚ୍ଚାକୁ ଆଶିଛନ୍ତି ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ବ୍ଲାକ ଆଣ୍ଡ ହ୍ବାଇଟ କଲର୍ ଆଉଟଫିଟ ସହ ପ୍ରିୟଙ୍କା ତାଙ୍କ ବେକରେ ଏକ ସୁନ୍ଦର ଡାଏମଣ୍ଡ ନେକଲେସ ପିନ୍ଧିଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କାଙ୍କ…
ମେ’ ୮ରେ ଟାଇଗର ୩ର ଶୁଟିଂ ଆରମ୍ଭ କରିବେ ସଲମାନ-ଶାହାରୁଖ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଏଡ୍ରେନାଲାଇନ ପଂପିଙ୍ଗ ଆକ୍ସନ ସିକ୍ୱେଏନ୍ସ ଜରିଆରେ ଟାଇଗର ଫ୍ରାଞ୍ଚାଇଜରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଗଲେଣି। ଶାହାରୁଖ ଓ ସଲମାନ ଖାଁ ମେ’ ୮ରୁ ଟାଇଗର ୩ର ଶୁଟିଂ ପାଇଁ ଗୋଟିଏ ସେଟରେ ଏକାଠି ହେବାକୁ…
ମେ ୧୩ରେ ହେବ ପରିଣିତି-ରାଘବଙ୍କ ଏନଗେଜମେଣ୍ଟ?
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଗତ କିଛିଦିନ ହେବ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅଛନ୍ତି ଚର୍ଚ୍ଚାରେ। ଅଭିନେତ୍ରୀଙ୍କ ବିବାହ ଖବର କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି)…
ବାଥରୁମ୍ରେ କାହିଁକି ଖାଉଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ସମଗ୍ର ବିଶ୍ୱରେ ସେ ବେଶ୍ ଜଣାଶୁଣା। ତାଙ୍କ ଅଭିନୟ ସହ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି।ଏକ ସମୟ ଥିଲା ଯେତେବେଳେ ପ୍ରିୟଙ୍କା ହାଇସ୍କୁଲ ଅଧ୍ୟୟନ…
ଏହି କାରଣରୁ ଏ.ଆର ରେହମାନଙ୍କ ଲାଇଭ ପରଫର୍ମକୁ ମଝିରୁ ବନ୍ଦ କଲା ପୋଲିସ
ମୁମ୍ବାଇ: ଓସ୍କାର ବିଜେତା ଗାୟକ ତଥା ସଂଗୀତ ରଚନା ଏ.ଆର ରେହମାନଙ୍କର କୌଣସି ପୃଥକ ପରିଚୟର ଆବଶ୍ୟକତା ନାହିଁ । ତାଙ୍କର ଚମତ୍କାର ଗୀତ ପାଇଁ ଏ.ଆର ରେହମାନଙ୍କ ନାମ ବେଶ ଜଣାଶୁଣା। ଏହି ସମୟରେ ଗାୟକଙ୍କ ବିଷୟରେ ଏକ ବଡ…
ଲୋକ ସଭା ନିର୍ବାଚନକୁ ନେଇ କଙ୍ଗନା ରାଣାୱତଙ୍କ ବଡ଼ ବୟାନ
ମୁମ୍ବାଇ,୧।୫: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହରିଦ୍ୱାରରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ନିରଂଜନି ଅଖାଡେ ଆଚାର୍ଯ୍ୟ ମହାମଣ୍ଡେଶ୍ୱର କୈଲାଶନନ୍ଦ ଗିରିଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏଥିସହ ଦକ୍ଷିଣ କାଳୀ ମନ୍ଦିରରେ ମାତାଙ୍କୁ ପୂଜା କରି ଗଙ୍ଗା ଆରତୀରେ ମଧ୍ୟ ସାମିଲ ହୋଇଥିଲେ।…
ଏହି ଦାମୀ ଜିନିଷକୁ ଭଲପାଆନ୍ତି ଅନୁଷ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଆଜି ଅର୍ଥାତ୍ ମେ’ ୧ରେ ହେଉଛି ଜନ୍ମଦିନ। ଆଜିର ଏହି ଖାସ୍ ଦିନରେ କେଉଁ ଜିନିଷ ପ୍ରତି ଅନୁଷ୍କାଙ୍କର ରୁଚି ରହିଛି ସେ ସମ୍ପର୍କରେ ଜାଣନ୍ତୁ… ଅନୁଷ୍କାଙ୍କ…
ମୋ ଚାରିପଟେ ଅନେକ ବନ୍ଧୁକ: ସଲମାନ୍
ମୁମ୍ବାଇ,୧ା୫: ଗ୍ୟାଙ୍ଗ୍ଷ୍ଟରମାନଙ୍କ ଟାର୍ଗେଟ ଲିଷ୍ଟରେ ଥିବା ‘ଟାଇଗର ଜିନ୍ଦା ହୈ’ ଅଭିନେତା ସଲମାନ୍ ଖାନ୍ ଏକାଧିକ ଧମକ ପାଇଲେଣି। ଶେଷରେ ସେ ଏହାକୁ କିପରି ହ୍ୟାଣ୍ଡେଲ କରିବେ ସେନେଇ ଗଣମାଧ୍ୟମରେ ଶେୟାର କରିଛନ୍ତି। ସଲମାନ୍ଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ମୁମ୍ବାଇ…
Archives


