ୟଶ୍ଙ୍କ ନାୟିକା ସାଜିବେ ରୁକ୍ମିଣୀ
ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର ୨ ତାରିଖରେ ଅଭିନେତା ରିସଭ ସେଟ୍ଟୀଙ୍କର ବହୁ ପ୍ରତୀକ୍ଷିତ ‘କାନ୍ତାରା ଚାପ୍ଟର ୧’ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତ୍ରୀ ରୁକ୍ମିଣୀ ବସନ୍ତ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସୋମବାର ‘କାନ୍ତାରା ଚାପ୍ଟର ୧’ର ଟ୍ରେଲରକୁ…
ଆର୍ଯ୍ୟାନ ଖାନଙ୍କ ସିରିଜରେ ଫସିଲେ ରଣବୀର କପୁର, ଚେତାବନୀ ନ ଦେଇ ପିଉଥିଲେ ସିଗାରେଟ୍
ମୁମ୍ବାଇ,୨୨ା୯: ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଅଭିନେତା ରଣବୀର କପୁର, ଓ୍ଵେବ ସିରିଜ ‘ଦି ବାଷ୍ଟାର୍ଡସ ଅଫ ବଲିଉଡ’ର ପ୍ରଯୋଜକ ଓ ନେଟଫ୍ଲିକ୍ସ ବିରୁଦ୍ଧରେ ଇଲେକ୍ଟ୍ରୋନିକ ସିଗାରେଟ ନିଷିଦ୍ଧ ଆଇନ, ୨୦୧୯ର ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବାକୁ ମୁମ୍ବାଇ ପୋଲିସକୁ…
ଶୁଟିଂସେଟ୍ରେ ଆହତ ହେଲେ ସଲମାନ, ମୁମ୍ବାଇ ଫେରି…
ମୁମ୍ବାଇ,୨୧ା୯: ସୁପରଷ୍ଟାର ସଲମାନ ଖାନ୍ ‘ବ୍ୟାଟଲ୍ ଅଫ୍ ଗଲଓ୍ବାନ’ ଫିଲ୍ମର ଶୁଟିଂରେ ବ୍ୟସ୍ତ। ସେ ଫିଲ୍ମ ପାଇଁ ଲଦାଖରେ ଶୁଟିଂ କରୁଥିଲେ। ଏହି ସମୟରେ ଭାଇଜାନ ଆହତ ହୋଇଥିଲେ। ତଥାପି ସେ ତାଙ୍କ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରି ଆସିଛନ୍ତି।…
ମା’ ହେବାକୁ ଯାଉଛନ୍ତି କଟ୍ରିନା, ଅକ୍ଟୋବରରେ ଆସିବ ନୂଆ ଅତିଥି ! ହେଲା ଖୁଲାସା
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କଟ୍ରିନା କୈଫ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। କିଛିଦିନ ହେଲା ସେ ଚଳଚ୍ଚିତ୍ରଜଗତରୁ ଦୂରେଇ ଯାଇଥିବା ବେଳେ ଏବେ ସେ ମା’ ହେବାକୁ ଯାଉଥିବା କୁହାଯାଉଛି। ପୂର୍ବରୁ ତାଙ୍କ ଘରେ ନୂଆ ଅତିଥି ଆସିବାକୁ…
ସାଉଥ୍ ସୁପରଷ୍ଟାର Mohanlalଙ୍କୁ ମିଳିବ ଦାଦାସାହେବ ଫାଲ୍କେ ପୁରସ୍କାର, PM ମୋଦି ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ୨୦୨୩ ପାଇଁ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲଙ୍କ ନାମ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଥିବା ବେଳେ ମୋହନଲାଲଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଓ…
ମନ୍ଦୋଦରୀ ଭୂମିକାରେ ପୁନମ ପାଣ୍ଡେ
ନୂଆଦିଲ୍ଲୀ: ଅନେକ ସମୟ ଧରି ଅଭିନେତ୍ରୀ ପୁନମ ପାଣ୍ଡେ କୌଣସି ଫିଲ୍ମ କିମ୍ବା ଟିଭି ଶୋ’ରେ ନଜରକୁ ଆସିନାହାନ୍ତି। ତେବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡ୍ନ୍ୟୁଜ୍ ସାମ୍ନାକୁ ଆସିଛି। ତାଙ୍କୁ ବଡ଼ ପରଦା କିମ୍ବା ଛୋଟ ପରଦାରେ ନୁହେଁ ବରଂ…
୨୦୨୬ ଓସ୍କାରରେ ଭାରତର ଅଫିସିଆଲ ଏଣ୍ଟ୍ରୀ: ମନୋନୀତ ହେଲା ଫିଲ୍ମ ‘Homebound’
କୋଲକାତା,୧୯।୯: ଫିଲ୍ମ ଫେଡେରେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ଦ୍ୱାରା କୋଲକାତାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ୯୮ତମ ଓସ୍କାର ପୁରସ୍କାର ପାଇଁ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିଭାଗରେ ଭାରତର ଅଫିସିଆଲ ଏଣ୍ଟ୍ରୀ ଭାବେ ନୀରଜ ଘୟୱାନଙ୍କ ଚଳଚ୍ଚିତ୍ର ‘ହୋମବାଉଣ୍ଡ’କୁ ଚୟନ କରାଯାଇଛି।…
‘ଦିଲ ତୁ ହି ବତା’ର ଗାୟକ ଜୁବିନ ଗର୍ଗଙ୍କ ପରଲୋକ
ମୁମ୍ବାଇ,୧୯।୯: ମନୋରଞ୍ଜନ ଦୁନିଆରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଆସାମୀ ଗାୟକ ଏବଂ ଅଭିନେତା ଜୁବିନ ଗର୍ଗଙ୍କ ଶୁକ୍ରବାର, ସେପ୍ଟେମ୍ବର ୧୯, ୨୦୨୫ରେ ୫୨ବର୍ଷ ବୟସରେ ପରଲୋକ ହୋଇଛି। ରିପୋର୍ଟ ଅନୁଯାୟୀ, ଜୁବୀନଙ୍କ ମୃତ୍ୟୁ ସମୟରେ ସେ ସିଙ୍ଗାପୁରରେ…
ପୁଣି ନୋ କିସିଂ ନିୟମ ଭାଙ୍ଗିଲେ କାଜଲ, ଅନ୍ସ୍କ୍ରିନ୍ ସ୍ବାମୀଙ୍କୁ କିସ୍ ଦେଇ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଧାରାବାହିକ, ‘ଦି ଟ୍ରାଏଲ ୨’ ଓ୍ବେବ୍ ସିରିଜ୍ ଆଜି ଅର୍ଥାତ୍ ଶୁକ୍ରବାର JioHotstarରେ ରିଲିଜ ହୋଇଛି। ଏଥିରେ କାଜଲ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ନୟୋନିକା…
ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର
ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏବେ ତିନି ଜଣ ପ୍ରମୁଖ…
ହଲିଉଡ୍ ତାରକା ସିଡନି ସ୍ୱିନିଙ୍କୁ ବଲିଉଡ୍ ଡେବ୍ୟୁ ପାଇଁ ମିଳିଲା ୫୩୦ କୋଟିର ଅଫର: ରିପୋର୍ଟ
ମୁମ୍ବାଇ: ହଲିଉଡ୍ ଅଭିନେତ୍ରୀ ସିଡନି ସ୍ୱିନି, ଯିଏ ‘ୟୁଫୋରିୟା’ ଓ ‘ଦ୍ୱିଟ୍ ଲୋଟସ୍’ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଛନ୍ତି, ଏବେ ସେ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ରିପୋର୍ଟ ଅନୁଯାୟୀ, ୨୮ ବର୍ଷୀୟ ସିଡନିଙ୍କୁ ଏକ ପ୍ରୋଡକ୍ସନ୍ କମ୍ପାନୀ…
ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା
ହାଇଦ୍ରାବାଦ: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ ଉତ୍ସାହ ଥିବା ବେଳେ ଖବର ମିଳିଛି ଯେ ଦୀପିକାଙ୍କୁ ଏହାର ସିକ୍ୱେଲରୁ ହଟାଇ ଦିଆଯାଇଛି।…
Archives


