ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୋନ୍ନିୟିନ ସେଲଭନ-୨’ର ପ୍ରଥମ ଗୀତ ରିଲିଜ
ମୁମ୍ବାଇ: ସାଉଥ ସିନେମାର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ପୋନ୍ନିୟିନ ସେଲଭନ’ର ପାର୍ଟ-୨ ସହିତ ଆସୁଛନ୍ତି। ଖୁବଶୀଘ୍ର ‘ପୋନ୍ନିୟିନ ସେଲଭନ-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ‘ପୋନ୍ନିୟିନ ସେଲଭନ-୨’ର ପ୍ରଥମ ଗୀତ ସାମ୍ନାକୁ ଆସିଛି।...
ରାଜସ୍ଥାନର ନନ୍ଦିନି ପିନ୍ଧିରେ ଫେମିନା ମିସ ଇଣ୍ଡିଆ ମୁକୁଟ
ମୁମ୍ବାଇ: ୫୯ତମ ଫେମିନା ମିସ ଇଣ୍ଡିଆ ବ୍ୟୁଟି ପେଜେଂଟକୁ ଗତ ରାତିରେ ଅର୍ଥାତ୍ ଶନିବାର ତା’ର ଓ୍ବିନର ମିଳିଯାଇଛି। ରାଜସ୍ଥାନର ଖୁବସୁରତ ମଲ୍ଲିକା ନନ୍ଦିନି ଗୁପ୍ତାଙ୍କୁ ମିସ ଇଣ୍ଡିଆ ୨୦୨୩ ମୁକୁଟ ପିନ୍ଧାଇ ଦିଆଯାଇଛି। ନନ୍ଦିନି ନିଜର କନଫିଡେଣ୍ଟ ଓ...
ହିଟ୍ଲର
ଚନ୍ଦନ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ହିଟ୍ଲର’। ନିକଟରେ ଏହାର ପୋଷ୍ଟର ସହ ଫାଷ୍ଟ ଲୁକ୍ ମଧ୍ୟ ଲୋକାର୍ପିତ ହୋଇଛି। ଫିଲ୍ମଟିର କାହାଣୀରେ ଆକ୍ସନ ଏବଂ ଫ୍ୟାମିଲି ଡ୍ରାମା ଭରି ରହିଛି। ଚିତ୍ରର ଟାଇଟଲ ଭୂମିକାରେ...
ପ୍ରଥମେ ରାଣୀ ପରେ ତବୁ
ନାମୀ ନିର୍ଦ୍ଦେଶିକା ମୀରା ନାୟାର ୨୦୦୬ରେ ନିର୍ମାଣ କରିଥିଲେ ‘ନେମସେକ୍’। ଏହି ଫିଲ୍ମର କାଷ୍ଟିଂ ବିଷୟରେ ଆଲୋଚନା ସମୟରେ ସେ ପ୍ରଥମେ ରାଣୀ ମୁଖାର୍ଜୀଙ୍କୁ ଚଏସ କରିଥିଲେ। ବିଳମ୍ବ ନ କରି ତାଙ୍କ ସହ ଯୋଗାଯୋଗ ବି କରାଯାଇଥିଲା। ହେଲେ...
ବାଟ ଖୋଜୁଛନ୍ତି ଅଦିତି
ଅଦିତି ରାଓ ହାଇଦରି ଏବେ ବାଟ ଖୋଜୁଛନ୍ତି। କାରଣ ସେ ଏକାଥରେ ଦୁଇଟି ସିନେମାର ଶୁଟିଂ ସମାନ୍ତରାଳ ଭାବରେ ଆରମ୍ଭ କରିଦେଇଛନ୍ତି। ତେଣୁ ତାଙ୍କୁ ଏବେ ବିଶ୍ରାମ ନେବାକୁ ମଧ୍ୟ ସମୟ ନାହିଁ। ଏହା ସାଙ୍ଗକୁ ଆଉ ଏକ କଥା...
ଏବେ ବି ମନେ ପଡୁଛି
ଶ୍ରଦ୍ଧା କପୁର ସେତେବେଳେ ସ୍କୁଲରେ ପଢ଼ୁ୍ଥାଆନ୍ତି। ବୟସ ମାତ୍ର ୧୫ କି ୧୬। ଏହି ସମୟରେ ହଠାତ୍ ତାଙ୍କୁ ହିନ୍ଦୀ ସିନେମାରେ ନାୟିକା ସାଜିବାକୁ ଅଫର ମିଳିଥିଲା। ଆଉ ଏଭଳି ପ୍ରପୋଜାଲ୍ ପ୍ରଥମେ ଦେଇଥିଲେ ସଲମାନ ଖଁା ଓରଫ ସଲ୍ଲୁ...
ଦୀପାବଳିକୁ ଅପେକ୍ଷା
ସଲମାନ୍ ଖାଁ ଚଳିତ ବର୍ଷ ଦୀପାବଳିକୁ ଅପେକ୍ଷା କରିଛନ୍ତି। କାହିଁକି ଜାଣନ୍ତି ? ଏବର୍ଷ ଦୀପାବଳିରେ ତାଙ୍କ ଅଭିନୀତ ତଥା ଚର୍ଚ୍ଚିତ ‘ଟାଇଗର ୩’ ରିଲିଜ ହେବାକୁ ଯାଉଛି। ଆକ୍ସନଭିତ୍ତିକ ଏହି ସିନେମାର ପ୍ରଯୋଜନା କରିଛନ୍ତି ଆଦିତ୍ୟ ଚୋପ୍ରା। ଖାସ୍...
ଆଶା ରଖିଛନ୍ତି ଦୀପିକା
ଦୀପିକା ପାଦୁକୋନ୍ଙ୍କ ଇଛା ପୁଣିଥରେ ସେ କେମିତି ବଲିଉଡ୍ର ବାଦ୍ଶାହ ଶାହରୁଖଙ୍କ ସହ ଅଭିନୟ କରିବେ। ଏହାପୂର୍ବରୁ ସେ ତାଙ୍କ ସହ କେତୋଟି ସିନେମାରେ ପରଦା ଉପରକୁ ଆସିସାରିଛନ୍ତି। ଏବେ ପୁଣି ଆଉ ଥରେ ତାଙ୍କ ସହ ସ୍କ୍ରିନ୍ ସେୟାର...
ଜ୍ୟାକ୍ଲିନ୍ଙ୍କ ଫଟୋ ଦେଖି ଟ୍ରୋଲ କଲେ ୟୁଜର
ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍ ଇନ୍ଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ସେ ଏକ ଲେଭେଣ୍ଡର ରଙ୍ଗର କ୍ରପ୍ ଟପ୍ ପିନ୍ଧିଥିବା ଏବଂ ହାଇସ୍ଲିଟ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ତାଙ୍କ କେଶ ମୁକୁଳା ରଖିଛନ୍ତି। ଏବଂ...
ବନ୍ଦ ହେବ କପିଲ ଶର୍ମା ଶୋ’!
ମୁମ୍ବାଇ: ନିଜ କମେଡି ଜରିଆରେ ଦର୍ଶକଙ୍କ ଦିଲରେ ରାଜ କରୁଥିବା ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ଅଫ ହେବାକୁ ଯାଉଛି। କପିଲ ଶର୍ମାଙ୍କ ଶୋ’ ଆରମ୍ଭ ହେବା ଦିନରୁ ଏଥିରେ କିଛି ସମୟର ସିଜନାଲ ବ୍ରେକ...
୧୦୦ କୋଟି କ୍ଲବରେ ସାମିଲ ହେଲା ‘ଭୋଲା’
ମୁମ୍ବାଇ: ଅଜୟ ଦେବଗନ ଓ ତବ୍ବୁ ଷ୍ଟାରର ମୁଭି ‘ଭୋଲା’ ଫାଇନାଲି ଗ୍ଲୋବାଲି ବକ୍ସ ଅଫିସରେ ୧୦୦ କୋଟି ବ୍ୟବସାୟ କରିବାର ସଂଖ୍ୟାକୁ ପାର କରିଯାଇଛି। ଏହି ମାଇଲ ଷ୍ଟୋନକୁ ପାର କରିବାକୁ ଫିଲ୍ମକୁ ୧୭ ଦିନ ସମୟ ଲାଗିଛି।...
ଆସନ୍ତା ବର୍ଷ ରିଲିଜ ହେବ ‘ସ୍ତ୍ରୀ ୨’
ମୁମ୍ବାଇ: କମେଡି-ହରର ମୁଭି ‘ସ୍ତ୍ରୀ’କୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏଥିରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଓ ପଙ୍କଜ ତ୍ରିପାଠୀଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବହୁତ ଇମ୍ପ୍ରେସ କରିଥିଲା। ଭୟ ସହ ମୁଭିରେ କମେଡିର ଡୋଜ ବି ଥିଲା।...
Archives


