ମନୋରଞ୍ଜନ

ଫିଲ୍ମର ଭିଲେନ୍‌ ହେଉଛନ୍ତି ଆତଙ୍କବାଦୀ, ମୁସଲମାନ ନୁହେଁ…

ମୁମ୍ବାଇ: ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ବକ୍ସ ଅଫିସରେ ଧମାକା କରୁଛି। ରିଲିଜ ପରେ ଏହା ବହୁ ବିବାଦରେ ଛନ୍ଦି ହୋଇ ପଡିଛି। କିଛି ଜଣଙ୍କୁ ଫିଲ୍ମ ପସନ୍ଦ ଆସିଥିବା ବେଳେ କିଛିଙ୍କୁ ମୁସଲମାନ ଧର୍ମକୁ ଟାର୍ଗେଟ କରାଯାଇ ପ୍ରୋପଗଣ୍ଡା…

ବ୍ଲୁ ଲିପଷ୍ଟିକ ଲଗାଇ ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୋ’ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଉର୍ବଶୀ ଡେବ୍ୟୁ କରିବା ସହ ନିଜର ଜଲୱା ଦେଖାଇଛନ୍ତି।…

ଶାହରୁଖଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ‘ଦଙ୍ଗଲ’ ଫେମ୍‌ ସାନିଆ

ମୁମ୍ବାଇ: ଆମୀର ଖାନଙ୍କ ଅଭିନୀତ ‘ଦଙ୍ଗଲ’ରେ ବବିତା କୁମାରୀର ଭୂମିକାରେ ଅଭିନୟ କରିଥିବା ସାନିଆ ମାଲହୋତ୍ରା ଆଜି କୌଣସି ପରିଚୟ ଉପରେ ନିର୍ଭରଶୀଳ ନୁହଁନ୍ତି। ଆଜିର ସମୟରେ ସାନିଆ ମାଲହୋତ୍ରାଙ୍କର ଏକ ଭିନ୍ନ କ୍ରେଜ ଦେଖାଯାଉଛି। ଏହି ସମୟରେ ସାନିଆ ମଲହୋତ୍ରା…

କାନ୍ସରେ ମନ ମୋହିଲେ ଇଶା

ମୁମ୍ବାଇ: ବିଶ୍ୱର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୋ’ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ ମେ’୧୬ରୁ ଆରମ୍ଭ ହୋଇଯାଇଛି। ଏଥିରେ ଚଳିତ ବର୍ଷ ଅନେକ ବଲିଉଡ୍‌ ତାରକା ଡେବ୍ୟୁ କରିବା ସହ ତାଙ୍କ ବୋଲ୍ଡନେସ୍‌ର ଜଲ୍‌ୱା ଦେଖାଇଛନ୍ତି। କାନ୍ସର ରେଡ୍‌ କାର୍ପେଟ୍‌ରେ ଚାଲିଥିବା…

କାନ୍ସରେ ମନ ମୋହିଲେ ଇଶା

ମୁମ୍ବାଇ: ବିଶ୍ୱର ସବୁଠୁ ବଡ ଆନ୍ତର୍ଜାତୀୟ ଶୋ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩, ୧୬ ମଇରୁ ଆରମ୍ଭ ହୋଇଛି । ଏଥର ବଲିଉଡ ଇଞ୍ଜିନିୟର ଇଶା ଗୁପ୍ତା ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଛନ୍ତି ଏବଂ ରେଡ କାର୍ପେଟରେ ନିଜର…

ରିଲିଜ ହେଲା ‘ସତ୍ୟ ପ୍ରେମ କି କଥା’ର ଟିଜର

ମୁମ୍ବାଇ: ବଲିଉଡ ନାୟକ କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ଅପକମିଂ ମୁଭି ‘ସତ୍ୟ ପ୍ରେମ କି କଥା’କୁ ନେଇ କିଛିଦିନ ହେବ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଟିଜରରେ ଉଭୟ…

ଏତିକି କୋଟି ଟଙ୍କାର ଆପାର୍ଟମେଣ୍ଟ କିଣିଲେ ନୀତୁ କପୁର

ମୁମ୍ବାଇ: ଅଭିନେତ୍ରୀ ତଥା ରଣବୀର କପୁରଙ୍କ ମା’ ନୀତୁ କପୁର ନିଜ ପାଇଁ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ରିପୋର୍ଟ ଅନୁଯାୟୀ, ଆଲିଆଙ୍କ ଶାଶୁ ନୀତୁ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ବିଳାସପୂର୍ଣ୍ଣ ୪-ବିଏଚ୍‌କେ ଫ୍ଲାଟ କିଣିଛନ୍ତି। ଯାହାର ମୂଲ୍ୟ ୧୭.୪ କୋଟି…

ଏହି ଫିଲ୍ମର ଗୋଟିଏ ସିନ୍‌ ପାଇଁ ନଷ୍ଟ ହୋଇଥିଲା ୮୪ ଲକ୍ଷ ଲିଟର ପାଣି

ମୁମ୍ବାଇ: ବଲିଉଡ୍‌ରେ ଏପରି ଅନେକ ଫିଲ୍ମ ଅଛି, ଯାହାର ଗୋଟିଏ କିମ୍ବା ଦୁଇଟି ସିନ୍‌ ଏମିତି ହୋଇଥାଏ ଯାହାକୁ ଦର୍ଶକେ ସବୁଦିନ ପାଇଁ ମନେ ରଖିଥାନ୍ତି। ଏପରି ଏକ ଫିଲ୍ମ ହେଉଛି ପ୍ରିୟଦର୍ଶନଙ୍କ ‘ଦେ ଦନା ଦନ’। ଯାହା ୨୦୦୯ରେ ରିଲିଜ…

କଥା ଘୃଣା-ପ୍ରେମର

ଦୁଇଟି ଗାଁ ଏକଦା ମହାନ ପଡ଼ୋଶୀ ଥିଲେ। ଏକ ବିବାହ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଝଗଡା ହେତୁ ତିକ୍ତ ଶତ୍ରୁ ହୋଇଗଲେ। ଏହି ବିବାହ କୌଣସି ପ୍ରକାରେ ସମ୍ପୃକ୍ତ ଗାଁ ମୁଖିଆଙ୍କ ଦ୍ୱାରା ସମ୍ପନ୍ନ ହୁଏ କିନ୍ତୁ ଏହି ଦୁଇ ପଡୋଶୀ ଗାଁର…

ସହଜେ ବୁଝେନା ମନ

ପରିଣିତି ଚୋପ୍ରା ଖୁବ୍‌ଶୀଘ୍ର ଘର ସଂସାର କରିବେ। ସାଂସଦ ରାଘବ ଚଢ଼ାଙ୍କ ସହ ତାଙ୍କର ରିଂ ସେରିମନି ନିକଟରେ ଶେଷ ହୋଇଛି। ପରିଣିତିଙ୍କ ଗୋଟିଏ ଆଶା ପୂରଣ ନ ହେଲେ ତାଙ୍କ ମନ ବୁଝି ନ ଥାଏ। ତାହା କ’ଣ ଜାଣନ୍ତି?…

ୟାଦେଁ

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୁନୀଲ ଦତ୍ତ। ଯେ କୌଣସି ଭୂମିକା ହେଉ, ତାହାକୁ ସୁଚାରୁରୂପେ ତୁଲାଇବାରେ ସେ ଥିଲେ ମାହିର। ୧୯୬୪ରେ ନିର୍ମିତ ହୋଇଥିଲା ଏକ ବର୍ଣ୍ଣନାତ୍ମକ (ନ୍ୟାରେଟିଭ୍‌) ଫିଲ୍ମ ‘ୟାଦେଁ’। ଏଥିରେ ମାତ୍ର ଅଳ୍ପ କଳାକାର ଅଭିନୟ…

ରହିଗଲା ଅବସୋସ

ବେଳେବେଳେ ମନରେ ଏଭଳି ଅବସୋସ ରହିଯାଏ, ଯାହାକୁ ନେଇ ସାରା ଜୀବନ ଅନୁତାପ କରିବାକୁ ପଡିଥାଏ। ସେଭଳି ଏ କଥାକୁ ଏବେ ବ ମନେ ପକାଇ ଦୁଃଖ ପ୍ରକାଶ କରନ୍ତି ଆଲିୟା ଭଟ୍ଟ। କଥା କ’ଣ କି, ୨୦୦୫ରେ ବଲିଉଡ୍‌ର ଅନ୍ୟତମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri