ପ୍ରଯୋଜିକା ହେବେ କ୍ରିତି
ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ଅଭିନିତ ମୁଭି ‘ଆଦିପୁରୁଷ’ ଜୁନ ୧୬ରେ ରିଲିଜ ହେବାକୁ ଯାଉଛି, ଯେଉଁଥିରେ ପ୍ରଭାସ ଏବଂ ଶୈଫ ଅଲି ଖାନ ତାଙ୍କ ସହ ଅଛନ୍ତି। ଏହା ବ୍ୟତୀତ…
ଓକିଲ ଭୂମିକାରେ ନଜର ଆସିବେ କାଜଲ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ବଡ ପରଦା ପରେ ଏବେ ଓଟିଟିରେ ଧମାଲ କରିବାକୁ ପ୍ରସ୍ତୁତ ହେଲେଣି। ଅଭିନେତ୍ରୀ ଖୁବଶୀଘ୍ର ଓ୍ବେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ଓଟିଟି ଡେବ୍ୟୁ କରିବେ। ଏହି ସିରିଜର ଘୋଷଣାବି ଅଭିନେତ୍ରୀ ଖୁବ ୟୁନିକ ଢଙ୍ଗରେ…
୫୦ ବର୍ଷ ବୟସରେ ୪ର୍ଥ ଥର ପାଇଁ ବାପା ହେଲେ ପ୍ରଭୁଦେବା
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କୋରିଓଗ୍ରାଫର ପ୍ରଭୁଦେବା ଚତୁର୍ଥ ଥର ପାଇଁ ବାପା ହୋଇଛନ୍ତି। ସୂଚନାଯୋଗ୍ୟ, ତାଙ୍କର ଦ୍ୱିତୀୟ ସ୍ତ୍ରୀ ହିମାନୀ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି…
‘ଗଦର-୨’ ର ଟିଜର ରିଲିଜ
ମୁମ୍ବାଇ: ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର: ଏକ ପ୍ରେମ କଥା’ ୨୦୦୧ରେ ମୁକ୍ତିଲାଭ କରିଥିଲା। ଯାହା ବେଶ୍ ସୁପର ଡୁପର ହିଟ ଥିଲା। ନିକଟରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିଛି। ଏଥି…
ଦୀର୍ଘ ୨୭ ବର୍ଷ ପରେ ଭାରତରେ ହେବ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା
ମୁମ୍ବାଇ: ଦୀର୍ଘ ୨୭ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱସୁନ୍ଦରୀ ପ୍ରତିଯୋଗିତା। ୧୯୯୬ରେ ଏହି ପ୍ରତିଯୋଗିତା ଭାରତରେ ଶେଷଥର ପାଇଁ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ୭୧ତମ ବିଶ୍ବସୁନ୍ଦରୀ ପ୍ରତିଯୋଗିତା ଭାରତରେ ହେବା ନେଇ ଆୟୋଜକ ବିଶ୍ୱସୁନ୍ଦରୀ ସଂଘର…
ଅଲଗା ହେବେ ନେହା-ରୋହନପ୍ରିତ!
ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ତାଙ୍କର ୩୫ତମ ଜନ୍ମଦିନ ୬ ଜୁନରେ ଧୁମଧାମରେ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନରେ ନେହା ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ପାର୍ଟି ରଖିଥିଲେ, ଯେଉଁଥିରେ ସେ ବହୁତ ମଜା କରୁଥିବାର ଦେଖାଯାଇଥିଲା। ନେହା…
‘ଆନିମଲ’ର ପ୍ରି ଟିଜର ଆଉଟ
ମୁମ୍ବାଇ: ଅଭିନେତା ରଣବୀର କପୁର ‘ତୁ ଝୁଠି ମେ ମକ୍କାର’ ପରେ ଏବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ରେ ନଜର ଆସିବେ। ଦର୍ଶକ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଫିଲ୍ମ ନିର୍ମାତା…
ଦୀପିକା ଶେୟାର କଲେ ମଜାଳିଆ ପୋଷ୍ଟ
ମୁମ୍ବାଇ: ବଲିଉଡ୍ର ସବୁଠାରୁ ମଜାଳିଆ କପଲଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ବେଶ୍ ଜଣାଶୁଣା। ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଂ ରହିଛି। ରଣବୀର ଏବଂ ଦୀପିକା ଅନେକ ସମୟରେ ମଜାଳିଆ ମୁହୂର୍ତ୍ତଗୁଡ଼ିକ ଫ୍ୟାନ୍ମାନଙ୍କ ସହ ଶେୟାର କରିଥାନ୍ତି।…
ମୁଁ ମୋ ଫ୍ୟାନ୍ଙ୍କ ଫ୍ୟାନ୍
ଓଡ଼ିଆ ସିନେ ଓ ଟିଭି ଇଣ୍ଡଷ୍ଟ୍ରୀର ସେ ଜଣେ ଗ୍ଲାମର୍ସ ନାୟିକା। ଏହାବାଦ ଭୋଜପୁରୀ ଚଳଚ୍ଚିତ୍ରରେ ବି ସେ ଦେଖାଇଛନ୍ତି ନିଜ କମାଲ। କଣ୍ଠ ତାଙ୍କର ବେଶ୍ ମଧୁର। ସେ ହେଉଛନ୍ତି ଦୀପିକା ତ୍ରିପାଠୀ ରଥ। ଏଥର ସେଲିବ୍ରିଟି ସିକ୍ରେଟ୍ରେ ଜାଣିବା…
ପ୍ରିୟେ ତୁ ମୋ ସିଏ
ପ୍ରେମ କେଉଁଠି, କେମିତି, କେତେବେଳେ ହୋଇଯାଏ ତାହା କଳ୍ପନା କରିବା କଷ୍ଟକର। ଜଣେ ଗରିବ ପୁଅ କିପରି ଧନୀ ଝିଅକୁ ଭଲ ପାଉଛି ଆଉ ଏହାର ଶେଷ ପରିଣତି କ’ଣ ହେଉଛି-ସେଭଳି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ…
ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମର ଲୋକପ୍ରିୟ ଅଭିନେତାଙ୍କ ପରଲୋକ
ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମ ଅଭିନେତା ମଙ୍ଗଲ ଢିଲୋନଙ୍କ ରବିବାର ସକାଳେ ଦେହାନ୍ତ ହୋଇଛି। ସେ ଗତ କିଛି ବର୍ଷ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ। କ୍ୟାନସରରେ ପୀଡିତ ହୋଇ ପଞ୍ଜାବର ଲୁଧିଆନା ସହରର ଏକ ଡାକ୍ତରଖାନାରେ…
ସର୍ବିଆ ପବ୍ରେ ‘ଓ ଅଣ୍ଟାବା’ ଗୀତରେ ଠୁମକା ଲଗାଇଲେ ସାମନ୍ଥା
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧଓ୍ବାନ ଏବଂ ହଟ୍ ସାମନ୍ଥା ରଥ ପ୍ରଭୁ ଏକାଠି ନଜର ଆସିବାକୁ ଯାଉଛନ୍ତି। ପପୁଲାର ହଲିଉଡ ଓ୍ବେବ ସିରିଜ୍ ‘ସେଟାଡଲ’ର ଇଣ୍ଡିଆନ ରିମେକ୍ରେ ଦୁହେଁ ଅଭିନୟ କରୁଛନ୍ତି। ସର୍ବିଆରେ ଏହି ଫିଲ୍ମର ସୁଟିଂ ଚାଲିଛି।…
Archives


