ମନୋରଞ୍ଜନ

ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତ୍ରୀ ଅମିଷା

ମୁମ୍ବାଇ,୧୭।୬: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅମିଷା ପଟେଲଙ୍କ ଅସୁବିଧା ବଢିବାରେ ଲାଗିଛି। ଠକେଇ ମାମଲାରେ ଶନିବାର ଅଭିନେତ୍ରୀ ଅମିଷା ମୁହଁ ଘୋଡାଇ ରାଞ୍ଚି ସିଭିଲ କୋର୍ଟରେ ପହଞ୍ଚିଥିଲେ। ଏହା ପରେ ଅଭିନେତ୍ରୀ ଆତ୍ମସମର୍ପଣ କରିଥିଲେ। ଅମିଷା ପଟେଲ ଏବଂ ତାଙ୍କ ବିଜନେସ…

‘ଆଦିପୁରୁଷ’ ଫିଲ୍ମର ହନୁମାନଙ୍କ ଡାଇଲଗ୍‌କୁ ନେଇ ବିବାଦ, ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିର ଦେଲେ ଏଭଳିି ପ୍ରତିକ୍ରିୟା

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି। ରିଲିଜ୍‌ ହେଉଣୁ ଏହି ଫିଲ୍ମ ବିବାଦ ଘେରକୁ ଆସଛିି। ଫିଲ୍ମକୁ ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଭଲ ସମୀକ୍ଷା ମିଳିିନାହିଁ। ତେବେ ଦେଖାଯାଇଛି କି, ଫିଲ୍ମର…

ଟିକୁ ଓ୍ବେଡ୍ସ ଶେରୁ : ବୟସକୁ ନେଇ ବିବାଦ

ମୁମ୍ବାଇ: ବଲିଉଡ୍‌ର ସେଲ୍ଫମେଡ୍‌ ଆକ୍ଟର ନଓ୍ବାଜୁଦ୍ଦିନ ସିଦ୍ଧିକି ଏବଂ ନଭନିତ କୌରଙ୍କ ଅପ୍‌କମିଂ ଫିଲ୍ମ ‘ଟିକୁ ଓ୍ବେଡ୍ସ ଶେରୁ’ କୋଷ୍ଟାରଙ୍କ ବୟସକୁ ନେଇ ବିବାଦ ମୁଣ୍ଡ ଟେକିଛି। ସାଇ କବିରଙ୍କ ନିର୍ଦ୍ଦେଶିତ ଏବଂ କଙ୍ଗନା ରାଣାଓ୍ବତଙ୍କ ପ୍ରଯୋଜିତ ଏହି ଫିଲ୍ମ ଗୁରୁବାର…

କରନଙ୍କ ସଙ୍ଗିତ ସେରିମନିରେ ଖୁବ ନାଚିଲେ ସନ୍ନି ଦେଓଲ

ମୁମ୍ବାଇ: ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲ ଜୁନ ୧୮ରେ ଦୃଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଛନ୍ତି। ଏବେ ତାଙ୍କର ପ୍ରି ଓ୍ବେଡିଂ ଫଙ୍କସନ ଚାଲିଛି ଏବଂ ଏହି ସମୟ ମଧ୍ୟରେ ତାଙ୍କ ସଂଗୀତ…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ, ବ୍ୟାନ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୧୬।୬: ରିଲିଜ୍‌ ହେଉଣୁ ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ରାମାୟଣ ଏବଂ ପ୍ରଭୁ ରାମଙ୍କୁ ଫିଲ୍ମରେ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବାକୁ…

ଏହି କୋ-ଷ୍ଟାରଙ୍କ ସହ ଷ୍ଟେଜରେ ଜଲଓ୍ବା ଦେଖାଇବେ ଦିଶା

ମୁମ୍ବାଇ: ଦୀପିକା ପାଦୁକୋନ, ପ୍ରଭାସ ଏବଂ ଅମିତାଭ ବଚ୍ଚନ ଷ୍ଟାରର ପ୍ରୋଜେକ୍ଟ କ ନାଗ ଅଶ୍ୱିନଙ୍କ ପ୍ରୋ କେ (ପ୍ରୋଜେକ୍ଟ କେ) ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଦିଶା ପାଟାନି ମଧ୍ୟ ଏହି ପ୍ରୋଜେକ୍ଟର ଏକ ଅଂଶ, ଯଦିଓ…

ବିଗ ବସ ଓଟିଟି ସିଜନ ୨ରେ ନଜର ଆସିବେ ସନ୍ନି ଲିଓନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ, ଯାହାଙ୍କ ମୁଭି କେନେଡି ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଧମାଲ ମଚାଇଥିଲା, ଏବେ ସେ ବିଗ ବସ ଓଟିଟି ସିଜନ ୨ରେ ନଜର ଆସିବେ। ବିଗ ବସରେ ନିଜର ଏଣ୍ଟ୍ରିକୁ ନେଇ ସନ୍ନି କହିଛନ୍ତି,…

ହନୁମାନଙ୍କ ସିଟ୍‌କୁ ଫୁଲରେ ସଜାଗଲା

ମୁମ୍ବାଇ: ପୌରାଣିକ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଗତବର୍ଷଠାରୁ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଯାହା ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଫିଲ୍ମଟି ପ୍ରଥମ ଦିନରେ ଏକ ଜବରଦସ୍ତ ରେକର୍ଡ କରିବ ବୋଲି ଆଶା…

ରିଲିଜ ହେଲା ଆଦିପୁରୁଷ

ମୁମ୍ବାଇ: ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଜୁନ୍‌ ୧୬ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଗତବର୍ଷଠାରୁ ଦର୍ଶକେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ତେବେ ଏହି ଫିଲ୍ମ ଆଜି ରିଲିଜ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ବକ୍ସ…

ଟେଲି ପରଦାକୁ କମ୍‌ବ୍ୟାକ କରିବେ ରେଖା!

ମୁମ୍ବାଇ: ଷ୍ଟାରପ୍ଲାସରେ ପ୍ରସାରିତ ଶୋ ‘ଗୁମ ହୈ କିସି କେ ପ୍ୟାର୍‌ ମେଁ’ ପ୍ରତ୍ୟେକ ପଢିର ପ୍ରିୟ ସିରିଏଲ । ଏହି ଶୋ ବର୍ତ୍ତମାନ ସମୟରେ ବହୁତ ପପୁଲାର ଏବଂ ଏହା ସହିତ ଜଡିତ ପ୍ରତ୍ୟେକ ଅପଡେଟ ଜାଣିବାକୁ ଦର୍ଶକମାନେ ବହୁତ…

ଆଦିଲଙ୍କଠାରୁ ଶୀଘ୍ର ଅଲଗା ହେବାକୁ ଚାହୁଁଛନ୍ତି ରାକ୍ଷି

ମୁମ୍ବାଇ: ଡ୍ରାମା କୁଇନ ଭାବେ ଫେମଶ ରାକ୍ଷି ସାଓ୍ବନ୍ତ କିଛି ନା କିଛି କାରଣ ପାଇଁ ଲାଇମଲାଇଟରେ ଛାଇ ହୋଇ ରହିଥାଆନ୍ତି। ନିକଟରେ ରାକ୍ଷି ପାପ୍ସଙ୍କ ସାମ୍ନାରେ କହିଥିଲେ କି ଲାଇଫରେ ପୁଣିଥରେ କେହି ନୂଆ ଅତିଥି ଏଣ୍ଟ୍ରି କରିଛନ୍ତି। ଅଭିନେତ୍ରୀ…

ସୁପରହିଟ୍‌ ଲିଷ୍ଟରେ ନାହିଁ ଏହି ଅଭିନେତାଙ୍କ ନାମ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଏକ ଶତାବ୍ଦୀରୁ ଅଧିକ ସମୟ ଅତିବାହିତ କରିଛି। ୧୯୧୩ରେ ଆସିଥିବା ‘ରାଜା ହରିଶ୍ଚନ୍ଦ୍ର’ ଫିଲ୍ମର ଆରମ୍ଭ ବୋଲି ବିବେଚନା କରାଯାଏ। ବହୁବର୍ଷ ଧରି ଫିଲ୍ମର ରୂପ ଅନେକ ଥର ବଦଳିଛି, କିନ୍ତୁ ହିଟ୍‌ ଏବଂ ଫ୍ଲପ ଫିଲ୍ମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri