ଭାରତୀୟ ସଂରକ୍ଷଣ କର୍ମୀ ବ୍ରିଟେନରେ ସମ୍ମାନିତ, କିଙ୍ଗ ଚାଲର୍ସ-ରାଣୀ କାମିଲା ପରିବେଶ ପୁରସ୍କାର ପ୍ରଦାନ…
ଲଣ୍ଡନ,୧।୭ : ବ୍ରିଟେନରେ ଭାରତୀୟ ସଂରକ୍ଷଣ କର୍ମୀଙ୍କୁ ସମ୍ମାନିତ କରାଯାଇଛି। ବ୍ରିଟେନର କିଙ୍ଗ ଚାଲର୍ସ ତୃତୀୟ ଏବଂ ରାଣୀ କାମିଲା ଭାରତୀୟ ସଂରକ୍ଷଣ କର୍ମୀ – ଓସ୍କାର ବିଜେତା ଡକ୍ୟୁମେଣ୍ଟାରୀ ‘ଦି ଏଲିଫ୍ୟାଣ୍ଟ ହ୍ବିସପରସ୍’ର ନିର୍ମାତା କାର୍ତିକ ଗୋନ୍ସାଲଭସ ଏବଂ ୭୦ଟି…
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ବିବେକ ଓବରୋଏ
ନୂଆଦିଲ୍ଲୀ/ଲଣ୍ଡନ,୧।୭:ବିବେକ ଓବରୋଏ ଦର୍ଶକଙ୍କୁ ବହୁତଗୁଡିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। କିନ୍ତୁ ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦରରେ ଅଛନ୍ତି। ନିକଟରେ ବିବେକ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଛନ୍ତି। ସେ ଇଂଲଣ୍ଡରେ ବ୍ରିଟେନ-ଇଣ୍ଡିଆ ୨୦୨୩ ଉତ୍ସବରେ ଯୋଗ…
ଗଦର-୨ଫିଲ୍ମ ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅମିଶା, କହିଲେ ଦରମା ଦିଆଯାଇ ନାହିଁ….
ମୁମ୍ବାଇ:୨୨ବର୍ଷ ପୂର୍ବେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଫିଲ୍ମ ଗଦର ପ୍ରଶଂସକଙ୍କ ହୃଦୟରେ ରାଜ୍ କରିଥିଲା। ଏବେ ପୁଣି ଥରେ ଗଦର-୨ ରିଲିଜ୍ ହେବାକୁ ଯାଉଛି।ଫିଲ୍ମକୁ ନେଇ ସନ୍ନି ଦେଓଲ ଏବଂ ଅମିଶା ପଟେଲ ଜୋରଦାର ପ୍ରମୋଶନ କରୁଛନ୍ତି। କିନ୍ତୁ ଏହି…
ଜବାବ ଦେଲେ ସାରା
ମୁମ୍ବାଇ: ଶୈଫ ଅଲି ଖାଁ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ମୁସଲମାନମାନଙ୍କ ସହିତ ହିନ୍ଦୁ ଧର୍ମ ଉପରେ ମଧ୍ୟ ବହୁତ ବିଶ୍ୱାସ କରନ୍ତି। ନିକଟରେ ତାଙ୍କୁ ଅଜମେର ସରିଫଙ୍କ ଦରଘାରେ ଦେଖିବାକୁ ମିଳିଥିଲା, ଏହା ପରେ ସେ…
ଲିପ ସର୍ଜରୀ କରିଛନ୍ତି ଭୁମି!
ମୁମ୍ବାଇ: ଅଭିନେତ୍ରୀ ଭୁମି ପେଡନେକର ନିଜ ଚେଷ୍ଟାରେ ବଲିଉଡରେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। କାଷ୍ଟିଂ ଏଜେନ୍ସିରେ କାମ କରିବା ଠାରୁ ଆରମ୍ଭ କରି ମୁଭିରେ କାମ କରିବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ରହିଛି ।…
ଭାବି ସ୍ବାମୀଙ୍କ ସହ ଅମୃତସରରେ ପହଞ୍ଚିଲେ ପରିଣୀତି
ମୁମ୍ବାଇ: ଆମ ଆଦମୀ ନେତା ତଥା ରାଜ୍ୟ ସଭା ଏମ୍ପି ରାଘବ ଚଡ୍ଡା ଏବଂ ତାଙ୍କ ପ୍ରେମିକା ପରିଣୀତି ଚୋପ୍ରା ଶିଖମାନଙ୍କ ପବିତ୍ର ମନ୍ଦିର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା କପଲ ଶ୍ରୀ ହରମିନ୍ଦର…
ଓସ୍କାର ବିଜେତା ଏଲନ ଆର୍କିନଙ୍କ ଦେହାନ୍ତ
୨୦୦୬ ଚଳଚ୍ଚିତ୍ର ‘ଲିଟିଲ ମିସ ସନସାଇନ’ ପାଇଁ ଓସ୍କାର ଜିତିଥିବା ହଲିଉଡ ବାଦଶାହ ଏଲନ ଆର୍କିନଙ୍କ ୮୯ ବର୍ଷ ବୟସରେ ପରଲୋକ। କାଲିଫର୍ନିଆର କାର୍ଲସବାଡର ନିଜସ୍ବ ବାସଭବନରେ ଅର୍କିନ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଆଲିଆଙ୍କୁ ଉପହାର ଦେଲେ ଦୀପିକା
ମୁମ୍ବାଇ:ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କ ଫିଲ୍ମ ରକି ଔର ରାନୀକି ପ୍ରେମ କାହାନୀ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ଦୀପିକା ପାଦୁକୋନ ଆଲିଆଙ୍କୁ ଉପହାର ପଠାଇଛନ୍ତି। ଉପହାରକୁ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ମେନସନ୍ କରି…
‘ଯବାନ’ର ମ୍ୟୁଜିକ ରାଇଟ୍ସ ପାଇଁ ହେଲା ୩୬ କୋଟିର ଡିଲ, ଭାଙ୍ଗିଲା ସବୁ ରେକର୍ଡ
ମୁମ୍ବାଇ: ଶାହାରୁଖ ଖାଁଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ଯବାନ’ର ମ୍ୟୁଜିକ ରାଇଟ୍ସକୁ ମ୍ୟୁଜିକ ଲେବଲ ଟି-ସିରିଜ ୩୬ କୋଟିର ଭାରି ଡିଲ ସହ କ୍ରୟ କରିଛି। ଏହି ଫିଲ୍ମର ମ୍ୟୁଜିକ ରାଇଟ୍ସକୁ କିଣିବାକୁ ବଡଧରଣର କମ୍ପିଟିଶନ ଥିଲା, ହେଲେ ଟି-ସିରିଜ ଏଥିରେ…
ରାମ ଚରଣଙ୍କ ଝିଅକୁ ସୁନାର ଝୁଲଣା ଉପହାର ଦେଲେ ମୁକେଶ ଅମ୍ବାନୀ!
ମୁମ୍ବାଇ: ଏବେ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା। ଜୁନ ୨୦ରେ ରାମ ଚରଣ ଏବଂ ଉପାସନାଙ୍କ କୋଳ ମଣ୍ଡନ କରିଥିଲେ ଏକ କନ୍ୟା ସନ୍ତାନ। ଫ୍ୟାନ୍ସ, ଫ୍ୟାମିଲି ଓ ଫ୍ରେଣ୍ଡସଙ୍କ ପକ୍ଷରୁ ଶିଶୁ କନ୍ୟାକୁ…
ବେବି ଗର୍ଲର ନାମ ରିଭିଲ କଲେ ରାମ ଚରଣ ଖୁସିରେ ଝିଅକୁ ଡାକିବେ କଲିନ କାରା
ମୁମ୍ବାଇ: ବଲିଉଡ ଅଭିନେତା ରାମ ଚରଣ ଓ ଉପାସନା ୨୦ ଜୁନରେ ପ୍ୟାରେଣ୍ଟସ ହୋଇଛନ୍ତି । ଦୀର୍ଘ ୧୧ ବର୍ଷ ପରେ ଉପାସନା ଏକ ବେବି ଗର୍ଲକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ଶେୟାର କରି ରାମ ଚରଣ ଝିଅର ଜନ୍ମ…
ଆଜି ଝିଅର ନାମକରଣ କରିବେ ରାମଚରଣ
ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ରାମ ଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ଜୁନ ୨୦ରେ ହାଇଦ୍ରାବାଦରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ବିବାହର ପ୍ରାୟ ୧୧ବର୍ଷ ପରେ, ଏହି ସୁଖ ଉଭୟଙ୍କ ଘରକୁ ଆସିଛି। ଏହା ହେଉଛି ଦମ୍ପତିଙ୍କର ପ୍ରଥମ ସନ୍ତାନ। ରାମଚରଣ…
Archives


