ମନୋରଞ୍ଜନ

ପରଦାରେ ଚୁମ୍ବନ ଦୃଶ୍ୟ ଦେଖି ଚିଡ଼ୁଥିଲେ ଆୟୁଷ୍ମାନଙ୍କ ପତ୍ନୀ, ଭାଙ୍ଗିବାକୁ ଚାହୁଁଥିଲେ ବିବାହ

ବମ୍ବେ: ବଲିଉଡ୍‌ର ସଫଳ ବିବାହିତ ଯୋଡ଼ିଙ୍କ ମଧ୍ୟରୁ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଏବଂ ପତ୍ନୀ ତାହିରା କଶ୍ୟପ ଅନ୍ୟତମ। ଦୁହେଁ ଭିନ୍ନ ମଣିଷ ହୋଇଥିଲେ ହେଁ ପରସ୍ପରପ୍ରତି ଥିବା ବିଶ୍ୱାସ ଯୋଗୁ ସେମାନଙ୍କ ବିବାହ ଗାଡ଼ି ବେଶ ଭଲ ଭାବେ ଚାଲିଛି।…

ଲିଡ ରୋଲ ନ ମିଳିବାରୁ ଦୁଃଖ ପ୍ରକାଶ କଲେ ନୋରା

ମୁମ୍ବାଇ: ନିଜର ସୁନ୍ଦର ଡ୍ୟାନ୍ସ ନମ୍ବର୍ସ ପାଇଁ ବେଶ ପରିଚିତ ନୋରା ଫତେହି ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’ରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ କିଛି ଫିଲ୍ମରେ କାମ ମିଳିଥିଲା ହେଲେ ତାଙ୍କର ସାକି-ସାକି ଦିଲବର, ଗର୍ମି ଭଳି…

‘ଦୀପିକାଙ୍କ ପାଇଁ ମୁଁ ଗର୍ବିତ’

ମୁମ୍ବାଇ: ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ୍‌ କହାନୀ’ ଏବେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଦେଖିବା ସମୟରେ ଅଭିନେତ୍ରୀ ଦୀପିକା ପାଦୁକୋନ କରତାଳି, ହ୍ବିସିଲ୍‌ ମାରି କିପରି ଖୁସି ହେଉଥିଲେ ତାହା ଫ୍ୟାନ୍‌ଙ୍କ ସହ ଶେୟାର କରିଛନ୍ତି ସ୍ବାମୀ…

ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ‘ଜୋରାମ’ ପାଇଁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ପାଇଲେ ମନୋଜ ବାଜପେୟୀ

ମୁମ୍ବାଇ,୪।୮: ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ୨୦୨୩ରେ ଫିଲ୍ମ ‘ଜୋରାମ’ ପାଇଁ ଅଭିନେତା ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ମିଳିଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ମନୋଜ ବାଜପେୟୀ ଓ ପ୍ରଡକଶନ ହାଉସ ଜି ଷ୍ଟିଡିଓଜ ଜଏଣ୍ଟଲି ଖୁସି…

ନୀତୀନ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ, ଆଜି ହେବ ଶେଷକୃତ୍ୟ

ମୁମ୍ବାଇ,୪।୮: ବଲିଉଡର ଜଣାଶୁଣା କଳା ନିର୍ଦ୍ଦେଶକ ନୀତୀନ ଦେଶାଇଙ୍କ ବୁଧବାର ଦେହାନ୍ତ ହୋଇଯାଇଛି। ନୀତୀନଙ୍କ ବିୟୋଗ ସିନେମାଜଗତ ପାଇଁ ଏକ ବଡ କ୍ଷତି। ତାଙ୍କର ଶେଷ ରୀତିନୀତି ଶୁକ୍ରବାର ଅର୍ଥାତ୍‌ ଆଜି ସାରେ କରାଯିବ। ଏହାପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ…

‘ଏ ସମୟ ବି ବିତିଯିବ’

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଛବି ମିତ୍ତଲ ପୁଣି ଅସୁସ୍ଥ। ପ୍ରଥମେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗକୁ ହରାଇବା ପରେ ଏବେ ସେ କୋଷ୍ଟୋକୋଣ୍ଡ୍ରାଇଟିସ୍‌ରେ ପୀଡ଼ିତ। ଛାତିରେ ଥିବା କାର୍ଟିଲେଜରେ ଆଘାତ ଲାଗିବା ଫଳରେ ଏହି ରୋଗ ହୋଇଥାଏ। ଏନେଇ…

ଦୀପିକାଙ୍କ ପ୍ରଶଂସାରେ ଶତମୁଖ ପ୍ରଭାସ

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କ ପ୍ରଶଂସାରେ ଶତମୁଖ ବାହୁବଳୀ ସୁପରଷ୍ଟାର ପ୍ରଭାସ। ସେ ନିଜକୁ ଦୀପିକାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ନିକଟରେ ପ୍ରଭାସ ଏକ ସାକ୍ଷାତକାରରେ ଦୀପିକାଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟିଥିଲେ ଏବଂ…

ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କାଶ୍ୟପ ଆଜି ତାଙ୍କ ପ୍ରେମିକ ସେନ ଗ୍ରେଗୋଇରେଙ୍କ ସହ ନିର୍ବନ୍ଧ କରିଛନ୍ତି। ଆଲିଆ ତାଙ୍କ ଚେହେରା ପାଇଁ ପ୍ରାୟତଃ ଲାଇମଲାଇଟ୍‌ରେ ରୁହନ୍ତି। ତାଙ୍କ ନିର୍ବନ୍ଧର କିଛଇ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ…

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ୍‌ ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ ନିଜ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଟୁଇଟ୍‌ ମାଧ୍ୟମରେ ମୁସଲମାନମାନଙ୍କୁ ହିନ୍ଦୁ…

ସୁଇସାଇଡ୍‌ ନୋଟ୍‌ ଛାଡିଯାଇଛନ୍ତି ନିତିନ ଦେଶାଇ

ବଲିଉଡର କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚାହାଁନ୍ତି। ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ବର୍ତ୍ତମାନ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ଜୀବନ ନେବା ପୂର୍ବରୁ ନିତିନ ଏକ ରେକର୍ଡ ହୋଇଥିବା ଆତ୍ମହତ୍ୟା ବାର୍ତ୍ତା…

କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଲୋକପ୍ରିୟ ଟିଭି ଶୋ ‘କପିଲ ଶର୍ମା ଶୋ’ରେ ‘ଡଃ ଗୁଲାଟି’ ଭୂମିକାରେ ଲୋକଙ୍କ ହୃଦୟରେ ରାଜ କରିଥିବା ଅଭିନେତା ତଥା କମେଡିଆନ୍‌ ସୁନୀଲ ଗ୍ରୋଭର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସୁନୀଲ କେତେବେଳେ ‘ଗୁଥୀ’ ତ ଆଉ କେତେବେଳେ ‘ସାନ୍ତୋଶୀ…

‘ଭୋଗ’ର କଭର ପେଜରେ ବିନ୍ଦି-ଶାଢି ପିନ୍ଧି ନଜର ଆସିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାଁ ମୁଭି ‘କେଦାରନାଥ’ରେ ଡେବ୍ୟୁ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ମୁଭିରେ ତାଙ୍କର ପରଫରମାନ୍ସ ଦର୍ଶକଙ୍କୁୁ ବେଶ ପସନ୍ଦ ଆସିଥିଲା। ଏହାପରେ ଆକ୍ଟ୍ରେସ ଆଚ୍ଛା ଖାସା ଫ୍ୟାନ ବନାଇ ପାରିଥିଲେ। ନିକଟରେ ସାରାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri