ମନୋରଞ୍ଜନ

ଏଲଭିଶ ଯାଦବ ହେଲେ ବିଗ୍‌ବସ ଓଟିଟି-୨ର ବିଜେତା

ମୁମ୍ବାଇ: ସଲମାନ ଖାନ ହୋଷ୍ଟେଡ ବିଗ୍‌ବସ ଓଟିଟି-୨ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଶୋ‘ ଏହାର ବିଜେତା ଘୋଷଣା କରିଛି। ୱାଇଲ୍ଡ କାର୍ଡ ଏଣ୍ଟ୍ରି ଏଲଭିଶ ଯାଦବ ବିଜେତା ହୋଇଛନ୍ତି। ଏଲଭିଶ ଯାଦବ ବିଗ୍‌ବସ ଟ୍ରଫି ସହିତ ୨୫…

୪ ଦିନରେ ୩୦୦ କୋଟି ରୋଜଗାର କଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। କିଛି ରିପୋର୍ଟରେ କୁହାଯାଇଛି ଯେ, ଫିଲ୍ମ ଏ ପର୍ଯ୍ୟନ୍ତ ୩୦୦କୋଟି ଟଙ୍କା ସଂଗ୍ରହ କରିଛି। ବର୍ତ୍ତମାନ କମଲ ହାସନ ମଧ୍ୟ ରଜନୀକାନ୍ତଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।…

କିଆରାଙ୍କ ପସନ୍ଦ ସି ବିଚ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବେ ପ୍ରଫେସନାଲ ଓ ପର୍ସନାଲ ଲାଇଫ ମଧ୍ୟରେ ଖୁବସୁରତ ବାଲାନ୍ସର ଆନନ୍ଦ ନେଉଛନ୍ତି। କିଛିବର୍ଷ ହେବ ଏହି ଅଭିନେତ୍ରୀ ବଲିଉଡକୁ କିଛି ହିଟ ମୁଭି ଭେଟି ଦେଇଛନ୍ତି। ଆଉ ଏହାକୁ ନେଇ ସେ ନିକଟରେ…

ନିକଙ୍କୁ ପ୍ରଶଂସା କଲେ ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପତି ନିକ ଜୋନାସଙ୍କ ସହ ଏକ ସ୍ପେଶାଲ ବଣ୍ଡ ସେୟାର କରନ୍ତି। ଏହାର ପ୍ରମାଣ ତାଙ୍କ ଫଟୋ ଓ ଭିଡିଓରୁ ମିଳିଯାଇଥାଏ। ନିକଟରେ ପିସି ତାଙ୍କ ପତି ନିକ ଜୋନାସଙ୍କର ଖୁବ ପ୍ରଶଂସା…

ଐଶ୍ୱର୍ଯ୍ୟାଙ୍କ ପ୍ରଶଂସାରେ ଶତମୁଖ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସ୍ତ୍ରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରଶଂସା କରିବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ନିକଟରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସାରେ ପୁଣି ଶତମୁଖ ହୋଇଛନ୍ତି। ନିକଟରେ ଅଭିଷେକ ବଚ୍ଚନ ଫିଲ୍ମର ପ୍ରମୋଶନ ସମୟରେ…

‘ପଠାନ’ ରେକର୍ଡ ଭାଙ୍ଗିଲା ‘ଗଦର-୨’

ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ମସାଲା ଆକ୍ସନ ଏଣ୍ଟରଟେନର୍‌ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ପରଦାରେ ତାରା-ସାକିନାଙ୍କ ଯୋଡିକୁ ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି। ଦର୍ଶକ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି। ‘ଗଦର ୨’…

ବଦ୍ରିନାଥ ଦର୍ଶନ କଲେ ରଜନୀକାନ୍ତ

ଡେରାଡୁନ: ରିଲିଜ ପରଠାରୁ ଚର୍ଚ୍ଚାରେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଯୋଗୁ ଅଭିନେତାଙ୍କ ଖୁସି ଦ୍ୱିଗୁଣିତ ହୋଇଛି। ରଜନୀକାନ୍ତ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ସହ ଚାରି ଧାମ ଯାତ୍ରାରେ ବାହାରିଛନ୍ତି। ନିକଟରେ…

ରୋମାନ୍ସ କରିବେ ଶାହାରୁଖ

ମୁମ୍ବାଇ: ଦୀର୍ଘଦିନ ପରେ ରୋମାନ୍ସର ବାଦଶାହା ଶାହାରୁଖ ଖାଁ ନିଜ ପ୍ରଶଂସକଙ୍କ ପାଇଁ ରୋମାଣ୍ଟିକ୍‌ ଟ୍ରାକ ନେଇ ଆସିବାକୁ ପ୍ରସ୍ତୁତ ହେଲେଣି। ଶାହାରୁଖଙ୍କ ଅଭିନୀତ ମୁଭି ‘ଯଓ୍ବାନ’ର ଏକ ଗୀତ ରିଲିଜ ହେବାକୁ ଯାଉଛି। ଏହାଏକ ରୋମାଣ୍ଟିକ ସଙ୍ଗ ‘ଚଲେୟା’, ଯେଉଁଥିରେ…

‘ଦର୍ଶକଙ୍କ ଟ୍ରୋଲ୍‌ ଶୁଣିବା ମୋର କର୍ତ୍ତବ୍ୟ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକମାନେ କିଣୁଥିବା ଟିକେଟର ମୂଲ୍ୟ ନିକଟରେ ସେ ଋଣୀ ଅଟନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ଯଦି କେହି ମୋ’ ଫିଲ୍ମ ଦେଖିବା ପାଇଁ ଟିକେଟ କିଣୁଛନ୍ତି ତେବେ…

ସନି ଦେଓଲଙ୍କୁ ଝଟ୍‌କା

ଅଭିନେତା ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଭଲ ଆୟ କରୁଛି। ରିଲିଜର ତୃତୀୟ ଦିନରେ ଫିଲ୍ମ ନିର୍ମାତାଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ପୁରା ଫିଲ୍ମ ୟୁଟ୍ୟୁବରେ ଲିକ ହୋଇଛି। ସନ୍ନି ଦେଓଲ ଏବଂ ଅମିଶା…

ଶୁଭଦିନକୁ ଅପେକ୍ଷା

ନୂଆ ଓଡିଆ ସିନେମା ‘ଆଇନା କେବେ ମିଛ କହେନା’କୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଦୀପକ। କାରଣ ସେ ଏହି ଫିଲ୍ମରେ ଏକ ଭିନ୍ନ ଧରଣର ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ଏହାର କାହାଣୀରେ ରହିଛି ପାରିବାରିକ ଛିଟା। ଲଭ୍‌ ଷ୍ଟୋରିର…

ନିଆରା ଅନ୍ଦାଜରେ ଶ୍ରୀଦେବୀଙ୍କ ଜନ୍ମ ଦିନରେ ଡୁଡଲ ବନାଇଲା ଗୁଗୁଲ

ମୁମ୍ବାଇ: ବଲିଉଡକୁ ବହୁ ବ୍ଲବୁଷ୍ଟର ମୁଭି ଭେଟିଦେଇଥିବା ନାୟିକା ସ୍ବାର୍ଗତା ଶ୍ରୀଦେବିଙ୍କର ଆଜି ହେଉଛି ୬୦ ତମ ବାର୍ଥ ଆନିର୍ଭସାରୀ। ଶ୍ରୀଦେବୀ ତାଙ୍କର ବଳିଷ୍ଠ ଅଭିନୟ ତଥା ଶାନଦାର ଡାନ୍ସ ପାଇଁ ବେଶ ଜଣାଶୁଣା। ସେ ବଲିଉଡକୁ ଏକରୁ ଅଧିକ ବ୍ଲକବଷ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri