ମନୋରଞ୍ଜନ

ପୁଣି ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହେଲେ ସୁଶାନ୍ତଙ୍କ ବାପା, ଜାଣନ୍ତୁ କ’ଣ ରହିଛି ମାମଲା…

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କୃଷ୍ଣ କିଶୋର ସିଂହ। ପୁଅଙ୍କ ଜୀବନ ଉପରେ ଆଧାରିତ ଚାରି ଫିଲ୍ମ ଏବଂ ଦୁଇ ପୁସ୍ତକ ଉପରେ ରୋକ ଲଗାଇବାକୁ ସେ ଦାବି…

ତୃତୀୟ ସ୍ବାମୀଙ୍କ ଠାରୁ ଅଲଗା ହେବେ ପପ ଷ୍ଟାର୍‌, ଛାଡପତ୍ର ପାଇଁ କୋର୍ଟରେ ପହଞ୍ଚିଲେ ସ୍ବାମୀ

ମୁମ୍ବାଇ: ପପ ଷ୍ଟାର୍‌ ବ୍ରିଟନି ସ୍ପାୟର୍ସଙ୍କ ବିବାହର ଦେଢ ବର୍ଷ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛିି। ତାଙ୍କ ସ୍ବାମୀ ସାମ ଅସଗରୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏଥିସହ ସେ ତାଙ୍କ ପତ୍ନୀଙ୍କ ଉପରେ ମାରପିଟ୍‌ର ଅଭିଯୋଗ କରିଛନ୍ତି। ପ୍ରାୟ…

କିଙ୍ଗ୍‌ ଖାନଙ୍କ ଉପରେ ବଲିଉଡକୁ ବର୍ବାଦ କରିଥିବା ଅଭିଯୋଗ ଆଣିଲେ ଅଗ୍ନିହୋତ୍ରୀ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ନିଜ ବୟାନ ହେତୁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ସେ କୌଣସି ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଅନେକ ଥର ବଲିଉଡ ସେଲିବ୍ରେଟଙ୍କୁ ଟାର୍ଗେଟ କରିସାରିଛନ୍ତି। ଏଥର ଆଉ କେହି…

‘ଜେଲର’ର ସଫଳତା ମଧ୍ୟରେ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ରଜନୀକାନ୍ତ

ରାଞ୍ଚି,୧୭।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିକଟରେ ମୁକ୍ତିଲାଭ କରିଥିବା ଆକ୍ସନ ଫିଲ୍ମ ‘ଜେଲର’ ହେତୁ ଚର୍ଚ୍ଚାରେ ଅଛନ୍ତି। ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତ ତଥା ସମଗ୍ର ବିଶ୍ୱରେ…

ସଲମାନଙ୍କ ସହ ପଙ୍ଗା ନେଇ ବରବାଦ ହୋଇଛି କ୍ୟାରିୟର

ବମ୍ବେ: ବଲିଉଡର ଦବଙ୍ଗ ଖାନ୍ ସଲମାନ ଅନେକ ନବାଗତଙ୍କୁ ସୁଯୋଗ ଦେଇଥାନ୍ତି। ହେଲେ ତାଙ୍କ ସହ ସମ୍ପର୍କ ଖରାପ କରି ଅନେକଙ୍କ କ୍ୟାରିୟର ବରବାଦ ମଧ୍ଯ ହୋଇଛି। ସେଥିରୁ ଜଣେ ହେଲେ ଜୁବେର ଖାନ୍। ୨୦୧୧ରେ ବିଗବସ୍ ପ୍ରତିଯୋଗୀ ଭାବେ ଭାଗ…

ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଚାହୁଁଥିଲେ ଅନନ୍ୟା

ମୁମ୍ବାଇ: ଅନନ୍ୟା ପାଣ୍ଡେ ତାରା ସୂତାରିୟା ଏବଂ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ନିର୍ଦ୍ଦେଶିତ ମୁଭି ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଏହି ମୁଭିରେ ତାଙ୍କ ଭୂମିକା ଏବଂ ଅଭିନୟ ପାଇଁ…

ଡେଙ୍ଗୁରେ ଆକ୍ରାନ୍ତ ଏହି ଅଭିନେତ୍ରୀ

ମୁମ୍ବାଇ: ବର୍ତ୍ତମାନ ଚାରିଆଡ଼େ ଡେଙ୍ଗୁ ରୋଗ ବ୍ୟାପିଛି। ଏଥିରୁ ବି ବାଦ୍‌ ପଡୁନାହାନ୍ତି ସେଲିବ୍ରିଟି। ଆଜିକାଲି ସଲମାନ ଖାନଙ୍କ ଜଣେ ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ। ସେ ହେଉଛନ୍ତି ଅଭିନେତ୍ରୀ ଜରିନ ଖାନ। ଏହି…

‘ସୋନା’ଠାରୁ ଦୂରେଇ ଗଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡରେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛିଦିନ ତଳେ ଏହି ଅଭିନେତ୍ରୀଙ୍କୁ ଓ୍ବେବ ସିରିଜ ସିଟାଡେଲରେ ଦେଖିବାକୁ ମିଳିଥିଲା। ପିସି ତାଙ୍କ ବେକାକୁ ବୟାନକୁ ନେଇ ବି ଅନେକ ସମୟରେ…

ବକ୍ସ ଅଫିସରେ ସୁନାମି: ଖୁବ୍‌ଶୀଘ୍ର ୩୦୦ କୋଟି ଛୁଇଁବ…

ବମ୍ବେ: ବ୍ୟବସାୟରେ ରେକର୍ଡ କରୁଛି ‘ଗଦର ୨’। ଦର୍ଶକଙ୍କ ଭଲପାଇବା ମିଳୁଥିବାରୁ ଫିଲ୍ମଟି ରିଲିଜ ଦିନଠାରୁ ଭଲ କଲେକ୍ସନ କରୁଛି। ମାତ୍ର ୬ ଦିନରେ ଏହା ୨୫୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏବେ ସପ୍ତମ ଦିନର ବ୍ୟବସାୟ ବିବରଣୀ ସାମ୍ନାକୁ…

ଉର୍ଫିଙ୍କୁ ମିଳିଲା ହତ୍ୟା ଧମକ

ଅଭିନେତ୍ରୀ ଉର୍ଫି ଜାଭେଦ ଏକ ସୋସିଆଲ ମିଡିଆ ସେନ୍ସେସ। ତା’ର ଅଫବଟ ଫ୍ୟାଶନ ସେନ୍ସ ସର୍ବଦା ଚର୍ଚ୍ଚାରେ ଥାଏ। ଉର୍ଫି ତାଙ୍କ ଲୁକ ସହିତ ଅନେକ ପରୀକ୍ଷଣ କରୁଥିବା ଦେଖାଯାଏ। ତାଙ୍କର ଫ୍ୟାଶନ ବହୁତ ବୋଲ୍ଡ ଏବଂ ଗ୍ଲାମରସ। ଅନେକ ଥର…

୨୦୦ କୋଟି କ୍ଲବରେ ‘ଗଦର ୨’

ବମ୍ବେ: ବକ୍ସ ଅଫିସରେ ଧମାଲ କରୁଛି ‘ଗଦର ୨’। ସନ୍ନି ଦେଓଲ ଏବଂ ଅମିଶା ପଟେଲ ଅଭିନୀତ ଏହି ଫିଲ୍ମ ବ୍ୟବସାୟରେ ରେକର୍ଡ କରୁଛି। ମଙ୍ଗଳବାର ଛୁଟିଦିନ ଥିବାରୁ ଏହା ୫୫.୪୦ କୋଟି ରୋଜଗାର କରିଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି…

ଜ୍ୟାକ୍‌ଲିନଙ୍କୁ ଆଶ୍ୱସ୍ତି

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ୱସ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ ଜାମିନ ସର୍ତ୍ତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri