ମନୋରଞ୍ଜନ

୪୦୦ କୋଟି କ୍ଲବରେ ‘ଗଦର-୨’

ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ‘ଗଦର-୨’ ବର୍ତ୍ତମାନ ୪୦୦ କୋଟିର କ୍ଲବରେ ଯୋଗ ଦେଇଛି। ଏହି ଫିଲ୍ମଟି ମାତ୍ର ୧୨ ଦିନ ମଧ୍ୟରେ ୪୦୦ କୋଟି ମାର୍କ…

କରନ୍‌ଙ୍କ ମୁହଁରୁ ପ୍ରଶଂସା ଶୁଣି ଡରିଲେଣି କଙ୍ଗନା

ବମ୍ବେ: ବଲିଉଡ ନିର୍ଦ୍ଦେଶକ କରନ୍‌ ଜୋହର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତିକ୍ତତା କାହାକୁ ବା ଅଛପା। ଦୁହେଁ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ହେଲେ ଏବେ ଓଲଟା ଦିଗରେ ପବନ ବୋହିବା ଭଳି…

ଅଭିନେତ୍ରୀ ଶବାନା ଆଜମୀଙ୍କ ନାଁ ନେଇ ଅନ୍‌ଲାଇନ୍‌ ଠକେଇ

ମୁମ୍ବାଇ,୨୩।୮: ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ ନାଁ ନେଇ ଅନ୍‌ଲାଇନ୍‌ ଠକେଇ ହୋଇଛି। ଏନେଇ ଅଭିନେତ୍ରୀ ପୋଲିସରେ ମାମଲା ରୁଜୁ କରିଛନ୍ତି। ସେ ଟୁଇଟର୍‌ରେ ତାଙ୍କ ନାମରେ ଅନଲାଇନ ଠକେଇର କରାଯାଉଥିବା କହିଛନ୍ତି। ତାଙ୍କ ନାମରେ ଏପରି କରାଯାଉଥିବାରୁ ଏଭଳି ଅଭିନେତ୍ରୀ…

ରିଲିଜ୍‌ ପୂର୍ବରୁ ଫିଲ୍ମରେ ହେଲା ପରିବର୍ତ୍ତନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’ର ରିଲିଜ୍‌ ତାରିଖ ଯେତିକି ପାଖେଇ ଆସୁଛି, ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ସେତିକି ଉତ୍ସାହିତ ଅଛନ୍ତି। ‘ଜୱାନ’ର ଟ୍ରେଲର କିଛି ଦିନ ମଧ୍ୟରେ ରିଲିଜ୍‌ ହେବାକୁ ଯାଉଛି। ଏହି ସମୟରେ ସେନ୍ସର ବୋର୍ଡ…

ପାନିଆକୁ ବି ଛାଡ଼ିଲେନି ଉର୍ଫି

ବମ୍ବେ: ନିଜର ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆ ସେନସେଶନ ତଥା ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଏଭଳି ଚମକାଇବା ଭଳି ଜିନିଷ ବ୍ୟବହାର କରି ସେ ପ୍ରସ୍ତୁତ କରିଥାନ୍ତି ପୋଷାକ। ଏହାକୁ…

ମାରପିଟ୍‌ କରି ମୋତେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ ଆଦିଲ: ରାକ୍ଷୀ

ବମ୍ବେ: ପୂର୍ବ ସ୍ବାମୀଙ୍କ ସହ ଆରୋପ ପ୍ରତ୍ୟାରୋପକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଟେଲି ପରଦାର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ। ଜେଲରୁ ମୁକୁଳିବା ପରେ ଆଦିଲ ଖାନ୍‌ ତାଙ୍କୁ ନେଇ ଅନେକ ଚମକାଇବା ଭଳି ଖୁଲାସା କରିଥିଲେ। ଏବେ ରାକ୍ଷୀ…

କାନ୍ତାରା-୨ ନିର୍ମାଣ ଆରମ୍ଭ, ୨୦୨୪ ସେପ୍ଟେମ୍ବରରେ ହେବ ରିଲିଜ…

ମୁମ୍ବାଇ : କମ ବଜେଟ ଚଳଚ୍ଚିତ୍ର, ବଳିଷ୍ଠ କାହାଣୀ ଏବଂ ଉଲ୍ଲେଖନୀୟ ଚିତ୍ରଣ । ଏହିପରି କିଛି ଋଷଭ ଶେଟ୍ଟୀଙ୍କ ଫିଲ୍ମ କାନ୍ତାରା ବିଷୟରେ କୁହାଯାଇପାରେ। ଗତ ବର୍ଷ ଦକ୍ଷିଣରୁ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରଟି କେବଳ ଦେଶରେ ନୁହେଁ, ବିଦେଶରେ…

ଚନ୍ଦ୍ରୟାନ-୩ର ମଜା ଉଡାଇବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍‌ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି। ପ୍ରକାଶ ରାଜ ଏକ୍ସରେ ଶର୍ଟ ଏବଂ ଲୁଙ୍ଗି ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ କାର୍ଟୁନ ଶେୟାର କରିଥିଲେ। ଏଥିରେ ସେ…

ଏବେ ବି ମୁଁ ମା’ ହୋଇପାରିବି: ରାକ୍ଷୀ

ବମ୍ବେ: ଟେଲିଭିଜନ ଦୁନିଆର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀଙ୍କ ମଧ୍ୟରୁ ରାକ୍ଷୀ ସାଓ୍ବନ୍ତ ଜଣେ। ସର୍ବଦା ନିଜର ରୋକଠୋକ ବୟାନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବର ଶିରୋନାମାରେ ରହିଥାନ୍ତି। ଏହି କ୍ରମରେ ଏବେ ଦ୍ୱିତୀୟ ସ୍ବାମୀ ଆଦିଲ…

ପୁଅର ଝଲକ ଦେଖାଇଲେ ଇଲିଆନା

ବମ୍ବେ: ପୁଅର ଝଲକ ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ। ନିଜର ସୋସିଆଲ ମିଡିଆ ପୃଷ୍ଠାରେ ସେ ପୁଅଙ୍କ ପାଦର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି। ଅଗଷ୍ଟରେ ପୁତ୍ର ସନ୍ତାନର…

‘ଗଦର ୨’ ନିର୍ଦ୍ଦେଶକଙ୍କୁ ଉପହାର ପଠାଇଲେ ପ୍ରିୟଙ୍କା-ନିକ୍‌

ଆଜିକାଲି ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ୩୦୦ କୋଟିରୁ ଅଧିକ ଆୟ କଲାଣି। ସମସ୍ତେ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରୁଛନ୍ତି।…

ଜଣାଶୁଣା ହରିୟାଣା ସିଙ୍ଗର ରାଜୁ ପଞ୍ଜାବୀଙ୍କ ପରଲୋକ

ଚଣ୍ଡିଗଡ଼,୨୨।୮: ହରିୟାଣାର ଗାୟକ ରାଜୁ ପଞ୍ଜାବୀଙ୍କର୪୦ ବର୍ଷ ବୟସରେ ହରିୟାଣାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ରାଜୁ ପଞ୍ଜାବୀ ହରିୟାଣାର ହିସାର ଡାକ୍ତରଖାନାରେ କିଛି ସମୟ ଭର୍ତ୍ତି ହୋଇଥିଲେ ଏବଂ ଜଣ୍ଡିସରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri