ମନୋରଞ୍ଜନ

ଭଉଣୀଙ୍କ ବିବାହରେ ସାମିଲ ହେବେନି ପ୍ରିୟଙ୍କା! ପରିଣୀତିଙ୍କ ପାଇଁ କଲେ ଖାସ୍‌ ପୋଷ୍ଟ

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ରବିବାର ଅର୍ଥାତ୍‌ ସେପ୍ଟେମ୍ବର ୨୪ରେ ବିବାହ କରିବାକୁ ଯାଉଛନ୍ତି। ବର୍ତ୍ତମାନ ବିବାହର ରୀତିନୀତି ଆରମ୍ଭ ହୋଇଯାଇଛି। ବିବାହରେ ଯୋଗଦେବା ପାଇଁ ସମସ୍ତ ସମ୍ପର୍କୀୟ ଉଦୟପୁରରେ ପହଞ୍ଚିଛନ୍ତି। ଜଣେ ଅଛନ୍ତି ଯାହାକୁ ସମସ୍ତେ…

ଝିଅ ମାଳତି ସହ ଆନିମଲ ପାର୍କରେ ଏଞ୍ଜୟ କରୁଛନ୍ତି ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ସିଙ୍ଗର ନିକ ଜୋନାସ ତାଙ୍କ ଝିଅ ମାଳତି ମେରିଙ୍କର ଭଳ ମାତାପିତା। ଗତବର୍ଷ ଜାନୁୟାରୀରେ ଏହି ଯୋଡି ମାଳତିଙ୍କୁ ସ୍ବାଗତ କରିଥିଲେ। ଆଉ ଏମାନେ ସବୁବେଳେ ଇନଷ୍ଟାଗ୍ରାମରେ ତାଙ୍କ ନହ୍ନି…

୯ମ ଶ୍ରେଣୀରୁ ଐଶ୍ୱର୍ଯ୍ୟାଙ୍କୁ ଆସିଥିଲା ଫିଲ୍ମ ଅଫର

ମୁମ୍ବାଇ: ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ପ୍ରଶଂସକ ଖୁବ୍‌ ଭଲ ପାଆନ୍ତି। ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଐଶ୍‌ଙ୍କର ଲୋକପ୍ରିୟତା ରହିଛି। ସେ ତାଙ୍କର ବଳିଷ୍ଠ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥାନ୍ତି। ଆଜି ବି ଐଶ୍ୱର୍ଯ୍ୟାଙ୍କର…

ଏହି ଫିଲ୍ମରେ ଡେବ୍ୟୁ କରିଥିଲେ ଭାଇଜାନ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…

ପରିଣୀତିଙ୍କ ହାତ ଧରିବେ ରାଘବ

ମୁମ୍ବାଇ: ଆସନ୍ତା ୨୪ ତାରିଖରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ଲିଡର ରାଘବ ଚଢ଼ାଙ୍କ ବିବାହ ଉତ୍ସବ ରାଜସ୍ଥାନର ଉଦୟପୁରଠାରେ ହେବ। ଏଥିପାଇଁ ଗତ ୧୭ ତାରିଖରୁ ବିବାହ ମହୋତ୍ସବ ଆରମ୍ଭ ହୋଇଯାଇଛି। ଉଦୟପୁରର ପିଛୋଲା ହ୍ରଦ ପାଖରେ ନିର୍ମିତ…

ସଞ୍ଜୟଙ୍କ ପୁଅ ସାଜିବେ ଟାଇଗର

ମୁମ୍ବାଇ: ‘ହେରା ଫେରି’, ‘ଆୱାରା ପାଗଲ ଦିୱାନା’, ‘ଓ୍ବେଲକମ ଫ୍ରାଞ୍ଚାଇଜ’ ଭଳି ହିଟ୍‌ ଫିଲ୍ମ ନିର୍ମାତା ଫିରୋଜ ଏ ନାଡ଼ିଆଡୱାଲା ପୁଣି ଦର୍ଶକଙ୍କ ମନୋରଞ୍ଜନର ଯୋଜନା କରୁଛନ୍ତି। ସେ ଏନେଇ ବଡ଼ ଘୋଷଣା କରିଛନ୍ତି। ବଲିଉଡ୍‌ର ୨ ଭିନ୍ନ ପିଢ଼ିର ଆକ୍ସନ…

ଲାଇଭ୍‌ ପ୍ରୋଗ୍ରାମରେ ଏହି ଅଭିନେତ୍ରୀଙ୍କ ସହ ଘଟିଲା ଏମିତି…

ମୁମ୍ବାଇ: ଭୋଜପୁରୀ ଇଣ୍ଡଷ୍ଟ୍ରି ଗାୟିକା ତଥା ଅଭିନେତ୍ରୀ ଅକ୍ଷରା ସିଂଙ୍କ ଲୋକପ୍ରିୟତା କୌଣସି ବଲିଉଡ୍‌ ଅଭିନେତ୍ରୀଙ୍କଠାରୁ କମ୍‌ ନୁହେଁ। ତାଙ୍କର ଫିଲ୍ମ ଏବଂ ମ୍ୟୁଜିକ ଭିଡିଓଗୁଡ଼ିକ ବାହାରକୁ ଆସିବା ମାତ୍ରେ ହିଟ୍‌ ହୋଇଯାଏ। ସେ ଯୁଆଡେ ଯାଆନ୍ତି, ହଜାର ହଜାର ସଂଖ୍ୟାରେ…

ସଲମାନଙ୍କୁ ଗାଳି ଦେଇନାହିଁ,ମୋ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଥିଲା: ସୋମି ଅଲ୍ଲୀଙ୍କ ସଫେଇ…

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କୁ ନେଇ ବଡ଼ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ସୋମି ଅଲ୍ଲୀ ଖାନ୍‌। ପ୍ରଥମେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତା ନିଜର କଥିତ ପ୍ରେମିକାମାନଙ୍କୁ ମାର୍‌ପିଟ୍‌ କରିଥିବା ସେ ପୋଷ୍ଟ କରିଥିଲେ। ହେଲେ ଏବେ…

ବିମାନରେ ଅଭିନେତ୍ରୀଙ୍କ ଚଷମା ଚୋରି

ବିମାନରେ ଅଭିନେତ୍ରୀ ଗୌହର ଖାନଙ୍କ ଚଷମା ଚୋରି ହୋଇଯାଇଛି। ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ସେ ଏକ୍ସ ଜରିଆରେ ଏୟାରଲାଇନ୍ସକୁ ମଧ୍ୟ ଅନୁରୋଧ କରିଛନ୍ତି। ଗୌହର ଦୁବାଇରୁ ମୁମ୍ବାଇ ଫେରୁଥିବାବେଳେ ଏହି ଘଟଣା ଘଟିଛି। ସେ ଏକ୍ସରେ ଏୟାରଲାଇନ୍ସକୁ ଟ୍ୟାଗ କରି…

ଉଦୟପୁରରେ ପରିଣିତି-ରାଘବଙ୍କର ହେବ ଗ୍ରାଣ୍ଡ ଓ୍ବେଲକମ, ସ୍ବାଗତ ପାଇଁ ଲାଗିଲା ବଡ ପୋଷ୍ଟର

ମୁମ୍ବାଇ: ବଲିଉଡ ବିୟୁଟି ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ କିଛି ଦିନ ମଧ୍ୟରେ ଏହି ଦମ୍ପତି ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପାରିଣିତି…

ସଞ୍ଜୟ ଦତ୍ତଙ୍କ ସହ ନଜର ଆସିବେ ଟାଇଗର

ମୁମ୍ବାଇ: ‘ହେରା ଫେରି’, ‘ଆୱାରା ପାଗଲ ଦିୱାନା’, ‘ଓ୍ବେଲକମ ଫ୍ରାଞ୍ଚାଇଜ’ ଭଳି ହିଟ ଫିଲ୍ମ ନିର୍ମାଣ କରିଥିବା ଫିରୋଜ ଏ ନାଡିଆଡୱାଲା ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ନିକଟରେ ନିର୍ମାତା ଏକ ଧମାକାଦାର ଘୋଷଣା କରିଛନ୍ତି।…

ଜୟାପ୍ରଦାଙ୍କ ନାଁରେ ଓ୍ବାରେଣ୍ଟ ଜାରି

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶର ମୁରାଦାବାଦର ସ୍ବତନ୍ତ୍ର ଏମପି ଏମଏଲଏ କୋର୍ଟ ଜୟପ୍ରଦାଙ୍କ ବିରୋଧରେ ଜାମିନ ଆବେଦନ ଓ୍ବାଣେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବା ଏବଂ ଅଶ୍ଳୀଳ ମନ୍ତବ୍ୟ ମାମଲାରେ ତାଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ ନିର୍ଦ୍ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri