ମନୋରଞ୍ଜନ

ଥଲାପତି ବିଜୟଙ୍କ ବଡ଼ ଘୋଷଣା: ଏକୁଟିଆ ଲଢିବେ…

ଚେନ୍ନାଇ, ୨୨ା୮:୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସାଉଥ ଷ୍ଟାର୍‌ ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଜଗାମ୍‌ (ଟିଭିକେ) କୌଣସି ଦଳ ସହ ମେଣ୍ଟ ନ କରି ଏକାକୀ ଲଢ଼ିବ। ଚେନ୍ନାଇରେ ଏକ ରାଲିକୁ ସମ୍ବୋଧନ କରିବା...

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ମିତ ମୁଭି ପ୍ରଥମେ ଦେଖିବେ ହାଇକୋର୍ଟ, ରାୟ ଦେବେ ଜଜ

ମୁମ୍ବାଇ,୨୧।୮: ବମ୍ବେ ହାଇକୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ: ଦି ଅନଟୋଲ୍ଡ ଷ୍ଟୋରି’ ଦେଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଏହି ସପ୍ତାହନ୍ତରେ ଫିଲ୍ମଟି ଦେଖିବେ ଏବଂ ସୋମବାର ତାଙ୍କର ନିର୍ଦ୍ଦେଶ...

ସ୍ୱରା ବଡ଼ ଭାସ୍କରଙ୍କ ବୟାନ: ସମସ୍ତେ ଉଭୟଲିଙ୍ଗୀ, ଡିମ୍ପଲ ଯାଦବଙ୍କୁ କରୁଛନ୍ତି ପସନ୍ଦ

ନୂଆଦିଲ୍ଲୀ,୨୦ା୮: ଅଭିନେତ୍ରୀ ସ୍ୱରା ଭାସ୍କର ପୁନର୍ବାର ନିଜ ମତ ପାଇଁ ଚର୍ଚ୍ଚାରେ। ‘ରାଞ୍ଝଣା’ ତାରକା ସ୍ୱରା, ଯିଏ ପ୍ରାୟ ସମସ୍ତ ବିଷୟରେ ମତ ରଖନ୍ତି, ଏକ ସାମ୍ପ୍ରତିକ ସାକ୍ଷାତକାରରେ କହିଛନ୍ତି ଯେ ମଣିଷ ମୂଳତଃ ଉଭୟଲିଙ୍ଗୀ (ବାଇସେକ୍ସୁଆଲ)। ସ୍ୱରା ବର୍ତ୍ତମାନ...

ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ ଧନଶ୍ରୀ: ଚହଲଙ୍କୁ ନେଇ କଲେ ବଡ଼ ଖୁଲାସା

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା କିଛି ମାସ ପୂର୍ବରୁ ଛାଡପତ୍ର ନେଇଥିଲେ। କିନ୍ତୁ ଉଭୟ ପ୍ରାୟତଃ ଖବରରେ ଅଛନ୍ତି। କିଛି ଦିନ ପୂର୍ବରୁ ଚହଲ ପ୍ରଥମ ଥର ପାଇଁ ଛାଡପତ୍ର ବିଷୟରେ କହିଥିଲେ। କୋରିଓଗ୍ରାଫର ଏବଂ...

3 Idiots ପ୍ରଫେସରଙ୍କ ପରଲୋକ, ଶୋକରେ ବଲିଉଡ

ମୁମ୍ବାଇ,୧୯।୮: ଆମିର ଖାନଙ୍କ ‘3 Idiots’ରେ ପ୍ରଫେସର ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ପରଲୋକ ହୋଇଛି। ସେ ୯୧ ବର୍ଷ ବୟସରେ ମୁମ୍ବାଇ ନିକଟସ୍ଥ ଥାନେର ଜୁପିଟର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ...

ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ମୁକୁଟ ପିନ୍ଧିଲେ ମନିକା, ୭୪ତମ Miss Universe ପ୍ରତିଯୋଗୀତାରେ ଭାରତକୁ କରିବେ ରିପ୍ରେଜେଣ୍ଟ

ରାଜସ୍ଥାନ,୧୯।୮: ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେଉଥିବା ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ବିଜେତାଙ୍କୁ ଚୟନ କରାଯାଇଛି। ଏହି ପ୍ରତିଯୋଗିତାର ମୁକୁଟ ମନିକା ବିଶ୍ୱକର୍ମାଙ୍କ ମୁଣ୍ଡରେ ସଜ୍ଜିତ ହୋଇଛି। ମନିକା ମୂଳତଃ ରାଜସ୍ଥାନର ଗଙ୍ଗାନଗରର ଏବଂ ଦିଲ୍ଲୀରେ ମଡେଲିଂ କରନ୍ତି। ମନିକାଙ୍କୁ...

ପୋଲିସ ଭୂମିକାରେ ଅଲି ଫଜଲ୍‌

ମୁମ୍ବାଇ: କ୍ରାଇମ ଥ୍ରୀଲର ୱେବ୍‌ ସିରିଜ୍‌ ‘ମିର୍ଜାପୁର’ରେ ଗୁଡୁ ଭୈୟା ଚରିତ୍ର ନିଭାଇ ଦର୍ଶକଙ୍କର ପ୍ରଶଂସା ସାଉଣ୍ଟିଥିବା ଅଭିନେତା ଅଲି ଫଜଲ୍‌ ଖୁବ୍‌ଶୀଘ୍ର ୱେବ୍‌ ସିରିଜ ‘ରାଖ୍‌’ରେ ନଜରକୁ ଆସିବେ। ଏହା ଏକ ଇନ୍‌ଭେଷ୍ଟିଗେଟିଭ୍‌ କ୍ରାଇମ ଥ୍ରୀଲର ସିରିଜ୍‌ ହୋଇଥିବା ବେଳେ...

ପ୍ରଥମ ଭାରତୀୟ ଭାବେ ଜାକିର ଖାନ ମ୍ୟାଡିସନ ସ୍କୋୟାର ଗାର୍ଡେନରେ କଲେ ଶୋ

ଭୁବନେଶ୍ୱର,୧୮।୮: ଭାରତୀୟ ଷ୍ଟାଣ୍ଡ-ଆପ କମେଡିଆନ ଜାକିର ଖାନ ନ୍ୟୁୟର୍କର ଆଇକନିକ ମ୍ୟାଡିସନ ସ୍କୋୟାର ଗାର୍ଡେନରେ ହିନ୍ଦୀ ଭାଷାରେ କମେଡି ଶୋ କରି ଇତିହାସ ରଚିଛନ୍ତି। ଇନ୍ଦୋରର ୩୭ ବର୍ଷୀୟ ଏହି କମେଡିଆନ, ଯିଏ ତାଙ୍କର ‘ଶକ୍ତ ଲୌଣ୍ଡା’ (ଟଫ୍‌ ଗାଏ)...

ଜାହ୍ନବୀଙ୍କ କାଷ୍ଟିଂ: ବର୍ଷିଲେ ପବିତ୍ରା

ଥିରୁଭାନନ୍ତପୁରମ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆସନ୍ତା ୨୯ରେ ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ୍‌ ହେବାକୁ ଥିବାବେଳେ ଗତ ୧୨ରେ ଏହାର ଟ୍ରେଲରକୁ ଜାରି...

୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରମାନ ମଲିକ, କୃତିକା ପୁଣି ଗର୍ଭବତୀ ହେବା ପରେ ଏମିତି କହିଲେ ପ୍ରଥମ ପତ୍ନୀ… 

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକ ପୁଣି ଥରେ ଖବରରେ ଅଛନ୍ତି। ଅରମାନ ପଞ୍ଚମ ଥର ଲାଗି ବାପା ହେବେ। ତାଙ୍କ ଦ୍ୱିତୀୟ ପତ୍ନୀ କୃତିକା ମଲିକ ଦ୍ୱିତୀୟଥର ଲାଗି ଗର୍ଭବତୀ...

ଏହି କଂଗ୍ରେସ ନେତାଙ୍କ ଝିଅ ପାଇଁ ୨ ଅଭିନେତା ପାଗଳ! ଅଲୁ ଅର୍ଜ୍ଜୁନ ଆଉ…

ହାଇଦ୍ରାବାଦ, ୧୫।୮: ତେଲୁଗୁ ସିନେମା ଜଗତର ଦୁଇ ବଡ଼ ତାରକାଙ୍କ ମଧ୍ୟରେ ଗତ ୧୮ ବର୍ଷ ଧରି ମନମାଳିନ୍ୟ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ଥିବା ଏହି ଦୂରତ୍ୱର କାରଣ ହେଉଛନ୍ତି ଜଣେ...

ଭୋ ଭୋ ହୋଇ କାନ୍ଦୁଛନ୍ତି ଗୋବିନ୍ଦାଙ୍କା ସ୍ତ୍ରୀ, ଘର ଭାଙ୍ଗିଯିବାର ଭୟ ଘାରିଛି

ମୁମ୍ବାଇ,୧୫।୮: ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ତାଙ୍କର ବୋଲ୍ଡ ଷ୍ଟାଇଲ ପାଇଁ ଜଣାଶୁଣା। ସୁନିତା ଯେକୌଣସି ବିଷୟରେ ନିଜର ମତ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଲୋକମାନେ ତାଙ୍କର ଏହି ଷ୍ଟାଇଲ୍କୁ ବହୁତ ପସନ୍ଦ କରନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri