ମୋଦିଙ୍କ ମା’ ସାଜିବେ ଏହି ଅଭିନେତ୍ରୀ: ଭାବପ୍ରବଣ ହୋଇ କହିଲେ…

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଦ୍ୱିତୀୟ ଇନିଂସ ଭଲ ଚାଲିଛି। ଏହି ଇନିଂସରେ ସେ ପ୍ରଶଂସା ସାଉଁଟିଛନ୍ତି। ତାଙ୍କର ଧାରାବାହିକ ‘ଆର୍ଯ୍ୟନକ’ ହିଟ୍‌ ପରଠାରୁ ଅଭିନେତ୍ରୀ ଅନେକ ପ୍ରୋଜେକ୍ଟ ପାଇଛନ୍ତି। ଏବେ ଏହି ଅଭିନେତ୍ରୀ ଆଉ ଏକ ବଡ଼ ଅଫର୍‌ ମିଳିଛି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନଙ୍କ ଚରିତ୍ରରେ ଅଭିନୟ କରୁଥିବା ଏକ ଚଳଚ୍ଚିତ୍ରରେ ନଜର ଆସିବେ। ଏଥିରେ ତାଙ୍କ ପିଲାଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜୀବନକୁ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିବ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ନିର୍ମିତ ପୂର୍ବ ଚଳଚ୍ଚିତ୍ରରେ ବିବେକ ଓବେରୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, କିନ୍ତୁ ଏହା ଥିଏଟରରେ ଭଲ ପ୍ରଦର୍ଶନ କରିପାରି ନ ଥିଲା। ଏବେ ମୋଦିଙ୍କ ଜୀବନ ଯାତ୍ରା ଏବଂ ତାଙ୍କ ମା’ଙ୍କ ଅବଦାନ ଉପରେ କେନ୍ଦ୍ରିତ ଏକ ଚଳଚ୍ଚିତ୍ର ଆସୁଛି।

ରବୀନା ଟଣ୍ଡନ ଏହି ଭୂମିକାରେ ଅଭିନୟ କରିବାକୁ ନେଇ ଭାବପ୍ରବଣ ହୋଇଯାଇଛନ୍ତି। ଚରିତ୍ରର ଗଭୀରତା, ଶକ୍ତି ଏବଂ ଜଟିଳତାକୁ ଦୃଷ୍ଟିରେ ରଖି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ଭୂମିକାରେ ଅଭିନୟ କରିବାକୁ ବହୁତ ଉତ୍ସାହିତ। ଏହି କାହାଣୀଟି ସମ୍ପୂର୍ଣ୍ଣ ଭାବରେ ମା’-ପୁଅ ସମ୍ପର୍କ ଉପରେ ଆଧାରିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ତାଙ୍କ ପୁଅର ଜୀବନକୁ ଉନ୍ନତ କରିବା ପାଇଁ କରିଥିବା ତ୍ୟାଗ ଏବଂ ସଂଘର୍ଷକୁ ଦର୍ଶାଯିବ।
ମାର୍କୋ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ମାଲାୟଲମ ଅଭିନେତା ଉନ୍ନି ମୁକୁନ୍ଦନ ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅଭିନୟ କରିବେ। ଗତ କିଛି ବର୍ଷ ଧରି, ସେ ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଏବଂ ନିର୍ମାତାଙ୍କ ବିଶ୍ୱାସ ଜିତିଛନ୍ତି। ଏବେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରୁଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମଟି VFX ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିର୍ମିତ ହେବ ଏବଂ ଏକ ବଡ଼ କାନଭାସରେ ଶୁଟିଂ କରାଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘କର ବା ମର’ପରିସ୍ଥିତିରେ ଭାରତକୁ ଶକ୍ତି ଦେଲେ ସେହୱାଗଙ୍କ ପୁଅ, ଅଣ୍ଡର-୧୯ ଏସିଆ କପରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦିଗ୍ଗଜ ବ୍ୟାଟର୍‌ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବେ ଚାଲିଥିବା ୨୦୨୬ ଅଣ୍ଡର-୧୯ ଏସିଆ କପରେ ଟିମ ଇଣ୍ଡିଆ…

ବିରାଟ କୋହଲିଙ୍କ କାରଣରୁ କେନ ୱିଲିୟମସନ ଅବସର ନେଇଥିଲେ କି? ଏହି ଜଣାଶୁଣା ବ୍ୟାଟର କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କେନ ୱିଲିୟମ୍ସନ ଚଳିତ ଜୁନ ମାସରେ ଅନ୍ତର୍ଜାତୀୟ କ୍ରିକେଟ ଛାଡିବା ପାଇଁ ହଠାତ ନିଷ୍ପତ୍ତି ନେଇଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।…

ଏହି ମାମଲାରେ ପାକିସ୍ତାନ ଆଗରେ, ଭାରତ ପଛରେ: ଗୋଟିଏ ଟେଷ୍ଟରେ ସବୁଠୁ ବଡ଼…

ଶାରଜା,୧୦।୧୧: ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଶାରଜା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ହାଇସ୍କୋରିଂ ମ୍ୟାଚ୍‌ର ତିନୋଟି ପାଳିରେ…

ଟିମ ଇଣ୍ଡିଆର ମୁଖ୍ୟ କୋଚ ନୁହେଁ ଏମିତି ଜୀବନ ପସନ୍ଦ କରନ୍ତି ରବି ଶାସ୍ତ୍ରୀ, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ତଥା ଅଧିନାୟକ ରବି ଶାସ୍ତ୍ରୀ ତାଙ୍କର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା। ସେ ବିନା କୌଣସି ସଙ୍କୋଚରେ ନିଜ…

ବଙ୍ଗୋପସାଗରରେ ପୁଣି ଲଘୁଚାପ! ୧୩ ତାରିଖରୁ ଏହି ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୧୦।୧୧: ପୁଣି ବଦଳିବ ପାଗ। କିଛିଦିନର ଶୁଖିଲା ଓ ଆରାମଦାୟକ ପାଗ ପରେ ରାଜ୍ୟରେ ପୁନର୍ବାର ବର୍ଷା ହୋଇପାରେ । ୧୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ…

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ

ବରୀ, ୧୦।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କୈଳାସ ଚନ୍ଦ୍ର ପତିଙ୍କ ବଦଳିକୁ ବିରୋଧ କରି…

ବକ୍ସ ଅଫିସ୍‌ରେ ‘ରାମାୟଣ’ ଧମାକା: ‘ଧୁରନ୍ଧର ୨’କୁ ପକାଇଲା ପଛରେ

ମୁମ୍ବାଇ:ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ: ପାର୍ଟ ୧’ ବକ୍ସ ଅଫିସ୍‌ରେ ଆଉ ଏକ ବଡ଼ ରେକର୍ଡ କରିଛି। ରିଲିଜ୍‌ର ମାତ୍ର ୫ ଦିନ ମଧ୍ୟରେ ଫିଲ୍ମର…

ଅର୍ଶଦୀପ ସିଂହଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଖବରକୁ ନେଇ ତାଙ୍କ ପିତା କହିଲେ ଏମିତି…

ନୂଆଦିଲ୍ଲୀ,୧୦।୧୧: ଏହା ନିଶ୍ଚିତ ଯେ ଆଇପିଏଲ (IPL) ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ନୂତନ ଦଳ ସହ ରହିବେ। କିଛି ଦିନ ପୂର୍ବରୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?