ଟାଇଗର-୩ ଟ୍ରେଲର ରିଲିଜ୍
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ସଲମାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଟ୍ରେଲରରେ ଜଣେ ମହିଳାଙ୍କ ବ୍ୟାକ୍ଗ୍ରାଉଣ୍ଡ ଭଏସ୍ରୁ ଆରମ୍ଭ ହୋଇଛି। ଯେଉଁଥିରେ କୁହାଯାଇଛି, ଦେଶର ଶାନ୍ତି ଏବଂ…
ମାତ୍ର ୨୬ ବର୍ଷରେ ଆଖିବୁଜିଲେ ପୂର୍ବତନ ମିସ ୱାଲର୍ଡ ପ୍ରତିଯୋଗୀ
ମୋଣ୍ଟେଭିଡିଓ,(୦୭):ପୂର୍ବତନ ମିସ ୱାଲର୍ଡ ପ୍ରତିଯୋଗୀ ଶେରିକା ଦେ ଅର୍ମାସଙ୍କ ଦେହାନ୍ତ ହୋଇଛି। ସେ ୨୦୧୫ରେ ମିସ ୱାଲର୍ଡ ପ୍ରତିଯୋଗିତାରେ ଉରୁଗୁଏର ପ୍ରତିନିଧିତ୍ୱ କରିଥିଲେ। ଶେରିକା ଦେ ଅର୍ମାସ ଗର୍ଭାଶୟ କ୍ୟାନସର୍ ଯୁଦ୍ଧରେ ହାରିଯାଇଥିଲେ। ଅକ୍ଟୋବର ୧୩ରେ ୨୬ ବର୍ଷ ବୟସରେ ମୃତ୍ୟୁବରଣ…
ଟ୍ରୋଲ ହେଲେ ତମନ୍ନା
ମୁମ୍ବାଇ: ଦକ୍ଷିଣ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଦମଦାର ଆକ୍ଟିଂ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ଲାକମେ ଫ୍ୟାଶନ ଓ୍ବିକ ୨୦୨୩ରେ ଓ୍ବାକ କରୁଥିବା ନଜର ଆସିଥିଲେ। ଏହି ଶୋ’ରେ ଅଭିନେତ୍ରୀ ମୋତିରେ ଖଚିତ ଏକ ଭାରୀ ଲେହେଙ୍ଗା ପିନ୍ଧି ଓ୍ବାକ…
କିଲର ଲୁକ୍ରେ ଦୀପିକା
ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଖୁବ୍ଶୀଘ୍ର ତାଙ୍କର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ ଆଣୁଛନ୍ତି। କିଛି ସମୟ ପୂର୍ବରୁ ସେ ଏହା ଘୋଷଣା କରିବା ସହ ଶୁଟିଂସେଟ୍ରୁ ପୂଜା କରିବା ସମୟରେ ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେବେଠାରୁ ପ୍ରଶଂସକମାନେ ଉତ୍ସାହର…
ମାଆ ହେବେ ସୁଗନ୍ଧା
ମୁମ୍ବାଇ: ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ରବିବାର ତାଙ୍କ ଫ୍ୟାନ୍ସଙ୍କ ସହ ଏକ ଗୁଡ ନ୍ୟୁଜ ଶେୟାର କରିଛନ୍ତି। ଅସଲ କଥା ହେଲା ଏହି ଅଭିନେତ୍ରୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଜିକାଲି ସେ ତାଙ୍କ ପ୍ରେଗ୍ନେସିକୁ…
ହଜିଗଲା ଉର୍ବଶୀଙ୍କ ୨୪ କ୍ୟାରେଟ୍ ସୁନା ଆଇଫୋନ୍
ଅହମ୍ମଦାବାଦ,୧୫।୧୦: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବଲିଉଡର ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରଉତେଲା ପହଞ୍ଚିଥିଲେ। ଏହି ସମୟରେ ଅଭିନେତ୍ରୀଙ୍କ ଆଇଫୋନ୍ ହଜିଯାଇଥିଲା। ଏହା ସୂଚନା ସେ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ସେ ଅହମ୍ମଦାବାଦ ପୋଲିସକୁ ଟ୍ୟାଗ…
ଆଜିଠୁ ଆରମ୍ଭ ବିଗ୍ବସ୍-୧୭
ମୁମ୍ବାଇ: ପ୍ରସିଦ୍ଧ ରିୟାଲିଟି ଶୋ’ ବିଗ୍ବସ୍ ସିଜନ-୧୭ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗୀମାନେ ନୂତନ ସିଜନରେ ମୋବାଇଲ ବ୍ୟବହାର ପାଇଁ ରିହାତି ପାଇବେ। ଯେଉଁ ମୁହୂର୍ତ୍ତରେ ଲୋକମାନେ ବିଗ୍ବସ୍ ୧୭ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ, ସେହି ମୁହୂର୍ତ୍ତରେ ପହଞ୍ଚିଛି। ବିଗ୍ବସ୍…
ସୋନାଲିଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏହି ପାକିସ୍ତାନୀ କ୍ରିକେଟର, ପର୍ସରେ ରଖୁଥିଲେ ଅଭିନେତ୍ରୀଙ୍କ ଫଟୋ
ମୁମ୍ବାଇ: ବଲିଉଡ୍ର ଦକ୍ଷ ତଥା ସୁନ୍ଦର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୯୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ। ସେ ତାଙ୍କ ସମୟରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ଅଜୟଙ୍କ ସହ ତାଙ୍କର କେମିଷ୍ଟ୍ରି ବହୁତ ପସନ୍ଦ ଆସିଥିଲା। ଜଣେ…
ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ନେଇ ଚର୍ଚ୍ଚା…
ମୁମ୍ବାଇ,୧୫।୧୦ : (୦୧) ଦକ୍ଷିଣ ମେଗା ଷ୍ଟାର ପ୍ରଭାସ ସମସ୍ୟାରେ ପଡ଼ିଛନ୍ତି। ଏକ ବଡ ଖବର ସାମ୍ନାକୁ ଆସିଛି । ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଛି। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଅଭିନେତା ତାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରିଛନ୍ତି…
ୟୁଟ୍ୟୁବର୍ଙ୍କୁ ଲିଗାଲ ନୋଟିସ ପଠାଇଲେ ସୋନମ
ନୂଆଦିଲ୍ଲୀ,୧୫।୧୦: ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। କଣ୍ଟେଣ୍ଟ କ୍ରିଏଟର ରାଗିନୀ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ ଅଭିନେତ୍ରୀଙ୍କ…
ଖେଳ ଦେଖିବାକୁ ଶୁଟିଂ ଛାଡ଼ି ଷ୍ଟୁଡିଓରେ ସଲ୍ମାନ
ମୁମ୍ବାଇ: ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଶନିବାର ଆୟୋଜିତ ଆଇସିସି କ୍ରିକେଟ୍ ବିଶ୍ୱକପ୍- ୨୦୨୩ରେ ଭାରତ ପାକିସ୍ତାନକୁ ହରାଇଛି। ଏହି ଅବସରରେ ଅନେକ ଲୋକଙ୍କ ସହିତ କଳାକାର ଟିମ୍ ମଧ୍ୟ ଇଣ୍ଡିଆକୁ ସମର୍ଥନ ଜଣାଇଥିଲେ। ତେବେ ଖେଳ ଦେଖିବାକୁ ବଲିଉଡ୍…
ରାପର ଡିନୋ ଜେମ୍ସ ଜିତିଲେ ‘ଖତରୋ କେ ଖିଲାଡି’ ଶୋ’
ବମ୍ବେ: କଲର୍ସ ଚ୍ୟାନେଲରେ ପ୍ରସାରିତ ଆଡଭେଞ୍ଚର ରିଆଲିଟି ଶୋ’ ‘ଖତରୋ କେ ଖିଲାଡି ସିଜନ ୧୩’କୁ ମିଳିଛି ବିଜେତା। ରାପର ଡିନୋ ଜେମ୍ସ ଶୋ’କୁ ଜିତି ଟ୍ରଫି ନିଜ ନାମରେ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଶୋ’ ଶୁଟିଂ ହୋଇଥିବା ବେଳେ ଡିନୋ…
Archives


